ଗଙ୍ଗା ଠାରୁ ବି ଅଧିକ ପବିତ୍ର ହୋଇଥାନ୍ତି, ଏହି ୫ଟି ନାମର ଝିଅ

ସମାଜରେ ଭଗବାନ ପୁରୁଷ ମାନଙ୍କ ପରି ନାରୀ ମାନଙ୍କୁ ମଧ୍ୟ ଆତ ଜାତ କରିଛନ୍ତି । ସାଧାରଣତ କହିବାକୁ ଗଲେ ନାରୀ ମାନଙ୍କର ଦୁନିଆ ବହୁତ ନିଆରା । ସେମାନଙ୍କର ଜୀବନୀ ବହୁତ ଲମ୍ବା ଏବଂ ରହସ୍ୟମୟ . ସମାଜରେ ନାରୀ ମାନଙ୍କୁ ଅଧିକ ଗୁରୁତ୍ବବୋଲି ମାନାଯାଇଛି । ନାରୀ ଓ ନର ଙ୍କୁ ନେଇ ସମାଜରେ ଗୋଷ୍ଟି ତିଆରି .ସବୁରି ସମ୍ପର୍କ ପାଇିିଁ ନାରୀ ହିଁ ଅତ୍ୟନ୍ତ ପ୍ରୟୋଜନୀୟ ।

ଆମେ ନାରୀ ମାନଙ୍କ ବିଷୟରେ କିଛି ଜାଣିବାକୁ ଚାହିଁଲେ ମଧ୍ୟ ଜାଣିପାରୁନା କାରଣ ନାରୀ ମାନଙ୍କ ମନ ମଧ୍ୟରେ କଣ ରହିଛି ତାହା ଜାଣିବା ବହୁତ କଷ୍ଟକର ହୋଇପ ଡେ । କେତେବେଳେ ନାରୀ ଗୁଣିଆ ହୋଇ ଝାଡିବ ତ ଆଉ କେତେବେଳେ ନିଜେ ଢାଆଣୀ ହୋଇ ମାରିବ ତାହା କହିବା ଆମ ମନୁଷ୍ୟ ପକ୍ଷେ ଅସମ୍ବବ ।

ନାରୀ ମାନଙ୍କୁ ସ୍ବୟଂ ଭଗବାନ ବିଷ୍ଣୁ ଜାଣିପାରିଲେ ନାହିଁ ତେବେ ଏ ସମାଜଜରେ ବାସ କରୁଥିବା ମାନବ ମାନେ କିପରି ନାରୀ ମାନଙ୍କର ରହସ୍ୟ ସମ୍ପର୍କରେ ଜାଣିପାରିବେ । ଆପଣ ମାନେ ଜାଣିଥିବେ ନାରୀ ମାନଙ୍କ ପାଇିଁ ଆଜି ଏ ଧରିତ୍ରୀ ଲାଗିରହିଛି । ନାରୀ ମାନଙ୍କର ସ୍ବାଭାବ ଅତ୍ୟନ୍ତ ସରଳନୀୟ ସେମାନଙ୍କର ଆଚରଣଗତ ବ୍ୟବହାର ମଧ୍ୟ ବାହାର ଦୁନିଆକୁ ବେଶ ପରିସରଭୁକ୍ତ କରିଥାଏ ।

ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ବହୁତ ସରଳ ହୋଇଥାନ୍ତି କିନ୍ତୁ ଦୁନିଆର ସମସ୍ତ ଝିଅ ନୁହଁନ୍ତି କେତେକାଂଶ ଝିଅ ମାନେ ହୋଇଥାନ୍ତି ଗଂଙ୍ଗା ପରି ପବିତ୍ର ଏବଂ ତୁଳସୀ ପରି ପବିତ୍ର ।

ଆଜି ଆମେ ଆପଣ ମାନଙ୍କୁ କେତୋଟି ନାମର ଝିଅ ମାନଙ୍କ ବିଷୟରେ ଆଲୋଚନା କରିବା ଯାହାଙ୍କର ନାମର ପ୍ରଥମ ଅକ୍ଷର ଏହି ନାମ ରୁ ଆରମ୍ବ ହୋଇଥିବ ସେହି ଝିଅ ମାନେ ହୋଇଥାନ୍ତି ଗଂଙ୍ଗାପରି ପବିତ୍ର।

