ଘରର ଏହି ଜାଗାରେ ଚୁପଚାପ ରଖିଦିଅନ୍ତୁ ଗୋଟେ ଲବଙ୍ଗ ଦେଖନ୍ତୁ ହେବ ଚମତ୍କାର….

ଏଇ ଜୀବନରେ ସମସ୍ତେ ଖୁସି ରହିବା ପାଇଁ ଚାହିଁ ଥାନ୍ତି। ଏହି ସମୟରେ ଖୁସିରେ ରହିବା ପାଇଁ ଜରୁରୀ ଅଟେ ଟଙ୍କା।କିଛି ଲୋକ ସେହିତି ପାଇଁ କଷ୍ଟ କରି ଟଙ୍କା ଆଣିଥାନ୍ତି କିନ୍ତୁ ତାଙ୍କ ପାଖରେ ଟଙ୍କା ନଥାଏ। ଅଉ କିଛି ଲୋକ ପରିଶ୍ରମ କରନ୍ତି ହେଲେ ସେମାନଙ୍କୁ ପରିଶ୍ରମର ଫଳ ମିଳି ନଥାଏ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ସେମାନେ ଅଳ୍ପ ପରିଶ୍ରମ କରି ଅଧିକ ଉପାର୍ଜନ କରିଥାନ୍ତି ।

କିନ୍ତୁ ଯେବେ ପର୍ଯ୍ୟନ୍ତ କର୍ମ କରିନାହାନ୍ତି ,ସେତେବେଳ ପର୍ଯ୍ୟନ୍ତ ଫଳ କୋଉଠି ପାଇଲେଣି । ସାଙ୍ଗ ମନେ ଆଜି ମୁଁ ଏମିତି ଉପାୟ କହିବି ଯାହାକୁ ଆପଣ ଆପଣାଇ ସବୁ କାମ କରି ପାରିବେ ।

ଏହି ଉପାୟ ପାଇଁ କିଛି ଲବଙ୍ଗ ଦରକାର ।ଏହି ଉପାୟ ସେଇ ମାନେ କରି ପାରିବେ ,ଯେଉଁ ମାନେ ଚାକିରୀ କିମ୍ବା ପ୍ରମସନ ନ ମିଳିବା ଦ୍ଵାରା ଟେନସନ ରେ ଅଛନ୍ତି ,କିମ୍ଵା ବିଜିନେସ ରେ ଲାଭ ଲାଭ ହୋଉନଥାଏ ।ଏହି ଉପାୟ ସେହି ଵ୍ୟକ୍ତି ପାଇଁ । ଏହି ଉପାୟ କରିବା ପାଇଁ ବହୁତ ସରଳ ଆଉ ଆଶ୍ଚର୍ଯ୍ୟ ଜନକ ଅଟେ।ଆଉ ଏହି ଉପାୟ କୁ ଯିଏ ସତ ମନରେ କରିବ

ତାହାଲେ ସେ ନିହାତି ସଫଳ ହୋଇ ପାରିବ । ତେବେ ଧ୍ୟାନ ରଖିବେ ଏହା କରିବା ପୂର୍ବରୁ କାହାରିକୁ କୁହନ୍ତୁ ନାହିଁ ।ଏହି ଉପାୟ ଟି ଯଦି ସ୍ତ୍ରୀ କରୁଛି ତାହାଲେ ଜାଣି ରଖିବା ଦରକାର ନିଜ ସ୍ୱାମୀ କୁ କୁହନ୍ତୁ ନାହିଁ ।ଅଉ ଯଦି ଏହି ଉପାୟ ଯଦି ସ୍ୱାମୀ କରୁଚି ତାହାଲେ ନିଜ ସ୍ତ୍ରୀ କି କୁହନ୍ତୁ ନାହଁ । ତେବେ ଚାଲନ୍ତୁ ସାଙ୍ଗ ମନେ ସେହି ଉପାୟ ବିଷୟରେ ଜାଣିବା ।

ଏହି ଉପାୟରେ କିଛି ଲବଙ୍ଗ ଅଉ ଗଟେ ଲାଲ କପଡା ନିୟନ୍ତୁ । ଆଉ ସେହି ଲାଲ କପଡ଼ାରେ ଲବଙ୍ଗ ଗୁଡିକ ବାନ୍ଧି ଦିଅନ୍ତୁ । ଏବଂ ସେହି ଲାଲ ପୁଟୁଳି କୁ ନେଇ ନିଜ ଆଲମାରୀ ରେ ରଖି ଦିଅନ୍ତୁ । ଆଉ ସେହି ଠାରେ ଦିପ ,ଜଳାନ୍ତୁ ଧୂପ ମଧ୍ୟ ଲଗାନ୍ତୁ ।

ଏହା ପରେ ନିଜେ ଲଷ୍ମୀ ମାତା ର ନାମ ନିୟନ୍ତୁ ଆଉ ନିଜ ମନ କଥା ଖାଲି କହି ଦିଆନ୍ତୁ । ଡେଖିବେ ନିଜର ସବୁ କିଛି ସମସ୍ୟା ଦୂର ହେଇ ଯିବା ।ବିଶେଷ କରି ଧନ ସମସ୍ୟା ଦୂର ହେଇ ଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।