Take a fresh look at your lifestyle.

ଏପରି କାର୍ଯ୍ଯ ପାଇଁ ଏକା ସଙ୍ଗେ 83 ଜଣ ଶିକ୍ଷୟତ୍ରୀ ହେଲେ ଗର୍ଭବତୀ, ସଂପୂର୍ଣ୍ଣ କଥା ଜାଣି ଆପଣ ଙ୍କର ବି ଉଡିଯିବ ହୋସ।

0 2,390

କେବେ ଆପଣ ଆପଣଙ୍କ ପିଲା ମାନେ ମିଛ କହି ସ୍କୁଲ ଜିବା ପାଇଁ ମନା କରିଥିବେ ଆପଣ ଜାଣିଥିବେ କିନ୍ତୁ ଏଠାରେ ସଂପୂର୍ଣ୍ଣ ଅଲଗା ଅଟେ ଏଠାରେ ନିଜେ  ଶିକ୍ଷୟତ୍ରୀ ମାନେ ସ୍କୁଲ ଜିବା ପାଇଁ ମନା କରିବାର ପ୍ରଥମ ଥର ପାଇଁ କହିବାର ଆପଣ ସୁଣିବେ । ତେବେ ଏହି ଘଟଣା ଟି ଉତ୍ତର ପ୍ରଦେଶ ର ହୋରେଲୀ ଅଂଚଳ ତେବେ ଏଠାରେ ଏହି କିଛି ହେଲା ଖବର ଆସିଛି କି ଏଠାରେ ଏକା ସଂଙ୍ଗେ କୁଆଡେ 83 ଜଣ ଶିକ୍ଷୟତ୍ରୀ କୁଆଡେ ଗର୍ଭବତୀ ହୋଇଯାଇଛନ୍ତି ତେବେ ଏହା ପଛର ର ରହସ୍ୟ କଣ ଓ ଏମାନଙ୍କୁ କିଏ ଗର୍ଭବତୀ କଲା ଆସନ୍ତୁ ଜାଣିବା ।

ତେବେ ଆମେ ଏହି କଥା ଟି କହିନାହୁଁ ସେଠାକାର ଶିକ୍ଷକ ମାନଙ୍କ କହବା ଅନୁସାରେ । ଏହି କିଛି ଦିନ ହେଲା ସେଠାରେ ନୁଆ ଶିକ୍ଷକଙ୍କ ପୋଷ୍ଟଙ୍ଗ ଖୁବ୍ ଜୋର ରେ ଚାଲିଛି । ତେବେ ଏହି ନିକଟରେ ପୋଷ୍ଟିଙ୍ଗ ହୋଇଥିବା 420 ଜଣ ଶିକ୍ଷକ ଭିତରୁ 83 ଜଣ ଏକା ସଂଙ୍ଗେ ଗର୍ଭବତୀ ହେବାର ସୂଚନା ମିଳିଛି। ତେବେ ଏହା କିପରି ହେଲା ଏହାର ତନଗନ ତଦନ୍ତ ହେବାରୁ ଜଣାଜାଇଛି

ଯେ ଏହା ଏମାନଙ୍କର ଗୋଟିଏ ସଂପୂର୍ଣ୍ଣ ଭାବେ ବାହାନା ଅସଲ ରେ ଏମାନେ ଏମିତି ଗାଉଁଲି ଅଂଚଳ ଛାଡି ସହର ଅଂଚଳ କୁ ଯିବା ପାଇଁ ଇଚ୍ଛା ପ୍ରକଟ କରୁଥିଲେ ଓ ଏହା ଏମାନଙ୍କର ସଫଳ ହୋଇ ନପାରିବାରୁ 420 ଜଣ ଶିକ୍ଷକ ଙ୍କ ମଧ୍ୟ ରୁ 83 ଜଣ ଶିକ୍ଷକ ଗର୍ଭବତୀ ହେବାର ବାହାନା କରି ଏକା ସଂଙ୍ଗେ ଏଠାରୁ ବଦଳୀ ହେବା ପାଇଁ ଚେଷ୍ଟା କରିଛନ୍ତି । ତେବେ ଏହା ସହିତ 5 ଜଣ ପୁରୁଷ ଶିକ୍ଷକ ମଧ୍ୟ ରହିଛନ୍ତି ।

ତେବେ ଏହି କିଛି ଦିନ ତଳେ ଏପରି 420 ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟରୁ ପ୍ରାୟ 250 ଜଣ ବଦଳୀ ହେବା ପାଇଁ ଆବେଦନ କରିଛନ୍ତି । ଓ ଏମାଙ୍କର ବଦଳି ହେବା ପାଇଁ ରହିଥିବା ସମସ୍ୟା କୁ ଜାଣି ଆପଣ ବହୁତ ଆଶ୍ଚର୍ଯ୍ଯ ହେବେ । ଏଥି ମଧ୍ୟରୁ 83 ଜଣ ଗର୍ଭବତୀ ଓ 33 ଜଣ ଶାଶୁ ଘର ସମସ୍ୟ ଓ 12 ଜଣ ଅଣ୍ଟା ର ଅସୁବିଧା ଓ କିଛି ନିଜ ଘର ପାଖ ସ୍କୁଲ ଗୁଡିକୁ ବଦଳୀ ହେବା  ପାଇଁ ବିଭିନ୍ନ  ପ୍ରକାର ଅସୁବିଧା କହିଛନ୍ତି।

ଆପଣଙ୍କ ମୂଲ୍ଯବାନ ସମୟ ଦେଇ ଥିବାରୁ ଧନ୍ଯବାଦ ଯଦି ଆପଣଙ୍କୁ ଆମର ଏହି ଆର୍ଟିକାଲ୍ ଟି ଭଲ ଲାଗିଲା ତେବେ ଆପଣଙ୍କ friend ଓ family ସହ ସେୟାର କରନ୍ତୁ ।

Leave A Reply

Your email address will not be published.