ତେବେ ଆସନ୍ତୁ ଜାଣିବା ସେହି 3ଟି ନାମର ଝିଅ କେଉଁ ମାନେ ।

B- ନାମର ଝିଅ 

ଯେଉଁ ଝିଅ ମାନଙ୍କ ନାମର ପ୍ରଥମ ଅକ୍ଷରର B ରୁ ଆରମ୍ବ ହୋଇଥାଏ ସେହି ରାଶିର ଝିଅ ମାନେ ହୋଇଥାନ୍ତି ବହୁତ ପବିତ୍ର । ଏହି ନାମଧାରୀ ଝିଅ ମାନେ ଜୀବନରେ କେବେ ଅହଂକାର ଏବଂ ଇର୍ଷା କରିବା ଜାଣନ୍ତି ନାହିଁ । ଏହି ନାମର ଝିଅ ମାନେ ସ୍ବାଭାବରେ ବହୁତ ସରଳ ଏବଂ ନିଷ୍ପଟ ହୋଇଥାନ୍ତି . ଗୁରୁଜନ ଙ୍କର ଆଦେଶ ମାନିବା ଏବଂ ସତ୍ ମାର୍ଗରେ ଚାଲନ୍ତି କେବେ ନିଜ ଜୀବନ ସାଥିର ହାତ ଛାଡନ୍ତି ନାହିଁ । ଏହି ନାମର ଝିଅ ମାନେ ପ୍ରେମରେ ବହୁତ ସଚ୍ଚୋଟ ହୋଇଥାନ୍ତି କେବେ ଧୋକା ଦିଅନ୍ତି ନାହିଁ ।

2. N ନାମଧାରୀ ଝିଅ 

ଏହି N ନାମର ଝିଅ ମାନେ ବହୁତ ଇଶ୍ବରବିଶ୍ବାସୀ ହୋଇଥାନ୍ତି ,ନିଶ୍ବାସ ବନ୍ଧ ହେବା ପର୍ଯ୍ୟନ୍ତ ଏମାନେ ଭଗବାନଙ୍କର ନାମ ହୋଇଥାନ୍ତି । ଏହି ନାମର ଝିଅ ମାନେ କଦାପି ନିଜ ପରିବାର ବିପକ୍ଷରେ ଯାଆନ୍ତି ନାହିଁ . ଏମାନଙ୍କର ପାଖରେ ପରୋପକାରୀତା ଗୁଣ ରହିଥାଏ ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିବା ଏମାନେ ଏହାକୁ ପରମ ଧର୍ମ ବୋଲି ମାନି ନିଅନ୍ତି । ପ୍ରତି ଗୁଣରେ ଏମାନେ ନିପୁଣ ହୋେଇଥାନ୍ତି ବିଦ୍ୟାରେ ଏମାନେ ଅଧିକ ନିପୁଣ ।

3. p ନାମର ଝିଅ

ଏହି ନାମର ଝିଅ ମାନେ ଶାନ୍ତ ସ୍ୱଭାବ ର ହୋଇ ଥାନ୍ତି । ଏମାନେ କେବେ କାହାର ଅନ୍ୟାୟ ଚାହାଁନ୍ତି ନାହିଁ କିମ୍ବା କଦାପି ପ୍ରଲୋଭନର ଶିକାର ହୋଇନଥାନ୍ତି । ସମାଜର ଏହି ନାମର ଝିଅ ମାନଙ୍କର ସମ୍ମାନ ଅଧିକ ମାତ୍ରାରେ ରହିଥାଏ । ନିଜର କୋମଳ କଥା ହସ ମାଧ୍ୟମରେ ଏମାନେ କାହାକୁ ବି ନିଜର କରିବସନ୍ତି ।ଏହି ଝିଅ ମାନେ ଗଂଙ୍ଗା ପରି ପବିତ୍ର ଏବଂ ନିର୍ମଳ ହୋଇଥାନ୍ତି ।

4.v ନାମଧାରୀ ଝିଅ

ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ବ ହୋଇଥାଏ ସେପରି ଝିଅମାନେ ବହୁତ ପବିତ୍ର ହୋଇଥାନ୍ତି , ଏମାନେ ବହୁତ ଲାଜକୁଳି ହୋଇଥାନ୍ତି , କିନ୍ତୁ ଏମାନେ ପରିବାରର ମାନ ମର୍ଯ୍ୟାଦା ପୁରା ଖ୍ୟାଲ୍ ରଖିଥାନ୍ତି । କୌଣସି ବି ପରିସ୍ଥିତିରେ ତାଙ୍କ ପରିବାରକୁ ଖୁସିରେ ରଖିବା ପାଇିଁ ଚେଷ୍ଟା କରିଥାନ୍ତି , ଏବଂ ନିଜ ପରିବାର ଲୋକଙ୍କର ଇଚ୍ଛା ପୂରଣ କରିବାର ପୁରା ଦାୟିତ୍ବ ବହନ କରିଥାନ୍ତି ।

5. y ନାମଧୀରୀ ଝିଅ

ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ନାମର ଝିଅମାନଙ୍କର ସ୍ବଭାବ ଅନ୍ୟ ମାନଙ୍କ ଠାରୁ ଅଲଗା ହୋଇଥାଏ । ଏହି ନାମ ଥିବ ଝିଅମାନେ ବହୁତ ଜୋର ରେ କଥା କହିଥାନ୍ତି କାହାକୁ ନିରାଦର କରନ୍ତି ନାହିଁ ଏମିତି ରେ ଏମାନେ ନିଜ ଜୀବନ ସାଥିକୁ ଖୁସିରେ ରଖିବା ପାଇିଁ ପୁରା ଚେଷ୍ଟା କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।