Loading...

ନବିନ ସରକାରଙ୍କ ଘୋସଣା 6 ମାସ ଭିତରେ ମିଳିବ ସବୁ ପରିବାରକୁ ଏଲ୍‌ଇଡି ବଲ୍‌ବ୍ । ଅଧିକ ଜାଣନ୍ତୁ କଣ ପାଇଁ ମାଗଣାରେ ମିଳିବ

0 146

ଆଜ୍ଞା ଆମେ ଆପଣ ଙ୍କୁ କିଛି ଖୁସି ଖୁସି ଖବର ଦେବା ପାଇଁ ଜାଉଛୁ । ଏହା ସହିତ ଆମେ ଗୋଟିଏ ଏମିତି ବହି ଖବର ଦେବା ପାଇଁ ଜାଉଛୁ ତାହା ଶୁଣି ହିଏତ ବହୁତ ଆଶ୍ଚର୍ଯ୍ଯ ହୋଇଯିବେ । ଆମେ ଜାଣିଛୁ କି ଆଉ କିଛି ଦିନ ପରେ ରହିଛି ଆମ ଓଡ଼ଶା ର ମୂଖ୍ୟ ମନ୍ତ୍ରୀ ବଛା । ଆପଣ ଜାଣିଥିବେ କି ।

ଆମ ରାଜ୍ୟ ସରକାର ଏମିତି ରେ ଏବେ ଲାଗି ପଡିଛନ୍ତି କି କିପରି ଭାବେ ଏହି ଥର ବି ନିଜର ସ୍ଥାନ ବଜାଇ ରଖିବେ ବୋଲି । କେନ୍ଦ୍ର ସରକାର କିଛି ଦିନ ତଳେ ଏଲିଡି ବଲ୍ବ କୁ ନେଇ ବହୁତ ସୁଲଭ ମୂଲ୍ୟ ରେ ଦିଆଯାଉ ଥିବା ବେଳେ ଲାଗୁଛି ଆଗକୁ ନିର୍ବାଚନ କୁ ଆଗରେ ରଖି ଏବେ ଆମ ରାଜ୍ୟ ସରକାର ମାଗଣା ରେ ଏଲିଡି ବଲ୍ବ ଦେବାରେ ଲାଗିଛନ୍ତି ।

ଏହି ସହିତ ଆମେ ଜଣାଇ ଦେଉଛୁ କି ଏହା ସବୁ ପରିବାର କୁ ସଂମ୍ପୂର୍ଣ୍ଣ ଭାବେ ମାଗଣା ମିଳିବ ବୋଲି । ଏହା ଏମିତି ପରିବାର କୁ ମିଳିବ କି ଯେଉଁମାନଙ୍କ ଘରେ କନଞୁମାର ହୋଇଥିବେ । ତେବେ ଘର ପିଛା 4 ଟି ବଲ୍ବ ମିଳିବ ବୋଲି କହିଛନ୍ତି ସରକାର । ଏହା ,ସହିତ କୁହାଯାଇଛି । ଓଡିଶା ରେ ପ୍ରାୟ 97 ଲକ୍ଷ ପରିବାର କୁ ଏହି ସୁବାଧା ମିଳି ପାରିବେ ।

ଏହି ଯୋଜନା ର କାର୍ଯ୍ଯକାରୀ କରିବା ପାଇଁ ଆମ ରାଜ୍ୟ ସରକାର କେବେଠୁ କାର୍ଯ୍ଯକରୀ କରିବେ ବୋଲି କହିଛନ୍ତି । ଏଫିସିଏନି ସର୍ଭିସେସ ପକ୍ଷ ରୁ ଏହି ଯୋଜନା ର କାର୍ଯ୍ଯ କରୀା କରାଯିବା ର ସମ୍ଭାବନା ରହିଛଇ । ଏବେ ଏହି ପରିସ୍ଥିତି ରେ 3.84 କୋଟି ବଲ୍ବ ର କିଣିବା ରେ ଲାଗିଛନ୍ତି । ଓ ଏହା ବାଣ୍ଟିବା ରେ ଆଉ କିଛି ଦିନ ରହିଛି ।

ଏହି ଯୋଜନା ପାଇଁ ପ୍ରଥମେ 238 କୋଟି ଟଙ୍କା ର ବ୍ୟବସ୍ଥା ହୋଇଥିବା ବେଳେ ଏବେ ସେଇଥିରୁ କିଛି କମାଇ ଦେଇ 237 କୋଟି ଟଙ୍କା କହିଥିଲେ । ଏପରି ପ୍ରକାରର ଏହି ବଲ୍ବ ଦେବା ପାଇଁ ବହୁତ ଲୋକ ଆମ ସରକାର ଙ୍କ ଉପରେ ବହୁତ ଆଖି ଉଠାଉଛନ୍ତି ।

ଏହା ବି କହୁଛନ୍ତି କି ଆଗକୁ ନିର୍ବାଚନ ରହିଥିବା ବେଳେ ଏବେ ଏଇଥି ପାଇଁ ଲୋକଙ୍କ ମନ ବୁଝା ଇବା ପାଇଁ ଏହି ଯୋଜନା ର ଲାଗୁ କରା ଜାଇଛି ବୋଲି କହିଛନ୍ତି । ଏସବୁ ବେଳେ ଏମିତି ବି ବହୁତ ଲୋକ ରହିଛନ୍ତି । ଯେଉଁମାନେ କି ଏବେକା ସମୟ ରେ କେଉଁ ସରକାର କଥା ମାନିବେ ତାହା ସଠିକ ଭାବେ ଜାଣି ପାରି ନାହାନ୍ତି । ତେବେ ଆପଣ ଆମକୁ କୁହନ୍ତୁ କି ଏହି ଥିର ନିର୍ବାଚନ ରେ କିଏ ଜିତିବ ବୋଲି ଆପଣ ଭାବୁଛନ୍ତି ।

Loading...
Loading...