Loading...

ଚାକରାଣୀ ର ବାହାଘରେ ପହଞ୍ଚିଲେ ଏହି ବଲିଉଡ ର ଅଭିନେତ୍ରୀ । ଜାଣନ୍ତୁ କଣ ଥିଲା ସଂମ୍ପୂର୍ଣ୍ଣ କଥା ।

Loading...
0 1,644

ବଲିଉଡ ରେ ଅଭିନୟ କରୁଥିବା କୈଣସି ବି ଅଭିନେତା ବା ଅଭିନେତ୍ରୀ ମାନଙ୍କୁ ଏପରି ବି ସମୟ ମିଳେ ନାହିଁ କି ସେମାନେ ଟିକିଏ ଟାଇମ୍ କାଢି କୈଣସି ପାର୍ଟି କୁ ଯାଇ ପାରିବେ । ଆପଣ ଯଦି ଯାଣି ନଥିବେ ତେବେ ଆପଣ କୈଣସି ଅଭିନେତା ବା ଅଭିନେତ୍ରୀ ଙ୍କ ବାୟ ଗୁଡିକୁ ଦେଖନ୍ତୁ । ତେବେ ଆପଣ ବହୁତ ଭଲ ଭାବରେ ଜାଣି ପାରିବେ । ତେବେ ଏପରି କ୍ଷେତ୍ରରେ ଗୋଟିଏ ଏପରି କାର୍ଯ୍ୟ ହୋଇଛି ଯାହାକୁ ଆପଣ କେବେ ସ୍ବପ୍ନ ରେ ବି ଭାବି ନଥିବେ ।

କେବେ ଆପଣ ଦେଖିଛନ୍ତି କି ବା ସୁଣିଛନ୍ତି କି କୈଣସି ବଲିଉଡ ର ଅଭିନେତ୍ରୀ ମାନେ ନିଜ ଚାକରାଣୀ ର ବାହାଘର କୁ ଯିବାର ନାହିଁ ମୁଁ ଜାଣିଛି ଏହା ପୂର୍ବରୁ ଆପଣ ଏପରି ସୁଣି ନଥିବେ । ତେବେ ଏପରି ଗୋଟିଏ ଖବର ଆମ ପାଖରେ ପହଁଚିଛି କି ବଲିଉଡ ର ଜଣା ଜଣା ସୁଣା ଅଭିନେତ୍ରୀ ନିଜର ଚାକରାଣୀ ର ବାହାଘର କୁ ଯାଇଛନ୍ତି ।

ସେ ଆଉ କେହି ନୁହେଁ ସେ ହେଉଛନ୍ତି । ଆପଣଙ୍କ ପାଇଁ ଜଣା ସୁଣା ଆଲିଆ ଭଟ୍ଟ । କଣ ଆପଣ ସୁଣି ଆଶ୍ଚର୍ଯ୍ଯ ହୋଇଗଲେ କି ମଟେ ରୁ ବି ଆଶ୍ଚର୍ଯ୍ଯ ହେବାର କୈଣସି କାରଣ ନାହିଁ । କିନ୍ତୁ ଏହି ଖବର ଏବେ ଚର୍ଚ୍ଚା ର ବିଷୟ ପାଲଟି ସାରିଛି । କି ଗୋଟିଏ ବଲିଉଡ ର ଏତେ ବଡ ନାୟିକା ଗୋଟିଏ ଛୋଟ ମୋଟ ଚାକରାଣୀ ର ଘରକୁ ଯାଇଛନ୍ତି । ତାଙ୍କର ବାହାଘର ଏଟେଣ୍ଟ କରିଛନ୍ତି ନେଇ ବହୁତ ଚର୍ଚ୍ଚା ହେବା ପରେ ଏବେ ଅଭିନେତ୍ରୀ ଆଲିଆ ମୁହଁ ଖୋଲିଛନ୍ତି ।

ସେ କହିଛନ୍ତି । କି ସେ କୈଣସି ଚାକରାଣୀ ହୁ୍ଅନ୍ତୁ ବା କୈଣସି ନେତା ମୁଁ ସମସ୍ତଙ୍କୁ ମଣିଷ ନଜରରେ ଦେଖେ ତେବେ ଏହା ମୋ ପାଇଁ କିଛି ବି ନୁହେଁ । ଓ ସେ ଏହା ମଧ୍ୟ କହିଛନ୍ତି କି ସେ ତାଙ୍କ ଚାକରାଣୀ କୁ ବହୁତ ଭଲ ପାଆନ୍ତି ଓ ନିଜର ଭଉଣୀ ରୂପରେ ଦେଖନ୍ତି ବୋଲି କହିଛନ୍ତି । ତାଙ୍କର ଏପରି ପଦକ୍ଷେପ କୁ ବଲିଉଡ ର ବହୁତ କଳାକାର ମାନେ ସମର୍ଥନ ଜଣାଇଛନ୍ତି ।

Loading...
Loading...