ଘରର ମୁଖ୍ୟ ଦ୍ବାରରେ ରଖନ୍ତୁ ନାହିଁ ଏହି 4ଟି ଜିନିଷ – ସର୍ବନାଶ

0

ଘର ର ମୁଖ୍ୟ ଦ୍ଵାରା ରେ ରଖନ୍ତୁ ନାହିଁ ସେହି ଚାରୋଟି ଜିନିଷ ନହେଲେ ଧୀରେ ଧୀରେ ହୋଇଯିବେ ଭିକାରୀ।ମାତା ଲକ୍ଷ୍ମୀଙ୍କୁ ଧନ ର ଦେବୀ ବୋଲି କୁହା ଯାଏ ଜେଉ ଘରେ ମାତା ଲକ୍ଷ୍ମୀ ବସକରନ୍ତି ସେହି ଘରେ କେବେ ବି ଅଭାବ ରୁହେ ନାହିଁ। ପ୍ରତେକ୍ ମଣିଷ ସର୍ବଦା ଚାହିଁ ଥାଏ ଯେ ତା ଘରେ କେବେବି ନକାରାତ୍ମକ ଉର୍ଯା ନ ଆସୁ  ।

ତେବେ ସେମାନେ ବସ୍ତୁ ଶାସ୍ତ୍ର ର ଅନେକ ନିୟମ କୁ ମନି ଚଳି ଥାନ୍ତି ତେବେ ଆଜିର ସମୟରେ ମଣିଷ ଆଧୁନିକ ପରମ୍ପରା ଦେଇ ଗତି କରୁଛନ୍ତି ଯାହା ଫଳରେ ସେମାନେ ଧର୍ମ ପୁରାଣ ଓ ଗ୍ରନ୍ଥ କୁ ବୁଲିବାରେ ଲାଗିଛନ୍ତି।

ଯଦି ଆପଣ ମାତା ଲକ୍ଷ୍ମୀ ଙ୍କ କୃପା ପାଇବାକୁ ଚାହୁଁଛନ୍ତି ତେବେ ଘର ର ମୁଖ୍ୟ ଦ୍ଵାରା ରେ ବିଶେଷ ଧ୍ୟାନ ଦିଅନ୍ତୁ।ତେବେ ଆଜି ଆମେ ସେଇ ଚାରିଟି ଜିନିଷ ବିଷୟରେ ଜାଣିବା ଯାହା କୁ କେବେବି ମୁଖ୍ୟ ଦ୍ୱାର ସାମ୍ନାରେ ରଖିବା ଉଚିତ୍ ନୁହେଁ ନଚେତ୍ ଆପଣ ଧୀରେ ଧୀରେ ଭିକାରୀ ହେବାକୁ ଲାଗିବା।

ନମ୍ୱର୍ 1- ଝାଡୁ –

ଝାଡୁ ଏକ ବ୍ୟବହାର କାରୀ ଜିନିଷ ହବ ଦ୍ଵାରା ମଧ୍ୟ ଏହା ଅନେକ ପ୍ରକାର ନକାରାତ୍ମକ ଉର୍ଜ୍ ସୃଷ୍ଟି କରିଥାଏ।ଯଦି ଆପଣ ଏହା କୁ ମୁଖ୍ୟ ଦ୍ଵାର ରେ ରଖିବେ ତେବେ ନକାରାତ୍ମକ ଉର୍ଜା ସୃଷ୍ଟି ହବ ଓ ବିପତ୍ତି ମାଡ଼ି ଆସିବ ତେବେ ଏହାକୁ ଆପଣ ଘର ର ଏମିତି ସ୍ଥାନ ରେ ରଖିବା ଉଚିତ୍ ଯେଉଁଠି ଏହା ଉପରେ କାହାରି najara ପଡ଼ିବନି କାରଣ ଏହା ମଧ୍ୟ ମା ଲକ୍ଷ୍ମୀ ଙ୍କ ର ବହୁତ ପ୍ରିୟ ହୋଇଥାଏ।

ନମ୍ୱର୍ 2- ଜୋତା ବା ଚପଲ

ଆମେ ଏହି ଭୁଲ୍ ବାରମ୍ବାର କରିଥାଏ ।ଆମେ ସବୁବେଳେ ଘର ର ମୁଖ୍ୟ ଦ୍ଵାର ର ସାମ୍ନା ରେ ଜୋତା ରଖିଥାଉ ଯାହା ଫଳରେ କି କୌଣସି ସକାରାତ୍ମକ ଊର୍ଜା ଘରେ ପ୍ରବେଶ କରିପାରନ୍ତି ନାହିଁ ଓ ନକାରାତ୍ମକ ଊର୍ଯା ର ପ୍ରଭାବ ସବୁବେ ପଡେ ଯାହା ଫଳରେ ଆମ ଧୀରେ ଧୀରେ ଦାରିଦ୍ର୍ୟ ହେଇଯାଉ ସେଥିଲାଗି ଘର ର ମୁଖ୍ୟ ଦ୍ଵାରା ରେ କେବେ ବି ଚପଲ ରଖିବା ଉଚିତ୍ ନୁହେଁ ।

ନମ୍ୱର୍ 3-କଣ୍ଟା ବୃକ୍ଷ

ବନ୍ଧୁଗଣ ଆପଣ କେବେବି ଆପଣଙ୍କ ଘର ସାମ୍ନାରେ କୌଣସି କଣ୍ଟା ଜାତୀୟ ବୃକ୍ଷ କୁ ରଖିବେ ନାହିଁ ଏହା ଦ୍ଵାରା କୌଣସି ସକାରାତ୍ମକ ଜିନିଷ ଘର ମଧ୍ୟକୁ ପଶିପରେ ନାଇ ଓ ବିଭିନ୍ନ ପ୍ରକାର ର ଅସୁର ଶକ୍ତି ଘରେ ବାସ କରନ୍ତି ।ଘରେ ସବୁବେଳେ ଅସନ୍ନ୍ତି ଲାଗି ରୁହେ।ତେଣୁ କେବେ ବି ଘର ସାମ୍ନାରେ କଣ୍ଟା ବୃକ୍ଷ ରଖନ୍ତୁ ନାହିଁ

ନମ୍ୱର୍ 4- ଭଙ୍ଗା ବାସନ

କେବେବି କୌଣସି ପ୍ରକାର ର ଭଙ୍ଗା ବାସନ ଘର ସାମ୍ନା ରେ ରଖନ୍ତୁ ନାହିଁ ଏହା ଦ୍ଵାରା ମାତା ଲକ୍ଷ୍ମୀ ଘର ଛାଡ଼ି ଚାଲି ଜାନ୍ତି।ଘର ସାମ୍ନାରେ ଭଙ୍ଗା ବାସନ ରଖିବା ଦ୍ଵାରା ଘରେ ଆସନ୍ତି ଲାଗି ରହିବା ସହିତ ଘର ର ସୁଖ ଶାନ୍ତି ନଷ୍ଟ ହୋଇଥାଏ।ତେବେ କେବେ ବି ଘର ସାମ୍ନା ରେ ଭଙ୍ଗା ବାସନ
ରଖନ୍ତୁ ନାହିଁ  ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.