ଘରେ ଶଙ୍ଖ ବଜଉଛନ୍ତି କି ? ଭୟଙ୍କର କଥା ଜାଣନ୍ତୁ

0

ଘରେ ଯଦି ଶଙ୍ଖ ରଖୁଛନ୍ତି ତେବେ କରନ୍ତୁ ନାହିଁ ଏହି ସବୁ ଭୁଲ୍।ଆମ ହିନ୍ଦୁ ଧର୍ମ ଅନୁସାରେ ଶଙ୍ଖର ବହୁତ ସବୁ ମହତ୍ ରହିଛି। ପ୍ରତ୍ୟେକ ଘର ଠାକୁର ଘରେ ନିଶ୍ଚୟ ଶଙ୍ଖ ଟିଏ ଥିବ କିନ୍ତୁ ଶଙ୍ଖ ରଖିବା ର କିଛି ନିୟମ ଅଛି ‌ଯଦି ଆପଣ ସେ ସବୁ ପାଳନ କରୁନଥିବେ ତେବେ ଆପଣ କର ହୋଇ ପାରେ ଅମନ୍ଗଳ ଯେମିତିକି ଆପଣ ଯାଣିଥିବେ ଭଗବାନ ବିଷ୍ଣୁ କର ପ୍ରିୟ ହେଉଛି ଶଙ୍ଖ ଭଗବାନ ବିଷ୍ଣୁ କୁ ସବୁ ବେଳେ ଶଙ୍ଖ ସୋଭା ପାଇଥାଏ।

ଯେକୌଣସି ‌ପୂଜା ଅର୍ଚ୍ଚନା ରେ ଶଙ୍ଖ ଯଦି ନ ବଜା ଯାଏ ତାହେଲେ ଆପଣଙ୍କ ପୂଜା ର ସଫଳ ମିଳିପାରେ ନାହିଁ ଏବଂ ଶଙ୍ଖବଜାଇବା ଦ୍ଵାରା ଘର ର ନକରାତ୍ମକ ଉର୍ଜ ଦୂରେଇ ଯାଇଥାଏ ଏବଂ ଆପଣ ମାନେ ଜାଣିଥିବା ।

ସନ୍ଧ୍ୟା ସମୟରେ ନକରାତ୍ମକ ଶକ୍ତି ବହୁତ ଅଧିକ ଥାଏ ସେଥିପାଇଁ ପ୍ରତ୍ୟେକ ଘରେ ତୁଳସୀ ଚଉରା ପାଖରେ ସନ୍ଧ୍ୟା ଦେବା ପରେ ଶଙ୍ଖ ବଜାଯାଏ ଏବଂ ଶଙ୍ଖ କୁ ଯେତେବେଳେ ଆପଣ ବଜଉଛନ୍ତୀ ମନେ ରଖିବା ୩ ଥର ଓ ଅଧା ବଜେଇବାକୁ ଏହା କରିବା ଦ୍ଵାରା ଆପଣ କ ଘରେ ଶୁଭ ହୋଇ ଥାଏ କିନ୍ତୁ ୩ ଥରକୁ ଅଶୁଭ ବିଚାର କରାଯାଏ  ।

ସେଥିପାଇଁ ୩ ଥର ଅଧା ବା ଯାହାକୁ ସାଢେ଼ ୩ଥର ବୋଲି କୁହାଯାଏ ଏପରି ଶଙ୍ଖ ବଜେଇଲି ବହୁତ ଶୁଭ ଫଳ ମିଳିଥାଏ ଏବଂ ଶଙ୍ଖ ବଜାଇବା ବେଳେ ମନେ ରଖନ୍ତୁ କେବେ ଅଧା ଖାଣ୍ଡିଆ ଶଙ୍ଖ ବଜେଇବେ ନାହିଁ ଯଦି ଆପଣ କର ଅଭ୍ୟାସ ନାହିଁ  ।

ତେବେ ଆପଣ ବଜାନ୍ତୁ ନାହିଁ କିନ୍ତୁ ଆପଣ ସନ୍ଧ୍ୟା ସମୟରେ କେବେ ଏହି ଭୁଲ କରିବେ ନାହିଁ ଯଦି ସନ୍ଧ୍ୟା ସମୟରେ ଏହି ଭୁଲ କରିବେ ମାଁ ଲକ୍ଷ୍ମୀ ହୁଏ ତ ଆପଣ କ ଘରକୁ ପ୍ରବେଶ କରିବେନି ଏବଂ ଯେଉଁ ଘରେ ଶଙ୍ଖ ନଥାଏ ସେ ଘର କୁ ମାଁ ଲକ୍ଷ୍ମୀ ପ୍ରବେଶ କରି ନଥାନ୍ତି । ସେହି ଘରେ ଧନ ର ସର୍ବଦା ଅଭାବ ଲାଗି ରୁହେ  ।

