Loading...

ଗାନ୍ଧୀ ଜୟନ୍ତି ରେ କଲେଜ ରେ ଚାଲିଛି ପ୍ରେମ ଜୟନ୍ତି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Loading...
0 294

ଆଜ୍ଞା ଆଜି କଲି ର ପିଲା ମାନଙ୍କୁ ତ ଆପଣ ବହୁତ ଭଲ ଭାବରେ ଜାଣିଥିବେ । କିପରି ଭାବେ କାର୍ନାମା କରୁଛନ୍ତି । ବର୍ତମାନ ସମୟ ରେ ପେଟ୍ରୋଲ ରେଟ ଯେପରି ବଢି ଚାଲିଛି ସେହି ପରି ଭାବେ ପ୍ରେମ ର ଭାଉ ବି ବଢି ବଢି ଚାଲିଛି । ପ୍ରେମି ମାନଙ୍କୁ ଆଉ କେହି ଅଟକ କରି ରଖି ପାରୁ ନାହାନ୍ତି । ଯାହାଙ୍କ ମନରେ ପ୍ରେମ ର ପ୍ରତିମା ଥରେ ଜାଗ୍ରତ ହେଉଛି

ତ ଆପଣ ଯେତେ ବି ଚେଷ୍ଟା କରନ୍ତୁ ନା କହିଁକି ସେମାନଙ୍କୁ ଭଗବାନ ବି ଅଟକ କରିବା ପାଇଁ ଡରିବେ । ଆପଣ ମାନେ ଜାଣିଥିବେ । ଆଜି ହେଉଛି ପବିତ୍ର ଗାନ୍ଧି ଜୟନ୍ତି । ଏହି ଅବସର ରେ ଆମେ ମାନେ ଜାଇ ପ୍ରତ୍ୟେକ ସ୍କୁଲ ଓ କଲେଜ ରେ ଗାନ୍ଧି ଙ୍କର ଏହି ଜନ୍ମ ଦିନ ପାଳନ କରି ଥାନ୍ତି ।

କିନ୍ତୁ ଏପରି ବେଳେ ଆମେ ଆପଣଙ୍କୁ ଏକ କଥା ଜଣାଇବା କୁ ଜାଉଛୁ କି ଆପଣ ଏହି କଥା କୁ ସୁଣି ବହୁତ ପରିମାଣ ରେ ଆଶ୍ଚର୍ଯ୍ଯ ହେବେ । ଏପରି ଭାବେ ଆମ ଓଡିଶା ରେ ଜଣା ସୁଣା ସହର ବାରିପଦା ରେ ହୋଇଛି । ଆପଣ ବାରିପଦା ରେ ଥିବା mpc କଲେଜ ବିଷୟ ରେ ତ ଜାଣିଥିବେ । ଆଜି ସେଠାରେ ଗାନ୍ଧି ଜୟନ୍ତି ବଦଳ ରେ ପ୍ରେମ ଜୟନ୍ତି ପାଳନ କରାଯାଉ ।

କଣ ଆପଣ ଆଶ୍ଚର୍ଯ୍ଯ ହେଲେ କି । ମୋଟେ ରୁ ବି ଆଶ୍ଚର୍ଯ୍ଯ ହେବାର ନାହିଁ ଏପରି ହିଁ ହୋଇଛି । ନିକଟସ୍ଥ ସୂଚନା ରୁ ଜଣାପଡିଛି କି ଆଜି ସକାଳେ କଲେଜ କୁ ପିଲା ମାନେ ଆସିଥିଲେ ଏହି ଗାନ୍ଧି ଜୟନ୍ତି ପାଳନ କରିବା ପାଇଁ କିନ୍ତୁ ଏପରି ବେଳେ ଏକ କ୍ଲାସ ରୁମ ଭିତରେ ଚାଲିଥିଲା ।

ପ୍ରୋପଜ କରିବାର କାଣ୍ଡ । ସେଠାକାର ଛାତ୍ର ମନୋଜ ସ୍ବାଇଁ ପ୍ରତିଭା ମିଶ୍ର ଙ୍କୁ ସମସ୍ତ ଙ୍କ ଆଗରେ ଭଲ ପାଇବାର ସ୍ବୀକାର କରିଥିଲେ । ଓ ଦୁହେଁ ଦୁହିଁଙ୍କ ସହିତ କୋଳା କୋଳି ବି ହୋଇ ଥିଲେ । ବର୍ତ୍ତମାନ ସମୟ ରେ ଏହି କଥା ସୋସିଆଲ ମିଡିଆ ରେ ବହୁତ ପରମାଣ ରେ ଭାଇରଲ ହେବାରେ ଲାଗିଛି ।

ତାଙ୍କର ଏପରି କାର୍ନାମା ପାଇଁ ବହୁତ ଖରାପ କମେଣ୍ଟ ଆସିବା ସହିତ ଲୋକ ମାନେ ଏପରି ବି କହିବାରେ ଲାଗିଛନ୍ତି କି ଏଇଥି ପାଇଁ ବାପା ମାଁ ପିଲା ଙ୍କ ଉପରେ ଏବେ ଆଉ ଭରସା କରି ପାରୁ ନାହାନ୍ତି । ଏପରି ବହୁତ ପ୍ରକାର କମେଣ୍ଟେ ।ଯେପରି ଏହି ପିଲା ମାନେ ଆଜି ଗାନ୍ଧି ଜୟନ୍ତି ରେ ପ୍ରେମ ଜୟନ୍ତି ପାଳନ କରିଲେ ।

ବୋଲି । ବର୍ତ୍ତମାନ ସମୟ ରେ ଆପଣ ଆମକୁ କୁହନ୍ତୁ ଏହି ପ୍ରେମି ମାନେ ଏପରି କରିବାର ଥିଲା କି ନାହିଁ । ଆମକୁ କମେଣ୍ଟ କରି ଯଣାନ୍ତୁ ।

Loading...
Loading...