Take a fresh look at your lifestyle.

ଗ୍ରାମ ରେ ପୁରୁଷ ନଥିବା ରୁ 60%ପ୍ରତିଶତ ଯୁବତୀ ଅଭିବାହିତ । କଣପାଇଁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

0 524

ଭାରତ ଏମିତି ଗୋଟିଏ ରାଷ୍ଟ ଅଟେ କିନ୍ତୁ ଏଠାରେ ଝିଅ ମାନଙ୍କ ସଂଖ୍ୟା କମ୍ ହୋଇଥିବାରୁ ଏଠାରେ ବେଟି ବଚାଅ ଓ ବେଟି ପଢାଅ ଭଳି ଯୋଜନା ଭଲି ଏମିତି ଅନେକ ଯୋଜନା ଆମର ମୋଦି ସରକାର ଏବେ ଆରମ୍ଭ କରିଛନ୍ତି । ଭାରତ ରେ ଅଧିକ ମାତ୍ରା ରେ ପୁରୁଷ ରହିଥିବା ବେଳେ ମହିଳା ଙ୍କ ସଂଖ୍ୟା ଖୁବ କମ୍ ଅଟେ

ତେଣୁ ଏଠାରେ ପୁରୁଷ ମାନଙ୍କର ବିବାହ କରିବା ପାଇଁ ଝିଅ ର ଅଭାବ ରହିଥିବା ବେଳେ ଆଜି ଆମେ ଏମିତି ଗୋଟିଏ ଜାଗା ର ନାମ କହିବୁ ଯେଉଁଠାରେ ପୁରୁଷ ଅପେକ୍ଷା ମହିଳାଙ୍କର ସଂଖ୍ୟା ବେଶୀ । ଭାରତରେ ପୁରୁଷଙ୍କୁ ଝିଅ ମିଳୁନଥିବା ବେଳେ ଏଠାରେ ମହିଳା ମାନଙ୍କୁ ପୁରୁଷ ମିଳିବା ଅସମ୍ଭବ ହୋଇପଡିଛି ।

Related image

ବ୍ରାଜିଲ୍ ର ଏପରି ଏକ ଗ୍ରାମ ରହିଛି ଯେଉଁ ଠାରେ ଲୋକ ସଂଖ୍ୟା 700 ହୋଇଥିବା ବେଳେ ଏଠାରେ ମହିଳା ଙ୍କ ସଂଖ୍ୟା 400 ହୋଇଛି ଓ ଅଦ୍ଭୁତ କଥା କି ସମସ୍ତେ ଏଠାରେ ଅବିଭାହିତ ରିହିଛନ୍ତି । ଆପଣ ଭାବୁଥିବେ କି ଅଭିବାହିତ ରହିବାର ମାନେ କି ସେମାନେ ବିବାହ କରିବା ପାଇଁ ଇଛୁକ ନୁହଁନ୍ତି । ନାଇଁ ଆଜ୍ଞା କଥା ଏହା ନୁହଁ କି ସେମାନେ ବିବାହ କରିବା ପାଇଁ ଚାହୁଁନାହାନ୍ତି ।

ସେମାନେ ବିବାହ ପାଇଁ ଇଛୁକ ହେବା ସ୍ବତେ ସେଠାରେ ପୁରୁଷଙ୍କ କମ୍ ରହିଅଛି । ଓ ସବୁ ମହିଳା ଙ୍କର ବୟସ 19 ରୁ 25 ଭିତରେ ରହିଛି ଓ ପୁରୁଷ ଙ୍କର ଅଭାବ ଯୋଗୁଁ ମହିଳା ମାନେ ଏବେ ଚିନ୍ତିତ , ଓ ଅଲଗା ଗୋଟେ କାରଣ ବି ରହିଛି ଯେଉଁଥିପାଇଁ ସେମାନେ ଅଭିବାହିତ ରହୁଛନ୍ତି

Related image


କାରଣ ସେଠାକାର ମହିଳା ସବୁବେଳେ ଏପରି ପୁରୁଷ ଖୋଜିଥାନ୍ତି ଯେଉଁ ମାନେ କି ସେମାନଙ୍କ କଥାରେ ନାଚିବ ଓ ସବୁକଥା ମାନିଚଳିବ, ସେଥିପାଇଁ ସେଠାକାର ମହିଳା ଙ୍କୁ ବିବାହ କରିବା ପାଇଁ କେହି ବି ପୁରୁଷ ମିଳନ୍ତି ନାହିଁ ସେହି ଗ୍ରାମ ରେ ଏବେ ପୁରୁଷ ଙ୍କ କମି ଯୋଗୁଁ ମହିଳା ଙ୍କୁ ହିଁ ଚାଷକାମ କରିବା ପାଇଁ ପଡିଥାଏ । ଗ୍ରାମ ରେ 20 ବର୍ଷ ରୁ ଅଧିକ ପୁରୁଷ ମାନେ ଜାଇ ସହରରେ ବସିଯାଆନ୍ତି ସେଥିପାଇଁ ସେଠାରେ ମହିଳା ମାନଙ୍କୁ ଚାଷକାମ କରିବାକୁ ପଡିଥାଏ ।

ଆପଣଙ୍କ ମୂଲ୍ଯବାନ ସମୟ ଦେଇ ଥିବାରୁ ଧନ୍ଯବାଦ ଯଦି ଆପଣଙ୍କୁ ଆମର ଏହି ଆର୍ଟିକାଲ୍ ଟି ଭଲ ଲାଗିଲା ତେବେ ଆପଣଙ୍କ friend ଓ family ସହ ସେୟାର କରନ୍ତୁ ।

Leave A Reply

Your email address will not be published.