ଶଙ୍ଖକୁ ସର୍ବଦା ଉଚ୍ଚ ସ୍ଥାନ ର ରଖିବେ।ଓ ଜଦି ଆପଣଙ୍କୁ ହାର୍ଟ ସମସ୍ୟା ଥାଏ କିବା ପେଟ ଜନିତ ସମସ୍ୟା ଥାଏ ତେବେ ଆପଣ ଶଙ୍ଖ ବଜାନ୍ତୁ ‌ଯଦି ଆପଣ ଶଙ୍ଖ ବଜାଇବେ ତେବେ ଆପଣ କ ପେଟ ସମସ୍ୟା ଓ ହାର୍ଟ ସମସ୍ୟା ଭଲ ହେବ।ଶଙ୍ଖ କୁ ଧରିବା ମାତ୍ରେ ଆପଣ ପବିତ୍ର ହୋଇଯାଆନ୍ତି ,ଶଙ୍ଖ ହେଉଛି ପବିତ୍ରତା ର ପ୍ରତୀକ।

ଶଙ୍ଖ କୁ ଯଦି ଆପଣ ଥରେ ଧରିବେ ତେବେ ଆପଣ ପବିତ୍ର ହୋଇଯିବ କିନ୍ତୁ ଶଙ୍ଖ କୁ ସବୁବେଳେ ଗାଧୋଇ ସାରିବା ପରେ ଧରନ୍ତୂ କାରଣ ଶଙ୍ଖ କୁ ସବୁବେଳେ ଜଣେ ପବିତ୍ର ହୋଇସାରି ଧରିବା ଉଚିତ୍। ଯଦି ଆପଣ ଆପଣଙ୍କର ଘରେ ମାତା ଲକ୍ଷ୍ମୀଙ୍କୁ ଆଣିବାକୁ ଚାହୁଁଛନ୍ତି ତେବେ ଘରେ ୨ ଟି ଶଙ୍ଖ ରଖନ୍ତୁ, ଗୋଟିଏ ଠାକୁର ଘରେ ଓ ଆଉ ଗୋଟିଏ ଦଖିଣ ବତୀ ଶଙ୍ଖ ରଖନ୍ତୁ।

ଏହି ଶଙ୍ଖ ମାର୍କେଟ ରେ ଅତି ସହଯ ରେ ମିଳିଯିବ।ଦଖିଣ ବତୀ ଶଙ୍ଖ ଯେଉଁ ଘରେ ରୁହେ ସେହି ଘରେ ସବୁ ବେଳେ ଲକ୍ଷ୍ମୀ ରୁହନ୍ତି ଏବଂ ‌ସେହି ଘରେ ସବୁ ବେଳେ ‌ମନ୍ଗଳ‌ହୁଏ ସେଥିପାଇଁ ଏହି ଦଖିଣ ବତୀ ଶଙ୍ଖ କୁ ସବୁବେଳେ ଘରେ ରୁହନ୍ତି ଆଉ ମନେ ରଖନ୍ତୁ ଘରେ ଏଥି କୋୖଣସି ଭୂତ ପିଶାଚ ର ଆଂଶିକା ଥାଏ ତେବେ ଘରେ ଶଙ୍ଖ ବଜାନ୍ତୁ।

ଦେଖି ବେ ଘରେ କୋୖଣସି ଖରାପ ଶକ୍ତି ର ବାସ ରହିବନି।ଆଉ ଗୋଟିଏ କଥା ମନେ ରଖନ୍ତୁ ଯଦି ଆପଣ ଶଙ୍ଖ ଭିତରେ ପାଣି ରଖି ପାଦୁକା ପରି ସେବନ କରିବେ ଆପଣଙ୍କ ର ୯୦% ରୋଗ ଭଲ ହୁଏ ସେଥିପାଇଁ ଚେଷ୍ଟା କରନ୍ତୁ ଶଙ୍ଖ ର ପାଣି ସବୁ ବେଳେ ପିଇବାକୁ। ଶଙ୍ଖ ଆଣି ଘରେ ରଖିଥିଲେ ହେବନାହିଁ ବରଂ ସବୁ ବେଳେ ବଯେଇବା ଦରକାର  ।

ଶଙ୍ଖ ରେ ଯେମିତି ଗୋଡ଼ ନ ବାଜିବା ଦରକାର ଏହି କଥା ର ବିଶେଷ ଧ୍ୟାନ ଦିଅନ୍ତୁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.