ଏମିତି ଏକ ଗାଁ ଅଛି ଯେଉଁଠି ଜଣେବି ପୁରୁଷ 27 ବର୍ଷ ହେଲା ନାହାନ୍ତି ହେଲେ ସମସ୍ତ ମହିଳା ଗର୍ଭବତୀ

ବିଶ୍ୱ ରେ ଏପରି ଅନେକ ପ୍ରକାର ଘଟଣା ଅଛି ଯାହା କି ଶୁଣିଲେ ବହୁତ ଆଶ୍ଚର୍ଯ୍ୟ ଲାଗିଥାଏ। ଏପରି ଅନେକ କଥା ଅଛି ଯାହା କୁ ଶୁଣିଲେ ସହଜ ରେ ବିଶ୍ୱାସ କରି ହୁଏ ନାହିଁ। ତେବେ ଆଜି ଆମେ ଏହି ପରି ଏକ କଥା ବିଷୟରେ ଜାଣିବା ଯାହା କି ଆପଣ ଶୁଣିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ। କଥା ଟି ଏମିତି ଯେ ଯାହା କି ଶୁଣିବା ମାତ୍ରେ ଆପଣ ଚିନ୍ତାରେ ପଡିଯିବେ। ତେବେ ସେ କଥା ଟି ହେଉଛି ଯେ ଏହି ପୃଥିବୀ ରେ ଏପରି ଏକ ଗାଁ ରହିଛି ଯୋଉଠି ଖାଲି ମହିଳା ମାନେ ବାସ କରନ୍ତି। ଏଠାରେ କୌଣସି ପୁରୁଷ ମାନ କୁ ପଶିବାକୁ ଦିଆ ଯାଇ ନଥାଏ।

କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ହେଉଛି କି ଏହି ଗାଁ ରେ ସମସ୍ତ ମହିଳା ଗର୍ଭବତୀ ହୋଇଥାନ୍ତି। ଏହା କିପରି ସମ୍ଭବ । କୌଣସି ପୁରୁଷ ନଥିବା ସତ୍ତ୍ୱେ ସେହି ଗ୍ରାମ ର ମହିଳା ମାନେ କିପରି ଗର୍ଭବତୀ ହେଉଛନ୍ତି ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ର କଥା। ତେବେ ଆସନ୍ତୁ ଜାଣିବା ସମୂର୍ଣ୍ଣ କଥାଟିକୁ।

କେନିଆ ର ଏକ ଗ୍ରାମ ଅଛି ଯାହାର ନାମ ଉମଜା। ଦୀର୍ଘ 27 ବର୍ଷ ହେଲା କୌଣସି ପୁରୁଷକୁ ସେହି ଗ୍ରାମ ରେ ପ୍ରବେଶ କରିବାକୁ ଦିଆ ଯାଇ ନାହିଁ। ତେବେ ଘଟଣା ଟି କିଛି ଏପରି। ଏହି ଗ୍ରାମ ରେ 1990 ମସିହାରେ ପ୍ରଥମେ 15 ଜଣ ମହିଳାଙ୍କୁ ଆଣି ରଖା ଯାଇଥିଲା। ଏହି ମହିଳା ମାନେ ସେଇମାନେ ଥିଲେ ଯଉଁମାନେ କି ଇଂରେଜ ମାନଙ୍କ ଦ୍ୱାରା ବଳାତ୍କାର ର ଶିକାର ହୋଇଥିଲେ।

ଏମାନଙ୍କୁ ଆଣି ଏଠାରେ ରଖା ଯାଇଥିଲା। ଏହା ପରେ ପରେ ସମାୟାନୁକ୍ରମେ ସମସ୍ତ ପିଡିତା ମହିଳା ମାନେ ଏଠାରେ ଆସି ବସବାସ କଲେ। ଏମାନେ ସମସ୍ତେ ଗର୍ଭବତୀ ଥିଲେ ସେଥିପାଇଁ ଏମାନ ଙ୍କ ର ବଂଶ ମଧ୍ୟ ସେଠାରେ ବଢିବାକୁ ଲାଗିଲା।

ଏହି ଗ୍ରାମ ରେ ଏକ ବଡ ପାର୍କ ଅଛି ଯୋଉ ଠାକୁ ବହୁତ ପର୍ଯ୍ୟବେକ୍ଷକ ଆସନ୍ତି। ସେଇମାନ ଙ୍କ ଠୁ ଯାହା ଆୟ ହୁଏ ସେଥିରେ ଏହି ଗ୍ରାମ ବାସୀ ମାନେ ନିଜର ଓ ନିଜ ପରିବାର ର ପୋଷଣ କରନ୍ତି। ତେବେ ଏହି ପରି ଭାବରେ ସେମାନେ ସେ ଗ୍ରାମରେ ବସବାସ କରନ୍ତି। କିନ୍ତୁ କେହି ପୁରୁଷ କୁ ଏହି ଗ୍ରାମ ର ପ୍ରବେଶ ନିଷେଧ ଅଟେ।

ସେଠି ପାଇଁ କେହି ବି ପୁରୁଷ ଏହି ଗ୍ରାମ କୁ ଯିବାକୁ ଭୟ କରନ୍ତି। କେହି ବି ଏଠାକୁ ଆସିବାକୁ ସାହସ କରନ୍ତି ନାହିଁ। ତେଣୁ ଏହି ଗ୍ରାମକୁ କେହି ବି ଡରୁସ ଭୁଲ ରେ ବି ଆସନ୍ତି ନାହିଁ।ତେବେ ଆପଣ ମାନେ ଏବେ ଜାଣିଲେ ତ କିପରି କୌଣସି ପୁରୁଷ ନଥାଇ ମଧ୍ୟ ଏହି ଗ୍ରାମ ର ମହିଳା ମାନେ ଗର୍ଭବତୀ ହୋଇଥାନ୍ତି। ଏହି ଘଟଣା ଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।