Loading...

ଭୟାନକ ରୋଗର ଆତଙ୍କ.. ମଣିଷରୁ ଗଛ ପାଲଟିଲେ ଜଣେ ମହିଳା, ଫୋଟୋ ଦେଖିକି ଲାଗିପାରେ ଝଟକା

Loading...
0 1,171

ଏ ସମାଜରେ ବାସ କରୁଥିବା ମାନବ ଜାତି ଙ୍କ ମଧ୍ୟରେ ସମାନ ତାରାତ୍ମ୍ୟ ଦେଖିବାକୁ ମିଳୁନାହିଁ ।କାରଣ ସବୁ ମନୁଷ୍ୟ ଙ୍କୁ ଇଶ୍ବର ତାର ଭାଗ୍ୟକୁ ନିର୍ଦ୍ଦାରଣ କରି ସମାଜରେ ଆତ ଜାତ କରିଥାନ୍ତି । ବାସ୍ତବରେ କହିବାକୁ ଗଲେ ଏ ସମାଜରେ ଲୋକ ମାନେ ବିଭିନ୍ନ ମାରାତ୍ମକ ରୋଗରେ ଶିକାର ହୋଇ ମୃତ୍ୟୁ ସହିତ ଲଡେଇ କରୁଛନ୍ତି । ଆଜି ଆମେ ଗୋଟିଏ ଛୋଟ ଝିଅର ଭୟାନକ ରୋଗ ସମ୍ପର୍କରେ ଜଣାଇବାକୁ ଯାଉଛୁ

ଯାହା ଆପଣ ମାନେ ଜାଣିବା ପରେ ହେ ରାମ କହି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସେତେ ପର୍ଯ୍ୟନ୍ତ ଆମର ଏହି ପୋଷ୍ଟକୁ ଶେଷ ଯାଏଁ ପଢନ୍ତୁ ଆଜ୍ଞା ଘଟଣା ଟି ହେଉଛି ବାଲାଂଦେଶର ଗୋଟେ ଛୋଟ ଗ୍ରାମରେ ବାସକରୁଥିବା ମହମ୍ମଦ ସାହାଜାହାନ ନାମକ ଜଣେ ପିତାର ଝିଅ ।ସେହି ଅସହାୟ ନିରିହ ପିତାର ଛୋଟ ଝିଅଟି ରୋଗରେ ଆଜି ପର୍ଯ୍ୟନ୍ତ ପଡିତ ଅଛନ୍ତି ।ଏବଂ ତାଙ୍କର .ସେହି ରୋଗ ସପୂର୍ଣ୍ଣ ଅଲଗା ଅଟେ ।

କାରଣ ଏହି ରୋଗ ଦ୍ବାରା ଆପଣ ମାନଙ୍କ ଶରୀର ମଧ୍ୟରେ ଗଛ ପରି ବାହାରିବ ।ସୁଚନା ମୁତାବିକ ଏହି ରୋଗର ନାମ ଟ୍ରି ମ୍ୟାନ। ଝିଅର ଏହି ରୋଗ ଦେଖି ପିତା ବହୁତ ଘୋରେଇ ଉପଚାର ଅବଲମ୍ବନ କରିଥିଲେ .କିନ୍ତୁ ସେଥିରେ କିଛି ଫାଇଦା ମିଳିଲା ନାହିଁ ।ବରଂ ରୋଗ ଧିରେ ଧିରେ ବଡିବାରେ ଲାଗିଲା ଦିନ ପରେ ଦିନ ଗଡିଚାଲିଲା ଝିଅ ର ମୁହଁ ରେ ଏହି ରୋଗ ମାଡିଚାଲିଲା ।

ପିତା ଝିଅର ଏପରି ସମସ୍ୟା ଦେଖି ସେ ବହୁଚ ଚିନ୍ତିତ ଥିଲେ .କାରଣ ତାଙ୍କ ଝିଅ କୁ ଦେଖିବା ତାଙ୍କ ପାଖରେ ଯଥେଷ୍ଟ ଅର୍ଥ ନଥିଲା ।ଏହି ସମୟରେ ଲୋକ ମାନେ ଝିଅକୁ କୋଷ୍ଟ ରୋଗ ହୋଇଛି ବୋଲି କହି ଛି ଛା କରିଲେ ଯାହା ତାଙ୍କୁ ବହୁତ କଷ୍ଟ ଦେଇଥିଲା ।

ଏବେ ପିତା ମହମ୍ମଦ ସାହାଜାହାନ ଝିଅ ର ରୋଗ ଭଲ କରିବା ପାଇିଁ ବହୁତ ପ୍ରୟାସ କରୁଛନ୍ତି ଏବଂ ସେ ବର୍ତ୍ତମାନ ତାଙ୍କ ଝିଅର ଚିକିତ୍ସା ଢାକାରେ କରୁଛନ୍ତି । ଆପଣ ମାନଙ୍କୁ ବିଶେଓଷ ଅନୁରୋଧ ଏହି ଭଉଣୀ ଜଣଙ୍କ ଆମ ଦେଶର ହୋଇନଥିଲେ ମଧ୍ୟ ତାଙ୍କ ପାଇିଁ ଟିକେ ହୃଦୟରେ ଦୟା ରଖି ହେ ରାମ କହି ଜଗନ୍ନାଥଙ୍କ ନିକଟରେ ପ୍ରର୍ଥନା କରନ୍ତୁ ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...