ଏମିିତି କିଛି ପ୍ରସିଦ୍ଧ ଅଭିନେତ୍ରୀ ରହିଛନ୍ତି ୟେଉଁ ମାନେ ବଲିଉଡ୍ ର ଶକ୍ତିଶାଳୀ ଅଭିନେତା ଙ୍କ ଠାରୁ ଟକ୍କର ନେଇ ସାରିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚ ଜଣ ଅଭିନେତ୍ରୀ କେଉଁ ମାନେ ।

ଆପଣ ମାନେ ଦେଖି ଥିବେ ବଲିଉଡ୍ ଜଗତକୁ ନେଇ ଏମିତି କିଛି ରହସ୍ୟମୟ କଥା ସୋସିଆଲ ମିିଡିଆରେ ପ୍ରାସାରିତ ହୋଇଛି । ଆପଣ ମାନେ ବଲିଉଡ୍ ଅନେକ ଅଭିନେତ୍ରୀ ଙ୍କ ପ୍ରତିଭା ସଂପର୍କରେ ଜାଣିବା ସହିତ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ କିଛି କଥ ଆପଣ ଜାଣିଥିବେ । ତେବେ କହିବା କଥା ଏହା କି ବଲିଉଡ୍ ଦୁନିଆରେ ଏମିତି କିଛି ଅଭିନତ୍ରୀ ରହିଛନ୍ତି ଯେଉଁମାନେ ସମୟ ସମୟରେ ଅନ୍ୟ ଅଭିନେତ୍ରୀ ଙ୍କ ମଧ୍ୟରେ ବିବାଦ ଛିଡା ହେବାର ଦେଖା ଦେବାର ଜଣା ପଡିଛି  ।

ଯାହା ଫଳରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ର ଦୂରତା ଦେଖାଯାଇଛି । ଏମିିତି କିଛି ପ୍ରସିଦ୍ଧ ଅଭିନେତ୍ରୀ ରହିଛନ୍ତି ୟେଉଁ ମାନେ ବଲିଉଡ୍ ର ଶକ୍ତିଶାଳୀ ଅଭିନେତା ଙ୍କ ଠାରୁ ଟକ୍କର ନେଇ ସାରିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚ ଜଣ ଅଭିନେତ୍ରୀ କେଉଁ ମାନେ ।

1. କଙ୍ଗନା ରନୌତଈ

ଆପଣ ମାନେ କଙ୍ଗନା ରନୌତ ଙ୍କୁ ତ ଭଲକରି ଜାଣିଥିବେ , ତେବେ କାହିଁକି ବା ନଜାଣିବେ ଏ ହେଉଛନ୍ତି ବଲିଉଡ୍ ଦୁନିଆର ସବୁଠାରୁ ସୁନ୍ଦର ଏବଂ ଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି , ଯାହା ଙ୍କର ପ୍ରତିଭା ଦେଖିବା ପାଇିଁ ଦର୍ଶକ ମାନଙ୍କର ବିରଳ ସମାଗମ ହୋଇଥାଏ ।

କଙ୍ଗନା ରନୌତ ଙ୍କ ର ରିତିକ୍ ରୋଶନଙ୍କ ସହ ବ୍ରେକପ୍ ହେବା ପରେ ସେ ତାଙ୍କ ପରିବାର ସହିତ ପଙ୍ଗା ନେବା ଆରମ୍ବ କରି ଦେଇଥିଲେ । , ଏହା ସହିତ କଙ୍ଗାନା ବଲିଉଡ୍ ରେ ରୋଶନଙ୍କ ବ୍ୟତିତି ଶାହରୁଖ ଖାନ, ସଲମାନ ଖାନ ପାଖରୁ ପଙ୍ଗା ନେଇଥିଲେ ।

2. ଶିଳ୍ପା ଶେଟ୍ଟୀ

ଶିଳ୍ପା ଶେଟ୍ଟୀ ବଲିଉଡ୍ ଦୁନିଆରେ ସବୁଠାରୁ ଦାମୀ ଏବଂ ଚର୍ଚ୍ଚିତ ଷ୍ଟାର ମାନଙ୍କ ଠାରୁ ଜଣେ , ସେ ଅକ୍ଷୟ କୁମାର ଙ୍କ ସହିତ କରିଥିବା ଧଡକନ୍ ଫିଲ୍ମରେ ବହୁତ ଚର୍ଚ୍ଚାର ବିଷୟ କୁ ଆସିଥିଲେ , ପ୍ରଥମେ ଅକ୍ଷୟ କୁମାରେ ଏବଂ ଶିଳ୍ପା ଶେଟ୍ଟୀ ଙ୍କର ନାମ ଯୋଡି ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଅକ୍ଷୟ ଙ୍କ ନାମ ରେଖାଙ୍କ ସହିତ ଯୋଡା ହେବା ପରେ ଅକ୍ଷୟ ଶିଳ୍ପୀା ଙ୍କୁ ଛାଡି ଦେଇଥିଲେ , ଫଳରେ ସେ ତାଙ୍କ ଉପରକୁ ଦୋଷ ଆଣିଥିଲେ ।

