Take a fresh look at your lifestyle.

ବାପା ଅଟୋ ଚାଳକ ହେଲେ ପୁ୍ଅ କୋଟି କୋଟି ଟଙ୍କାର ମାଲିକ ।

0 84

ଆଜିକା କ୍ଷେତ୍ରରେ ଆମ ସମାଜ ରେ ବହୁତ ଲୋକ ରହିଛନ୍ତି ଜେଉଁ ମାନେ କି ନିଜ ଜିବନ ରେ କେବେ ବଡ ହେବାର ସ୍ବପ୍ନ ଦେଖି ନଥାନ୍ତି ତେବେ ଏମାନଙ୍କୁ ଆମେ ବହୁତ ସମ୍ମାନ ଦେବା ଉଚିତ ଅଟେ କାରଣ ସେମାନେ ନିଜ ଜିବନ ରେ ନିଜର ସ୍ବାର୍ଥ ର ସହିତ ବଞ୍ଚିବା ପାଇଁ ଚାହିଁଥାନ୍ତି । ତେବେ ଅନ୍ୟ କ୍ଷେତ୍ରରେ କିଛି କଥା ବହୁତ ରହିଥାଏ ଯେଉଁଥିପାଇଁ ଗୋଟିଏ ଗରିବ ଲୋକ ମାନୋ ବହୁତ ଧନୀ ହେବା ସ୍ବତେ ସେମାନେ କେବେ ନିଜର କଥା ଜଣାନ୍ତି ନାହିଁ ।

ତେବେ ଆଜି ଆମେ ଏପରି ଜଣେ ପୁଅର କଥା କହିବୁ ଯାହାଙ୍କ ବାପା ଏବେବି ଗୋଟିଏ ଅଟୋ ଚାଳକ ଓ ପୁଅ ଏବେ କୋଟି କୋଟି ଟଙ୍କାର ସଂମ୍ପତୀ ନେଇ ବସିଛି । କିଛି ଧନୀ ଘରର ପିଲା ମାନେ ବାପାଙ୍କ ବହୁତ ସଂମ୍ପତି ଥିବା କାରଣ ରୁ ସେମାନେ ବହୁତ ବଦମାସ ହୋଇଥାନ୍ତି ଓ ବପା ଙ୍କ ପସା ରେ ଚଳିବା ପାଇଁ ଚେଷ୍ଟା କରନ୍ତି ।

ତେବେ ଏପରି ପରିବର୍ତ୍ତେ ଗୋଟିଏ ରିବ ଘରର ପିଲା ସର୍ବଦା ଚାହିଁଥାଏ କି ସେ କିପରି ଭାବେ ବହୁତ ଧନୀ ହେବା କିପରି ସେମାନେ ଚାହିଁଥାନ୍ତି । ତେବେ ଏପରି ଜଣେ ପୁଅ ଜାହାଙ୍କ ନାମ ହେଉଛି .। ଫେଜଲ ଖାଁ ତେବେ ଏହି ଏବେ ବହୁତ ଆଡେ ଚର୍ଚ୍ଚିତ ରହିଛନ୍ତି ।

ଗୋଟିଏ ଛୋଟ ଘରର ପିଲା ହୋଇ ବି ସେ ବହୁତ କିଛି କାମ କରି ନିଜ ଜୀବନ ରେ ଦେଖେଇ ପାରିଛନ୍ତି ତେବେ ଗତ ଦୁଇ ବର୍ଷ ତଳେ ସେ ଗୋଟିଏ ଡେନ୍ସ ସୋ ରେ ଜିତିବା ପରେ ସେ ଆଗକୁ ବଢିବା ପାଇଁ ବହୁତ ପରିମାଣ ରେ କରିଥିଲେ

ସେତେବେଳେ ତାଙ୍କ ବାପା ବହୁତ ଗରିବ ଥିଲେ ତେଣୁ ଘର ବାପାଙ୍କ ଅଟୋରୁ ହିଁ ଚଳୁଥିବା ବେଳେ ଆଜି ଫେଜଲ ଖାଁ କୋଟି କୋଟି ଟଙ୍କା ଆୟ କରୁଛନ୍ତି । ଏପରି ଖବରର କୁ ନେଇ ତାଙ୍କର ବାୟଗ୍ରାଫି ଏବେ ବହୁତ ଚର୍ଚ୍ଚିତ ଅଟେ୍ ତେଣୁ ସେ ଏପରି କେମିତି କରି ପାରିଲେ ତାଙ୍କୁ ପଚାରିବାରୁ ସେ କହିଥିଲେ କି ତାଙ୍କର ଚେଷ୍ଟା ଓ ବାପାଙ୍କ ଆର୍ଷିବାଦ ରେ ହିଁ ଆଜି ଏହି ମୁକାମ ରେ ପହଁଚି ପାରିଛନ୍ତି ।

ସେ ଏହା ନବି କହିଛନ୍ତି କି ତାଘଙ୍କ ବାଫା ଏବେ ବି ସେହି ପରି ଅଟୋ ଚଳାନ୍ତି । କାରଣ ମଣିଷୱ ଜେତେ ବି ବଡ ହେଉ ନା କାହିଁକି ନିଜର ଫେସନ କୁ ବା ପ୍ରଥମ ରୁ ଦେଉଥିବା ଅନ୍ନ ଦାତାଙ୍କୁ କେବେ ଛାଡିବା କଥା ନୁହେଁ ।

Leave A Reply

Your email address will not be published.