Loading...

ଯଦି ଯୁଦ୍ଧ ହେଲା ତେବେ ଦିଲ୍ଲୀରେ ପାକିସ୍ତାନର ଝଣ୍ଡା ଉଡିବ:- ଶାହାବାଜ ସରିଫ । ଖୋଲା ଚେତାବନୀ ଦେଉଛି

Loading...

ପୁଲୱାମା ଆକ୍ରମଣ ହାମଲା ପରେ ଭାରତ ମାତ୍ର 12 ଦିନ ପରେ ପାକିସ୍ତାନଙ୍କୁ ତାହାର ଯବାବ ଦେଇଛି । ସେ ପୁଣି ବଡ ଧରଣର 26 ତାରିଖ ଆମ ବାୟୁସେନା ପ୍ରାକ ସୀମା ଅତିକ୍ରମ କରି ତିନୋଟି ଆତଙ୍କ ଶିବିରକୁ ଧଂଶ କରିଛି । ସେଗୁଡିକ ହେଉଛି ବାଲାକୁଟ ଚୋକଟ . ମିଜାଫରବାଦ . ଏଭାରତ ପାକିସ୍ତାନ ଉପରକୁ କରିଥିବା ଅଗ୍ନିର ଓଜନ ପରିମାଣ ୧୦୦୦ କିଲୋଗ୍ରାମ ଓଜନର ବିସ୍ଫୋରକ ଥିବା ବୋମା ନିୟନ୍ତ୍ରଣ ରେଖା ଆରପଟରେ ଥିବା ଆତଙ୍କବାଦୀ କ୍ୟାମ୍ପ୍‌ ଉପରକୁ ନିକ୍ଷେପ କରାଯାଇଛି।

ଏହି ଘଟଣା 3.30ମିନିଟରେ ଆକ୍ରମଣ ହୋଇଥିଲା ତାପରେ ଏହାକୁ 6 ଟା ମଧ୍ୟରେ ସମସ୍ତ ଚେଲ୍ୟାନ ରେ ଏହାର ଖବର ପହଞ୍ଚିଥିଲା ପରବର୍ତ୍ତୀ ସମୟରେ ଏହା ଦେଶ ବିଦେଶ ମଧ୍ୟରେ ଭାଇରାଲ ହେବାରେ ଲାଗିଛି ଏବେ ଏବେ ହୋଇଥିବା ପାକିସ୍ତାନ ନୂତନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାଁନ୍ ପ୍ରତି ଭାରତ ଏପରି ବଡ ସନ୍ଦେଶ ଦେବାପରେ ସେ ସପୂର୍ଣ୍ମ ଚିନ୍ତାରେ ପଡିଯାଇଛନ୍ତି ।

Image result for shahbaz sharif

କିନ୍ତୁ ଭାରତ ସହ ଗୋଟିଏ ଖରାଫ ସନ୍ଦେଶ ଦେଇଛନ୍ତି ପାକିସ୍ତାନ ସେନା ।ତେବେ ଭାରତୀୟ ବାୟୁସେନାର କଡା ଜବାବରେ ପାକର ଲଡାକୁ ବିମାନଟି ସଂପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇ ତଳେ ପଡିଯାଇଥିଲା ।ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍ କମାଣ୍ଡର୍ (ସର୍ଭିସ ନମ୍ବର ୨୭୯୮୧) ଅଭିନନ୍ଦନଙ୍କୁୱ ପାକିସ୍ତାନର ସେନାଗଣ ନିର୍ମମ ଭାବେ ଆତ୍ୟାଚାର କରିଥିଲେ ଯାହାପାକିସ୍ତାନ ଏକ ଭିଡିଓ ଟୁଇଟ କରି ପଠାଇଥିଲା ।

ପାକିସ୍ତାନ ଭାରତ ଏହି ଦୁମର୍ବଳତକୁ ଭିତ୍ତିକରି ପାକିସ୍ତାନ ମୁସଲିମ ଲିଗ-ନବାଜ ର ଅଧ୍ୟକ୍ଷ ସାହଵାଜ
ସରିଫ ଭାରତକୁ ଧମକ ଦେଇକହିଛନ୍ତି କି ଭାରତ ଯଦି ପୁଣିଥରେ ଯୁଦ୍ଦ କରିବାକୁ ଚେଷ୍ଟକରେ ତେବେ ପାକିସ୍ତାନର ବିଜୟ ହୋଇ ଦିଲ୍ଲୀରେ ଆମର ଝଣ୍ଡା ଉଡିବ ବୋଲି ଘୋଷଣା କରିଛନ୍ତି । ସେ କହିଛନ୍ତି କି ଭାରତ ପାକିସ୍ତାନ ର ସୀମା ଅତିକ୍ରମ କରି ଆତଙ୍କ ମାନଙ୍କର ଶିବିରକୁ ଧଂସ କରିଛି ଯେଉଁଥିରେ କେତେକ ରାଜନେତା ଓ ସେନାଙ୍କର ମଧ୍ୟ ଆତଙ୍କ ସହ ପ୍ରାଣ ଯାଇଥିବାର ଦେଖାଯାଇଛି ।