3. ରେଖା

90 ଦଶକର ବଲୀଉଡର ସବୁଠୁ ଫିଟ ଓ ସୁନ୍ଦର ଅଭିନେତ୍ରୀ ରେଖା ଙ୍କୁ ଆଜି ବି ଦର୍ଶକ ଙ୍କ ମନରୁ ଯାଇ ନାହିଁ । ଆପଣ ମାନେ ଜାଣିଥିବେ ରେଖା ଅନେକ ଫିଲ୍ମ ର ବହୁତ ନାମ କମାଇଛନ୍ତି , ହିନ୍ଦି ଚଳଚିତ୍ର ଦୁନିଆରେ ରେଖା ଙ୍କ ପରି ଭଲ ଅଭିନୟ ସର୍ବଦା ଶୀର୍ଷ ରେ ରହିଥାଏ , ତାଙ୍କର ନାମ ଅମିତା ବଚ୍ଚନ ଙ୍କ ସହିତ ଯୋଡି ହୋଇଥିଲା କିନ୍ତୁ ସେ ଯେତେବେଳେ ଏ ବିଷୟରେ ଜୟା ବଚ୍ଚନ ଙ୍କୁ ଜଣା ପଡିଲା ସେ ସମୟରେ ରେଖା ତାଙ୍କ ଠାରୁ ଦୂରେଇ ଯାଇଥିଲେ ।

4. ହେମା ମାଳିନୀ

ହେମା ମାଳିନୀ ଙ୍କୁ ବଲିଉଡ୍ ରେ ସବୁଠାରୁ ସୁନ୍ଦର ଏବଂ ଲୁକ୍ ଗାର୍ଲ ବୋଲି ବିବେଚିତ କରାଯାଏ , ତାଙ୍କର ସୁନ୍ଦରତା ଦେଖି କେହିବି ପାଗଳ ହୋଇ ପାରନ୍ତି . ହେମା ମାଳିନୀ ଜଣେ ଡ୍ରିମ ଗାର୍ଲ ହେବା ସହିତ ଜଣେ ଭଲ ପ୍ରଡ୍ୟୁସର ମଧ୍ୟ ଅଟନ୍ତି

। ପ୍ରଡ୍ୟୁସର ହେମା ଙ୍କର କହିବା ଅନୁଯାୟୀ ସେ ଶାହରୁଖ ଖାନଙ୍କ ଫିଲ୍ମ ‘ଦିଲ ଆଶନା ହେ ରେ ଖନେଇ ଖନେଇ କହିବା ତାଙ୍କୁ ପସନ୍ଦ ଆସୁନଥିଲା କିନ୍ତୁ ଏହା ଶାରୁଖାନ୍ ଙ୍କୁ ପସନ୍ଦ ଥିଲା , ସେହି ସମୟ ରେ ସେମାନଙ୍କ ମଧ୍ୟରେ ବିତ୍ରୁଶନା ଭାବ ଦେଖିବାକୁ ମିଳିଥିଲା ସେମାନେ ଆଜି ପର୍ଯ୍ୟନ୍ତ ପରସ୍ପର ମଧ୍ୟରେ କଥାବାର୍ତ୍ତା କୁ ସ୍ତଗିତ କରିରଖିଛନ୍ତି ।

5. ପ୍ରିୟଙ୍କା ଚୋପଡା

ବଲିଉଡ୍ ର ହଟ୍ ଏବଂ ଆଇଟମ୍ ଗାର୍ଲ କହିଲେ ପ୍ରିୟଙ୍କା ଚୋପଡା ଙ୍କୁ ହିଁ ବୁଝାଏ । ପ୍ରିୟଙ୍କା ବଲିଉଡ୍ ରେ ଅନେକ ନାମ କମାଇଛନ୍ତି , ତାଙ୍କର ସେହି ଦେଶୀ କଥାବାର୍ତ୍ତା ଏବଂ ଏକ୍ସନ କୁ ନେଇ । ଆଜି ପର୍ଯ୍ୟନ୍ତ ପ୍ରିୟଙ୍କା ଚୋପଡା ଏବଂ ସଲମନଖାନ୍ ଙ୍କ ମଧ୍ୟରେ କଥାବାର୍ତ୍ତା ହୁଏ ନାହିଁ ଖାସ୍ ଗୋଟିଏ କାରଣ ଥିଲା ଯେବେ ସଲମାନ୍ ଙ୍କର ହଟ୍ ଫିଲ୍ମରେ ପ୍ରିୟଙ୍କା ଚୋପଡା ତାଙ୍କ ସହିତ ସାଇନ କରିବା ପାଇିଁ ବଡ ଅଫରକୁ ମନା କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।