Take a fresh look at your lifestyle.

ସ୍ବରାଜ ଙ୍କ ପିନ୍ଧା ଲୁଙ୍ଗି ରେ ନିଆଁ ଲଗାଇବେ ସନମିରା ।

0 93

ଆଜି କାଲି ଫିଲ୍ମ ଦୁନିଆ ରେ ବହୁତ ବହୁତ ବୋବାଲ କେରେକ୍ଟର ଗୁଡିକ ଏବେ ଆସୁଛନ୍ତି । ଯେଉଁ ମାନଙ୍କ ଅଭିନୟ ରେ ଆମେ ମାନେ ପୂରା ଚହଲି ଜାଇଥାଉ । ଏବଂ ସେମାନେ ଲୋକ ମାନଙ୍କ ଅତି ପ୍ରିୟ ହୋଇଥାନ୍ତି । ଏପରି ବି ଅଭିନେତା ଓ ଅଭିନେତ୍ରୀ ମାନେ ରହିଛନ୍ତି ଯେଉଁମାନେ କି ବହୁତ କଷ୍ଟ କରି କରି ଆଜିଯାଏଁ ଯେତିକି ପରିମାଣ ରେ ସଫଳ ହୋଇ ପାରିନାହାଁନ୍ତି । କିନ୍ତୁ କିଛି ଏପରି ବି ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଏଛନ୍ତି ଯେ୍ଉଁମାନେ କି ବହୁତ କମ୍ କଷ୍ଟ କରିବି ,ସେମାନେ ବହୁତ ଆଗ ଧାଡି ରେ କାମ କରୁଛନ୍ତି ।

ଏପରି ଦୁଇ ଅଭିନେତା ଓ ଅଭିନେତ୍ରୀ ମାନେ ହେଲେ ସ୍ବରାଜ ଓ ସନମିରା ଏହି ଦୁହିଁଙ୍କ ଯୋଡି କୁ ତ କିଏ ବା ନଜାଣିଛି । ଏବେ ଏମାନେ କମ୍ ପରିଶ୍ରମ କରି ମଧ୍ଯ ବହୁତ ଆଗ ଧାଡିର ଅଭିନେତା ଙ୍କ ସହିତ କାର୍ଯ୍ଯ କରୁଛନ୍ତି । ଏପରି କ୍ଷେତ୍ରରେ ଏହି ଗଣେଶ ପୂଜା ରେ ଜିଲିଜ ହେବାକୁ ଜାଉଥିବା ଏହି ଦୁହିଁଙ୍କ ନୂଆ ଫିଲ୍ମ ଲଭ୍ ଏକ୍ସପ୍ରେସ ରେ ଲିଡ ରେ ଦେଖିବା ପାଇଁ ମିଳିଛି । ଏହି ଫିଲ୍ମ ରେ କିଛି ଡାଇଲକ ଗୁଡିକ ମଧ୍ଯ ରୁ ଏହି ଡାଇଲକ ଟି ବହୁତ ଅଧିକ ହିଟ୍ ହେବାରେ ଲାଗିଛି ।

ଯେଉଁଥିରେ ସନମିରା ତାଙ୍କ ଗାଁରେ ଗୋଟିଏ ନୁଆ ହୋଟେଲ ଖୋଲିବା ନେଇ ସ୍ବରାଜ ଙ୍କୁ କହୁଛନ୍ତି । କିନ୍ତୁୁ ସ୍ବରାଜ କହୁଛନ୍ତି କି ତାଙ୍କ ଗାଁ ରେ ହୋଟେଲ ଖୋଲିବା ଜାହା ନିଜ ପିନ୍ଧା ଲୁଙ୍ଗି ରେ ନିଆଁ ଲଗାଇବା ସେୟା । ଯେପରି କିଛି ଦିନ ତଳେ ଏହି ଦୁଇଜଣଙ୍କ ଫିଲ୍ମ ଲୈଲା ଓ ଲୈଲା ରେ ଏହି ଦୁଇଜଣ ବହୁତ ହିଟ କରିଥିଲେ । ଓ ଏହି ଫିଲ୍ମ ରେ ରହିଥିବା ଏକ ନୁଆ ଗୀତ ଜାହାକୁ ଆପଣ ଆଧାର କାର୍ଡ ଓ ସୁକୁଟି ସାହୁ ନାମରେ ଜାଣିଥିବେ ।

ତେବେ । ଏହି ଗୀତ ସାରା ଓଡିଶା ରେ ହିଟ ହେବା ପରେ ଏହି ଦୁଇ ଯୋଡି ଏବେ ଚର୍ଚ୍ଚା ରେ ରହିଛନ୍ତି । ଏବଂ ଏହି ଗଣେଶ ପୂଜା ରେ ଆସୁଥିବା ନୂଆ ଫିଲ୍ମ ର ସୁଟିଂ ବାରିପଦା ରେ ଚାଲୁଥିବା ସମୟ ରେ ସେମାନେ କହିଥିଲେ କି ଏହି ଫିଲ୍ମ ରେ ସେମାନେ ବହୁତ କଷ୍ଟ କରିଛନ୍ତି । ଓ ଏହା ଗୋଟିଏ କମେଡି ଫିଲ୍ମ ଅଟେ ତେବେ ଆପଣ ଏହି ଫିଲ୍ମ ଟି ଦେଖିବା ପାଇଁ ନିଶ୍ଚିତ ଯିବେ ।

ଆପଣଙ୍କ ମୂଲ୍ଯବାନ ସମୟ ଦେଇ ଥିବାରୁ ଧନ୍ଯବାଦ ଯଦି ଆପଣଙ୍କୁ ଆମର ଏହି ଆର୍ଟିକାଲ୍ ଟି ଭଲ ଲାଗିଲା ତେବେ ଆପଣଙ୍କ friend ଓ family ସହ ସେୟାର କରନ୍ତୁ

Leave A Reply

Your email address will not be published.