Loading...

ଫିଲିମ୍ ତିଆରି ସମୟରେ ଏହି ୫ଜଣ ଅଭିନେତ୍ରୀ ହୋଇଗଲେ ଗର୍ଭବତୀ । ଶେଷ ଜଣଙ୍କୁ ବିଶ୍ୱାସ କରି ପାରିବେନି। ସ୍ସିନେମା ଦୁନିଆର ସେଇ ସତ ଜାଣିଲେ ବିଶ୍ୱାସ କରି ପରିବେନାହିଁ।

Loading...

ଫିଲ୍ମ ସୁଟିଂ ବେଳେ ଏହି ଅଭିନେତ୍ରୀ ମାନେ ହେଇଗଲେ ପ୍ରେଗନାଂଟ ! ସିନେମାର ପର୍ଦା ପଛପଟେ ବହୁତ୍ ଗୁଡାଏ କାହାଣୀ ଅଛିଯାହା କି ବୋହୁତ ଲୋକମାନେ ଜାଣନ୍ତି ନାହିଁ । ପରଦା ପଛପଟେ ବୋହୁତ ବଡ଼ ଗୋଟେ ଦୁନିଆ ନୁଚିକି ଥାଏ ଯାହା ଆମ ଭଳି ବୋହୁତ ଲୋକମାନେ ଜାଣି ନଥାନ୍ତି । ଆଜି ଆମେ ଫିଲ୍ମ୍ ଇଣ୍ଡଷ୍ଟ୍ରି ସାଂଗରେ ଜଡ଼ିତ ଗୋଟେ ଏମିତି ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣମାନେ ନିଶ୍ଚୟ ଆଚମ୍ବିତ ହେବେ । ଆମେ ଜାଣିବାକୁ ଜାଣିବାକୁ ଯାଉଛୁ କିଛି ପ୍ରସିଦ୍ଧ ଫିଲ୍ମ୍ ଅଭିନେତ୍ରୀ ମାନେ ଯିଏ କି ସିନେମାର ସେଟ୍ ରେ ପ୍ରେଗନାଂଟ ହେଇଯାଇଥିଲେ ‌!

(୧) ଶ୍ରୀଦେବୀ 

ଶ୍ରୀଦେବୀ ବଲିଉଡ୍ ଜଗତର ଜଣ ବୋହୂ ଚର୍ଚ୍ଚିତ ଅଭିନେତ୍ରୀ ଅଟନ୍ତି । ତାଙ୍କ ସୁନ୍ଦରତା ଆଉ ଅଭିନୟର ପାଇଁ ସିଏ ବୋହୁତ ଚର୍ଚ୍ଚା ଥିଲେ । ଶ୍ରୀଦେବୀ ଆଜି ଆମ ସମକ୍ଷରେ ନଥିଲେ ବି ତାଙ୍କର ସୁନ୍ଦରତା ଆଉ ଅଭିନୟତା ଆଜି ଭିବନ ମାନଙ୍କ ହୃଦୟରେ ଜୀବିତ ଅଛି । ୧୯୯୭ ମସିହାରେ “ଯୁଦାଇ” ନାମକ ଫିଲ୍ମର ସୁଟିଂ ସେଟରେ ସିଏ ପ୍ରେଗନାଂଟ ହେଇଯାଇଥିଲା ଆଉ ସିଏ ସେତେବେଳେ ତାଙ୍କ ନିଜ ଘରେ ରହୁଥିଲେ ।

ଏହି ଫିଲ୍ମରେ ସିଏ ପୁରା ହବ ପର୍ଯ୍ୟନ୍ତ ଅଭିନୟ କରିଥିଲେ ଆଉ ଫିଲ୍ମ୍ ର ନିର୍ମାଣ ସରିବା ପରେ ସେହି ବର୍ଷ ବୋନି କପୁରଙ୍କ ସହିତ ବିବାହ କରିଥିଲେ । ସେହି ଫିଲ୍ମରେ ଉର୍ମିଳା ମଣ୍ଡୋତ୍କର୍ ଭି ଅଭିନୟ କରିଥିଲେ ଆଉ ତାଙ୍କ ନାମ ଫିଲ୍ମରେ ଜାନ୍ହଭୀ ଥିଲା ତ ସେଇଥିରୁ ପ୍ରେରିତ ହୋଇ ସିଏ ତାଙ୍କ ଝିଅର ନାମ ଜାନ୍ହଭୀ ରଖିଥିଲେ ।

