Loading...

ରାକ୍ଷସ ପାଲଟିଲା ଆମ୍ବୁଲାନ୍ସ ଡ୍ରାଇଭର୍ ! ପ୍ରସୂତୀଙ୍କୁ ଡେଲିଭରୀ ରୁମରେ କଲା ଦୁଷ୍କର୍ମ ।

Loading...
0 9,649

ଆପଣ ମାନଙ୍କୁ ସର୍ବପ୍ରଥମେ ଆମର ପୋର୍ଟଲ କୁ ସ୍ବାଗତ । ଆଜ୍ଞା ଦୁନିଆରେ ଆଜି ବି ନାରୀ ମାନେ ନିଜ ସ୍ବ ସ୍ବାଧୀନତା ପାଇପାରୁ ନାହାଁନ୍ତି ।ଏହି ଦୁନିଆରେ ମହିଳା ମାନେ ପୁରୁଷ ମାନଙ୍କ ଦ୍ବାରା ଆତ୍ୟାଚାର ଏବଂ ଅନ୍ୟାୟ ଦ୍ବାରା ଶୋଷଣ ହେଇଛନ୍ତି ।ପ୍ରତି ଦିନ ହଜାର ହଜାର ଝିଅଙ୍କ ସହ ଖରାପ କାର୍ଯ୍ୟ ହୋଇଥିବାର ଖବର କାଗଜ ଏବଂ ଟେଲିଭିଜନରେ ପ୍ରକାଶ ପାଉଛି । ସ୍ବାମୀ ଙ୍କ ଦ୍ବାରା ସ୍ତ୍ରୀ ଅତ୍ୟାଚାରୀତ ହେଉଛି ।

ତ ଆଜି ଆମେ ଏମିତି ଜଣେ ରାକ୍ଷସ ଙ୍କ ଅନ୍ୟାୟ କଥା କହିବା ଯିଏ କି ଜଣେ ପ୍ରସୂତୀ ମହିଳା ଙ୍କ ସହ କରିଲେ ଦୁଷ୍କର୍ମ । ଘଟଣା ଟି ରାଜସ୍ତାନର ଅଟେ ଜଣେ ଆମ୍ବୁଲ୍ୟାନ୍ସ ଡ୍ରାଇଭର ଜଣେ ରକ୍ଷକ ଭାବେ ଆମକୁ ହସ୍ପିଟାଲ ପର୍ଯ୍ୟନ୍ତ ସୁରକ୍ଷା ଦେବା ଲୋକ କେମିତି ଜଣେ ପ୍ରସୂତୀ ମା ଙ୍କୁ ଦୁଷ୍କର୍ମ କରିପାରିଲେ ।ଏପରି ଲଜ୍ଜ୍ୟାଜନକ କଥା ଶୁଣିବା ପରେ ସମସ୍ତ ଆମ୍ବୁଲ୍ୟାନ୍ସ ଡ୍ରାଇଭର ଙ୍କ ଉପରେ ଭରଷା ହରିଯିବ ।ଆସନ୍ତୁ ଜାଣିବା ସପୂର୍ଣ୍ଣ ଘଟଣା ସମ୍ପର୍କରେ ।

Image result for ambulance driver 108

ପିଡିତା ଙ୍କ ସହ ଏହି ଅନ୍ୟାୟ ମେ 7 ତାରିଖରେ ହୋଇଥିଲା । 108 ଡ୍ରାଇଭର ଏପରି ଘୃଣ୍ଣ୍ୟ କାମ କରି ଫେରାର ହୋଇଛନ୍ତି । ମହିଳା ଜଣଙ୍କ ଏବେ ଏପିରି ପରିସ୍ଥିତି କିପରି ସମ୍ମନା କରିବେ ତାହା ନେଇ ସେ ବଡ ଚିନ୍ତାରେ ଅଛନ୍ତି । ତେବେ ମହିଳା ଜଣକ ଗୁରୁବାର କଠୁମର ଥାନାରେ ଏନେଇ ଏତଲା ଦେଇଥିଲେ ।ଏବଂ ପୁଲିସ ର ସହାୟତା ମଧ୍ୟ ନେଇଥିଲେ ।

ପୁଲିସ ର କହିବା ମୁତାବିକ୍ ଗର୍ଭବତୀ ବୋହୁ କୁ ନେଇ ଶାଶୁ କଠୁମର ଡାକ୍ତରଖାନା କୁ ନେଇ ଯାଇଥିଲେ ।ପି୍ଲା ହୋଅସାରିବା ପରେ ତାଙ୍କୁ ଡିଚାର୍ଟ କରାଯାଇନଥିଲା । ତ ସେହି ସମୟରେ 108 ର ଡ୍ରାଇଭର ପ୍ରସୂତୂୀ ରୋମ୍ କିଛି କାଗଜ ପତ୍ର ଧରି ଗଲା । ଗଲା ପରେ ସେ ସେଠାରେ ପ୍ରସୂତିଙ୍କ ମୁହଁରେ କପଡ଼ା ଦେଇ ସେ ଦୁଷ୍କର୍ମ କରି ଥିଲେ ।

ଯେତେ ବେଳେ ପିଡୀତା ଚିତ୍କାର କରନ୍ତି ସମସ୍ତ ଆସି ଦେଖିବା ବେଳକୁ ଅପରାଧୀ ଫେରାର ହୋଇଯାଇଛି ।ତେବେ ଦୁନିଆରେ ଏମିତି କା ପୁରୁଷ ମାନଙ୍କ ବଞ୍ଚିବା କୌଣସି ହକ୍ ନାହିଁ । ଆପଣ ମନରେ ଯଦି ଟିକେ ଦୟା ଥିବ ତେବେ ଏ ହି ଭଉଣୀ ଙ୍କ ପାଇିଁ ସେୟାର କରିବେ ।

ଧନ୍ୟବାଦ ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...