Take a fresh look at your lifestyle.

ଗରିବ ଝିଅର ଦୁଃଖର କାହାଣୀ : 15 ଜଣ ପୁରୁଷ ରଖିଲେ ଶାରୀରିକ ସମ୍ପର୍କ, ଆଉ ତା ପରେ କରି ଦେଲେ କିଛି ଏମିତି

0 3,265

ସମାଜରେ ଝିଅମାନେ କେବେବି ନିଜର ପୂର୍ଣ୍ଣ ସ୍ବାଦିନତା ପାଇବାରୁ ବଞ୍ଚିତ ହେଉଛନ୍ତି । ଏ ପୁରୁଷ ସମାଜର ଝିଅ ମାନେ ପ୍ରତ୍ୟକ କ୍ଷେତ୍ରରେ ଶୋଣରେ ଆକ୍ରାନ୍ତ ହେଉଛନ୍ତିୁ । ପ୍ରତ୍ୟେକ ଦିନ ତାଙ୍କସହ ବଳତ୍କାର ରେଫ .ଗଣଦୁଷକର୍ମ ଏପରି ଶାରୀରିକ ସମ୍ବନ୍ଧ ରଖି ତାଙ୍କ ଜୀବନକୁ ତଳିତଳାନ୍ତ କରିଥିବାର ସୂଚନା ଖବରକାଗଜ କିମ୍ବା ଟେଲିବିଡନରେ ଆତ୍ମପ୍ରକାଶ ପାଉଛି । ଅନେକ ଗରିବପରିବାର ଝିଅମାନଙ୍କ ସହ ଏପରି ଦୁଷକର୍ମ ହୋଇଚାଲିଛି ଯାହାପରିନାମ ତାଙ୍କୁ ମୃତ୍ୟୁମୁଖକୁ ଟାଣିଆଣୁଛି ।

ଝିଅମାନଙ୍କୁ ସମାଜରେ ପ୍ରକୃତ ସମ୍ମାନ ଦିଆଯାଉନାହିଁ ।ତାଜି ଆମେ ଏପରି ଜଣେ ଗରିବପରିବାରର ଝିଅଙ୍କର ଶିକାୟତ ସମ୍ପର୍କରେ ଜାଣିବା ଯେଉଁଥିରେ 15 ଜଣ ପୁରୁଷ ତାଙ୍କ ସହ କରିଲେ ଏପରି ଅନୈତିକ ସମ୍ପର୍କ ଯାହାପରେ କଣ ହେଲା ସେହି ଗରିବ ଝିଅର ଜୀବନ ଆସନ୍ତୁ ଜାଣିବା ଏ ସମ୍ପର୍କରେ । 15 ବର୍ଷିୟ ନାବାଳିକା ସହ 15 ଜଣ ପୁରୁଷ କରିଛନ୍ତି ତାଙ୍କ ସହ ଅନ୍ୟାୟ ।ଏବେ ସିଏ ମା ହେବାକୁ ଯାଉଚନ୍ତି ତଥାପି ଏପରି ଅନ୍ୟାୟ କରିବା ଛାଡ଼ୁନାହାଁନ୍ତି ।

ଝିଅସହ ଏମିତି ଅନ୍ୟାୟ ହେବା ଦେଖି ପରିବାର ଲୋକ ନ୍ୟାୟରପାଇବା ପାଇଁ ପ୍ରତିଦିନ ଯାଉଛନ୍ତିୁ କିନ୍ତୁ ଭାଗ୍ୟାତାଙ୍କ ସହ ସାଥ ଦେଉନାହିଁ ଝିଅକୁ ନ୍ୟାୟ ଦେବାରେ ବାପା ମା ଙ୍କ ଚେଷ୍ଟାବିଫଳ ହୋଇଛନ୍ତି । ସରକାରୀ କୋର୍ଟରେ ନ୍ୟାୟ ପାଇବାରେ କେତେକଣ କରିଦେଇଛନ୍ତି ତଥାପି ଏହାର ସମାଧାନ ମିଳିନାହିଁ । ଗାଁ ଲୋକ ଏବାଦକୁ ନେ ଅନେକ ନିନ୍ଦା ଅପମାନ କରୁଛନ୍ତି ଯାହା ପିଡିତାଙ୍କୁ ବହୁତ କଷ୍ଟ ଦେଇଚି ।

