ଘିକୁଆଁରୀ ଗଛର ୧୦ ଟି ଆଶ୍ଚର୍ଯ୍ୟ ଜଣକ ଫାଇଦା । ନିଶ୍ଚୟ ଜାଣି ରଖନ୍ତୁ

0

ଆଜି ଆମେ ଜାଣିବା ଘି କୁଆଁରୀ ଓ ଆଲୋବରା ର ଉପକାରିତା ବିଷୟ ରେ । ଆଲୋବରା ରେ ଭିଟାମିନ A , ଭିଟାମିନ C , ଭିଟାମିନ B12 , ଫୋଲିକ୍ ଏସିଡ ଆଦି ରହିଛି । ଏଥିରେ ବିଭିନ୍ନ ପ୍ରକାର ର ଏଞ୍ଜାଇମ୍ , ପୋଟାସିୟମ , କ୍ୟଲେଶିଆମ୍ , ସୋଡିଆମ୍ ଆଉ ଜିଙ୍କ ଆଦି ରହିଛି । ଏଥିରେ ଅକ୍ଜିଲାରି ହର୍ମୋନ ରହିଥାଏ ଯାହା ଆମ ଶରୀର ରେ କ୍ଷତ କୁ ଭଲ କରିଥାଏ । ଏଥିରେ ଆଣ୍ଟି ବ୍ୟାକ୍ଟେରିଆ , ଆଣ୍ଟି ଭାଇରାଲ , ଆଣ୍ଟି ସେଫଟିକ୍ ଗୁଣ ରହିଥାଏ । ଏହା ତ୍ୱଚା ପାଇଁ ବହୁତ୍ ଉପୋଯୋଗି ହୋଇଥାଏ । ଏବେ ଆସନ୍ତୁ ଜାଣିବା ଅଲୋବରା ର ଗୁଣ ବିଷୟ ରେ ।

1- ଏହା ଆମର ବ୍ରଣ ସମସ୍ୟା କୁ ଦୂର କରିଥାଏ । କିଛି ସମୟ ମୁହ ରେ ଆଲୋବେରା କୁ ଲଗାଇ ଛାଡ଼ି ଦେଇ ଓ ଏହାର ପରେ ଥଣ୍ଡା ପାଣି ରେ ଧୋଇ ଦେବା ଦ୍ଵାରା ବ୍ରଣ ଦୁର ହେବା ସହ ମୁହ ଚିକ୍କଣ ଦେଖାଯାଏ ।

2- ଆଖି ସମସ୍ୟା କୁ ଦୁର କରି ଥାଏ । ବର୍ତ୍ତମାନ ଯୁବ ପିଢ଼ି ମାନଙ୍କ ର ଅଧିକାଂଶ ଆଖି ସମସ୍ୟା ଦେଖା ଯାଇଛି । ଆଖି ପୋଡ଼ିବା ସହିତ ଆଖି ଲୋହି ଥାଏ ମଧ୍ୟ ତେବେ ଦୁଇ ଚାମଚ୍ ଆଲୋବରା ଜେଲ୍ ସହିତ ଗୋଟିଏ କପ୍ ପାଣି ରେ ଆଖି ଧୋଇବା ଦ୍ୱାରା ଆଖି ସମସ୍ୟା ଦୂର ହୋଇ ଥାଏ ।

3- ମେଦ ସମସ୍ୟା ଦୂର କରିଥାଏ । ବ୍ୟାୟାମ ଦ୍ବାରା କେବଳ ମେଦ ଦୁର ହୋଇ ନଥାଏ । ତେଣୁ ପ୍ରତିଦିନ ଅଲୋବେରା ଜେଲ୍ ସହିତ ଏକ ଗ୍ଲାସ ପାଣି ମିଶାଇ ପିଇବା ଦ୍ଵାରା ମେଦ ସମସ୍ୟା ଭଲ ହୋଇଥାଏ ।

4- ଦାନ୍ତ ସମସ୍ୟା ଦୂର ହୋଇ ଥାଏ , ଏହାର ଯେଲ୍ କୁ ଦାନ୍ତ ମୂଳରେ ଲଗାଇବା ଦ୍ଵାରା ଦାନ୍ତ ମଜବୁତ୍ ହୋଇ ଥାଏ । ଦାନ୍ତ ପୋକ କାଟିବା ସମସ୍ୟା ମଧ୍ୟ ଦୁର ହୋଇଥାଏ ।

5- ରୁପି ସମସ୍ୟା ଦୂର ହୋଇ ଥାଏ , ଦୁଇ ଚାମଚ୍ ଆଲୋବରା ଜେଲ ସହିତ କେଶର ମିଶାଇ ଲଗାଇବା ଦ୍ଵାରା ରୁପି ସମସ୍ୟା ଦୂର ହୋଇଥାଏ ଏହା ସହିତ ଚୁଟି ମଜବୁତ୍ ଓ ଘନ ହୋଇଥାଏ।

6- କ୍ଷତ ସମସ୍ୟା କୁ ଦୁର କରିଥାଏ , ଯେଉଁ ସ୍ଥାନ ରେ କ୍ଷତ ହୋଇଥାଏ ସେହି ସ୍ଥାନ ରେ ଆଲୋବରା ଜେଲ ଲଗାଇବା ଦ୍ଵାରା ଏହା ଭଲ ହୋଇଥାଏ । କୌଣସି ସ୍ଥାନ ପୋଡିଥିଲେ ସେହି ସ୍ଥାନ ରେ ଏହି ଜେଲ୍ ଲଗାଇବା ଦ୍ଵାରା ତାହା ଭଲ ହୋଇ ଥାଏ ।

7- ଆଣ୍ଠୁ ଗଣ୍ଠି ସମସ୍ୟା କୁ ଦୁର କରି ଥାଏ। ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଥିବା ସ୍ଥାନ ରେ ଏହି ଜେଲ୍ ମାଲିଶ୍ କରିବା ଦ୍ଵାରା ଆଣ୍ଠୁ ଗଣ୍ଠି ସମସ୍ୟା ଦୂର ହୋଇ ଥାଏ ।

8- ଜଳା ପୋଡ଼ା ସମସ୍ୟା ଦୂର ହୋଇ ଥାଏ , ରୋଷେଇ କରିବା ସମୟ ରେ ଯଦି ଚେଙ୍କ ଲାଗି ଫୋଟକା ହୋଇ ଯାଇଥାଏ ତେବେ ସେଠାରେ ଏହି ଯେଲ ଲଗାଇବା ଦ୍ଵାରା ତାହା ଭଲ ହୋଇ ଥାଏ।

9- ଯଦି କୌଣସି କୀଟ ଆପଣ ଙ୍କୁ କାମୁଡ଼ି ଅଛି ତେବେ ଉକ୍ତ ସ୍ଥାନ ରେ ଆଲୋବର ଜେଲ୍ ଲଗାଇ ଦିଅନ୍ତୁ ସେଥିରୁ ଉପଶମ ମିଳି ଥାଏ ।

10- ସ୍କିନ ଇନିଫେକ୍ସନ , ଯଦି ସ୍କିନ ରେ ଇନିଫେକ୍ସନ ହୋଇ କୁଣ୍ଡାଇ ହେଉଛି ତେବେ ସେହି ସ୍ଥାନ ରେ ଏହି ଅଲୋବରା ଜେଲ୍ ଲଗାଇ ଦିଅନ୍ତୁ ଦେଖିବେ କିଛି ମିନିଟ୍ ମଧ୍ୟ ରେ ରିଲିଫ୍ ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.