Loading...

ଜାଣନ୍ତୁ ଶେଷ ତାରିଖ କେବେ । ଭାରତୀୟ ପୋଷ୍ଟ ଅଫିସ 2400 ପୋଷ୍ଟ ବାହାରିଲା । 10th,12th and graduates students

Loading...
0 648

ଭାରତ ସରକାର ଙ୍କ ଦ୍ବାରା ସୀକୃତ ପ୍ରାପ୍ତ ଭାରତୀୟ ଡାକ ସେବା କେନ୍ଦ୍ର ର ଆଉ ଗୋଟିଏ ପୋଷ୍ଟ ବାହରିଛି ଯାହାର ସ୍ତାନ କୋଲକାତା ରେ । ଆପଣ ମାନେ ଜାଣନ୍ତି ଏହି Indian Post Office ରେ ଚାକିରୀ ପାଇବା ବହୁତ ସହଜ ।ଏହି ବ୍ୟବସ୍ଥାରେ ଭାରତ ସରକାର ଦଶମ ପାସ ହୋଇ ବେ ରୋଜଗାର ହୋଇଥିବା ଛାତ୍ର ମାନଙ୍କୁ ମିଳିବ ।ସରକାର ଏହି ଚାକିରୀ ଦେଇ ଦେଶରୁ ବେ ରୋଜଗାର ପିଲା ମାନଙ୍କୁ ରୋଜଗାର ଦେବେ

ଏଥିରେ ଟିଲେ ହେଲେ ସନ୍ଦେହ ନାହିଁ । ଡାକ ବିଭାଗ ଭାରତୀୟ ପୋଷ୍ଟ ଭାବେ ବ୍ୟାପାର କରିଥାଏ ।ଆମ ମାନଙ୍କର ଭାରତ ମଧ୍ୟରେ ଡାକଘର ରୂପରେ ଭାରତରେ ସବୁଠୁ ବଡ ବ୍ୟବସାୟ ଅଟେ ।ଏହି ଡାକଘର ପ୍ରଣାଳୀ ଡାକ ସେବା ବିଭାଗ ର ଅଧିନରେ ଅଛି । ଭାରତ ସରକାର ଙ୍କର ସଞ୍ଚାର ଏବଂ ସୂଚନା ପୌଧ୍ୟେନିକ ମନ୍ତ୍ରାଳୟ ଙ୍କର ପ୍ରାପ୍ତ ଅଟେ

ଭାରତୀୟ ଡାକ ସେବାର ଏହି ବାହରିଥିବା ପୋଷ୍ଟର ନାମ ଏବଂ ତାହାର ସମସ୍ତ ସୂଚନା ଆମେ ଆପଣ ମାନଙ୍କୁ ନିମ୍ନରେ ପ୍ରଦାନ କରାଗଲା ।

1 – ପୋଷ୍ଟର ନାମ .
Staff Car Driver Posts
2 – ବୟଷର ବ୍ୟବଧାନ ।
18 ବର୍ଷ ରୁ 27 ବର୍ଷ ମଧ୍ୟରେ ହୋଇଥିବା ଦରକାର ।
3 – ଯୋଗ୍ୟତା ।
ସର୍ବ ପ୍ରଥମେ ସେ ଜମେ ଚିନ୍ତା ଶୀଳ ବ୍ୟକ୍ତି ହୋଇଥିବା ଦରକାର ତା ସହିତ ସେ ନିଶା ସେବନ କରୁନଥିବେ । ସାଧାରଣ ଗାଡି ଚଳା ଚଳ ଠାରୁ ଆରମ୍ବ କରି ବଡ ମଟର ଗାଡି ଚାଳନ ଶିଖିଥିବା ଦରକାର ।ଗାଡି ଚଲାଇବା ପୂର୍ବରୁ ଆପଣ ଙ୍କ ପାଖରେ ଡ୍ରାଇଭ ଲାଇସେନ୍ସ ରହିବା ଦରକାର ।

ଛୋଟ ମୋଟ ଭୁଲ ଡ୍ରାଇଭ ରେ ଥାଏ ତେବେ ତାକୁ ସୁଧାର ଆଣିବା ଉଚିତ୍ ।କମସେ କମ୍ ସେ 3 ବର୍ଷର ଗାଡି ଚାଳକ ହୋଇଥିବା ଦରକାର ।ସେ ଦଶମ ଶ୍ରେଣୀରେ ପାସ ହୋଇ ଉତ୍ତୀର୍ଣ୍ଣ ହୋଇଥିବା ଦରକାର ।ଏବଂ କମ୍ୟୁଟର ଜ୍ଞାନ ପାଖରେ ରହିବା ଦରକାର ତାହା ସହିତ ସାର୍ଟିପିକେଟ ମଧ୍ୟ ।

ଚାକିରୀ କରିବା ସ୍ଥାନ ।
Secunderabad, Telangana
.4 – Level‐2 in the Pay Matrix Table (as per 7 th CPC)
5 – ତାରିଖର ସେଶ ଦିନ
28 /07/ 2019

6 – ସିଲେକସନ ହେଲା ପରେ ଡ୍ରାଇଭିଂର ଟେଷ୍ଟ ହେବ
ଏବିଷୟରେ ଅଧିକ ସୂଚନା ପାଇବା ପାଇିଁ ହେଲେ ଉପର ଲିଙ୍କରେ କ୍ଲିକ କରନ୍ତୁ ।ଏବଂ ୱେବସାଇଟ କୁ ଯାଇ ଦେଖି ପାରିବେ

Loading...
Loading...