ଜଣା ପଢୁଛି କିଛି ଦିନ ଧରି 15 ଯୁବକ ପିଡିତାଙ୍କ ସହ କରିଥିଲେ ରେପ . ପିଡିତା ଏବେ 4ରି ମାସର ଗର୍ଭଧରି ବୁଲୁଛନ୍ତି । ବୁଧବାରକୁ ପିଡିତାଙ୍କ ବାପା ମା ଆରୋପି ଙ୍କ ନିମନ୍ତେ ଅଭିୟୋଗ କରିବାପାଇଁ ଯାଉଥିବା ସମୟରେ ଅପରାଧି ଧମକ ଦେଇଚନ୍ତି । ଅପରାଧିଙ୍କ ଧମକଖାଲି ଘରେ ନୁହେଁ ବାହାରେ ମଧ୍ୟ ଦେବାରେ ଲାଗିଛନ୍ତି । ଏଇ ମାର୍ଚ 8 ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଗଲା, କେତେ ଲୋକ କେତେ ପୋଷ୍ଟ କଲେ , ମହିଳା ମାନଙ୍କ ସୁରକ୍ଷା ପାଇଁ କିଏ କେତେ କଣ ପୋଷ୍ଟ ବନେଇଲେ

ହେଲେ ଦୀବସର 1 ଦିନ ନ ହେଉଣୁ ପୁଣି ଏକ ନାରୀ ନୀର୍ଯାତନା ଖବର ଏବେ ଚାରି ଆଡେ ଘୁରି ବୁଲୁଛି ,ଏବେ ସମାଜରେ ଝିଅମାନଙ୍କର ନିଜସ୍ବ ଅଧିକାର ପାଇବାରେ ବିଫଳ ହେଉଛନ୍ତି। ନାରୀମାନଙ୍କ ସହ ଏପୁରୁଷ ସମାଜ ସବୁବେଳେ କରିଆସିଛି ଅନ୍ୟାୟ ., ଆଜିକାଲି ଦୁନିଆରେ ନାବାଳିକା ଦୁଷକର୍ମ ବଳତ୍କାର ହେବାର ଦେଖାଯାଇଛି . ନାବାଳିକାଙ୍କ ସହ ଏପରି କରିବା ପରେ ପିଡିତା ତାର ଜୀବନକୁ ମୂଲ୍ୟହିନ ମନେକରି ଆତ୍ମହତ୍ୟା କରିବାକୁ ମଧ୍ୟ ପଛଘୁ଼୍ଚା ଦିଅନ୍ତି ନାହିଁ । ପ୍ରତ୍ୟକଦିନ ଅନେକ ଘଟଣା ଝିଅମାନଙ୍କ ସହ ଘଠୁଥିବାର ଦେଖାଯାଇଛି ।ଯାହା ସମାଜ ପାଇଁ କଳଙ୍କିତ

ଏପରି ଅନ୍ୟାୟ ହେବାଦ୍ବା ହଜାର ହଜାର ଝିଅଙ୍କର ଜୀବନ ନ୍ୟଷ୍ଟ ହୋଇଚାଲିଛି । ସମାଜରେ ଝିଅମାନଙ୍କର ଅତ୍ୟାଚାର ମାନେ ଏ ଦେଶର ଅନ୍ୟାୟ କାରଣ ।ଯେଉଁ ଝିଅର ସଫଳତା ବିନା ଦେଶ କେବେ ବିକଶିତ ହୋଇପାରେନା ଆଜି ସେଭଳି ଝିଅଙ୍କର ସହିତ ହେଉଛି ଅନ୍ୟାୟ । ହିନ୍ଦୁ ଜାତିରେ ନାରୀକୁ ଦେବୀ ର ଆଖ୍ୟା ଦିଆଯାଇଥାଏ । ଆଜି ଆମେ ଠିକ ସେହିପରି ଏକ ନାବାଳିକା ଙ୍କ 15 ଜଣ ଅତ୍ୟାଚାରି କରିଛନ୍ତି ରେଫ ପିଡିତୀ ଏବେ ହେବାକୁ ଯାଉଛନ୍ତି ପେଗନଣ୍ଟ ଯାହା ତାଙ୍କ ଗରିବ ବାପା ମା ଙ୍କ ଆଖିରୁ ହଜେଇଦେଇଛି ନି ।