ଶାହାବାଜ ସରିଫ ଅନ୍ୟପଟେ ମୋଦୀଙ୍କୁ ଧମକର ଚେତାବନୀ ଦେଇ କହିଛନ୍ତି କି ଭାରତ ପାକିସ୍ତାନ ସହ ଯୁଦ୍ଧ କରିବାଦ୍ବାରା ଭାରତ ଏଦିଗରେ ପ୍ରସ୍ତାଇବାକୁ ପଡିବ । ତେଣୁ ସେ ମୋଦୀଙ୍କୁ ଧମକ ଦେଇ କହିଛନ୍ତି ଯେ ଭାରତ ଏହି ଯୁଦ୍ଦକୁ ଆଗକୁ ନବଡାନ୍ତୁ ତେଣୁ ସେ ଦକ୍ଷିଣ ଏସିଆର ଲୋକମାନଙ୍କୁ ଏହି ଯୁଦ୍ଧରେ ସାମିଲ ନହେବା ଧମକ ଦେଇ କହିଛନ୍ତି

ଯେ ମୋଦୀ ନିଜଦକ୍ଷ୍ୟତା ଓ କ୍ଷମତାକୁ ପରିଲିଖିତ କରି ପାକିସ୍ତା ନ ସହ ସାମ୍ମନା କରନ୍ତୁ କାରଣ ପାକିସ୍ତାନ ର ସେନା ଙ୍କର ତାକତ ଅଧିକ ମାତ୍ରାରେ ଭରିରହିଛି ଏବଂ ପାକିସ୍ତାନ ସାଥିରେ ପୁରା ଦେଶ ଅଶସ୍ତ୍ର ଅଛି୍ । ସେପଟେ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ସହଯୋଗର ହାତ ମାଗିଛନ୍ତି ଅନ୍ୟ ଦେଶକୁ କାରଣ ସେ କହିଛନ୍ତି ଭାରତ ସହ ମୁକାବିଲା କରିବାକୁ ହେଲେ ଆମକୁ ଏହି ସବୁ ଦେଶଗୁଡିକର ସହଯୋଗ ଆବଶ୍ୟକ ଅଟେ ।

କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳ ର ସୁରକ୍ଷା ସମିତି ର ପ୍ରଧାନମନ୍ତ୍ରୀ ଆବାସରେ ମଙ୍ଗଳବାର ଦିନ ସକାଳେ ହୋଇଥିବା ବୈଠକ ପରେ ବିଦେଶ ସଚିବ ବିଜୟ ଗୋଖଲେ ଏକ ଲିଖିତ ବୟାନ ପଢ଼ୁଥିବା ସମୟରେ ମିଡିଆ କୁ କହିଥିଲେ, ‘ସୁନିଶ୍ଚିତ ଖବର ମିଳିଥିଲା ଯେ ଜୈସ-ଏ-ମହମ୍ମଦ ଦେଶ ର ବିଭିନ୍ନ ଜାଗାରେ ଆତ୍ମଘାତୀ ଆତଙ୍କବାଦୀ ହମଲା କରିବାର ଯୋଜନା କରିଛି ଓ ଏଥିପାଇଁ ଫିୟାଦିନ ଜିହାଦୀୟ ଙ୍କୁ ପରୀକ୍ଷିତ କରୁଥିଲା। ଆସନ୍ନ ସଂକଟକୁ ଦେଖି ଆତ୍ମରକ୍ଷାର୍ଥ ହମଲା ଜରୁରୀ ହୋଇ ଯାଇଥିଲାଭାରତକୁ ଏପରି ଧମକ ଦେଇ ପାକିସ୍ତାନ ତାହାର ଗର୍ବକୁ ବୃଦ୍ଦି କରିବାରେ ଲାଗିଛି

ସେଏହି ଯୁଦ୍ଧଦ୍ବାରା ଭାରତ ର ପରାଜୟ ର ସନ୍ଦେଶ ପଠାଇନ୍ତି । ଶାହାବାଜ ସରିଫ। ନିଜେ ଆତ୍ମପ୍ରକାଶ କରି କହିଛନ୍ତି କି ଭାରତ ସହିତ ଯୁଦ୍ଧର ପରାଜୟ କରିବାକୁ ହେଲେ ମୁଁ ମୋର ଜୀବନକୁ ବଳିଦାନ ଦେଇ ପାକିସ୍ତାନ ଝଣ୍ଡାକୁ ଦିଲ୍ଲୀରେ ଉଡାଇବାର ଧମକ ଦେଇଛନ୍ତି ଭାରତ ସରକାରଙ୍କୁ ।
ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...