(୨) ଯୁହି ଚାୱଲା 

ଆପଣମାନଙ୍କୁ ଜଣିକି ହଇରାଣ ହବ କି ଫିଲ୍ମ୍ “ଝଙ୍କାର ବିଟ୍ସ” ର ସୁଟିଂ ବେଳେ ସିଏ କେବଳ ଫିଲ୍ମରେ ହିଁ ନୁହଁ କିନ୍ତୁ ସତରେ ଭି ପ୍ରେଗନାଂଟ ଥିଲେ । ତଥାପି ଏହି ଫିଲ୍ମରେ ସିଏ ଶେଷ ପର୍ଯ୍ୟନ୍ତ ଅଭିନୟ କରିଥିଲେ ଆଉ ଶେଷରେ ସେହି ଫିଲ୍ମଟି ହିଟ୍ ମଧ୍ୟ ହେଇଥିଲା ।

(୩) ଜୟା ବଚ୍ଚନ 

ତାଙ୍କ ସମୟର ସବୁଠୁ ସଫଳ ଅଭିନେତ୍ରୀ ବୋଲି ଜଣାଶୁଣା ଥିଲେ । ସିଏ ସୋଲେ ଫିଲ୍ମର ସୁଟିଂ ସମୟରେ ପ୍ରେଗନାଂଟ ହୋଇଯାଇଥିଲେ । ଏହି ଫିଲ୍ମର ଗୋଟେ ସିନରେ ତାଙ୍କ ବେବି ବଂପ୍ ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଏହି କଥା ସେଟର ଥିବା ଲୋକମାନଙ୍କୁ ଜଣ ନଥିଲା ।

(୪) ଐଶ୍ୱର୍ୟା ରାଏ 

ଫିଲ୍ମ୍ ହିରୋଇନର ସୁଟିଂ ବେଳେ ସିଏ ପ୍ରେଗନାଂଟ ହୋଇଯାଇଥିଲେ ଯେଉଁଥିପାଇଁ ପରବର୍ତ୍ତୀ ସମୟରେ ସିଏ ଫିଲ୍ମରେ ଅଭିନୟ କରିବାରୁ ମନା କରିଥିଲେ ଆଉ ସୁଟିଂ ମଧ୍ୟ ମଝିରେ ରୋକିଦେଇଥିଲେ । ଏହି ଫିଲ୍ମରେ ଐଶ୍ୱର୍ୟାଙ୍କ ସହିତ ବୋହୁତ ଗୁଡ଼ିଏ ଅଂଶ ସୁଟ୍ ହୋଇସାରିଥିଲା । ଆଉ ସିଏ ଫିଲ୍ମ୍ ଛାଡ଼ିଲା ପରେ ଫିଲ୍ମର ବୋହୁତ ଲୋକ୍ଷାନି ହେଇଥିଲା । ଐଶ୍ୱୟାଙ୍କ ସ୍ଥାନ ଏହି ଫିଲ୍ମରେ କରିନା କପୂର୍ ନେଇଥିଲେ ।

(୫) କାଯୋଲ୍ 

କାଯୋଲ “ୱି ଏଣ୍ଡ ଫ୍ୟାମିଲି” ର ସୁଟିଂ ବେଳେ ଦୂତିୟ ଥର ପାଇଁ ମା ହବାକୁ ଯାଉଥିଲେ । କିନ୍ତୁ ବିନା କିଛି ସୁଟିଂରେ ବାଧା ପକାଇ ଫିଲ୍ମଟି ପୁରା କରିଥିଲେ । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...