ଆସନ୍ତୁ ଜାଣିବା ଏହି ଝିଅଙ୍କର ଏପରି ଘଟଣା ପରେ କିପରି ଭାଙ୍ଗିପଡିଛନ୍ତି ।ସେ ଏବେ 4ରି ମାସର ଗର୍ଭଧରି ବୁଲୁଛନ୍ତି । ବୁଧବାରକୁ ପିଡିତାଙ୍କ ବାପା ମା ଆରୋପି ଙ୍କ ନିମନ୍ତେ ଅଭିଯୋଗ କରିବାପାଇଁ ଯାଉଥିବା ସମୟରେ ଅପରାଧି ଧମକ ଦେଇଛନ୍ତି । ଅପରାଧିଙ୍କ ଧମକଖାଲି ଘରେ ନୁହେଁ ବାହାରେ ମଧ୍ୟ ଦେବାରେ ଲାଗିଛନ୍ତି ।ଅପରାଧିଙ୍କ ଧମକରେ ଏହି ନିରିହ ପରିବାର ଆଜି ସମାଜରେ ମୁଣ୍ଡଟେକି ଚାଲିବା ପାଇିଂ କ୍ଷମତା ନାହିଁ । ଶୁକ୍ରବାର ସକାଳା ଏହି ଘଟଣାକୁ ନେଇ ଗାଁରେ ପ଼ଞ୍ଚାୟତ ଡକାଯାଇଥିଲା ଏହି ପ଼ଞ୍ଚାୟତ ସକାଲା 9 ଟାସମୟରେ ହୋଇଥିଲା ଏଥିରେ ଗାଁର ଲୋକ ସାମିଲ ଥିଲେ କିନ୍ତୁ ଗାଁ ଲୋକ ପିଡିତାଙ୍କ ସପକ୍ଷରେ କୌଣସିବି ମତବ୍ୟକ୍ତ କରିନ୍ଥିଲେ ଯାହଦ୍ବାରା ଗାଁ ପଞ୍ଚାୟତ ମାମଲାରେ ଅପରାଧିଙ୍କ ସପକ୍ଷରେ କରାଯାଇଥିଲା

ମାତ୍ରକିଛିଦିନ ପରେ ଏହି ମାନଙ୍କ ମଧ୍ୟରୁ 4ଜଣ ଆରୋପିଙ୍କ ନାମ ହଟିଦିଆଯାଇଥିଲା । ଏବଂ ପିଡତାଙ୍କୁ ଆବରସନ କରିବା ପାଇିଁ ଧମକ ଦିଆଯାଇଥିଲା । ପୁଲିସ ଏମାମଲାରେ ସମ୍ପର୍କିତ ହେବାପରେ ଜାଣିପାରିଲେ ପିଡିତାଙ୍କ ସହ ଅନ୍ୟାୟ ହେଇଛି କିନ୍ତୁ ତାଙ୍କୁ ନ୍ୟାୟ ମିଳିନାହିଁ ପୁଲିସ ଏହାର ତଦନ୍ତ କରିବା ପରେ ଆରୋପି ଧରାପଡିଛନ୍ତି । ପୁଲିସ ଅଧିକାରୀ ରାକେସ କୁମାର ଙ୍କୁ ପଚାରିବା ପରେ ସେ କହିଲେ କି ସରପଞ୍ଚ ଅନିଲଙ୍କ ସହ ଘଟଣା ର ସମୂର୍ଣ୍ମ ଜାନକରି କରାଯାଇଛି .ଏହି ଘଟଣାରେ ଯେଉଁ ଅପରାଧି ଙ୍କ ଉପରେ ପୁଲିସ କାରବାୟି ଆରମ୍ବ କରିଦେଇଚି .ଏବଂ କହିଛନ୍ତି କି ପିଡିତାଙ୍କୁ ନ୍ୟାୟ ଦିଆଯିବ ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.