ହାତରେ ଥିବା ଅଧା ଚନ୍ଦ୍ରମା ବିଷୟରେ ଜାଣନ୍ତୁ ପାଦ ତଳୁ ମାଟି ଖସିଯିବ

0

ହାତର ରେଖା ବହୁତ କିଛି କହିଥାଏ । ବ୍ୟକ୍ତି ଜନ୍ମ ହେବା ସମୟରେ ତାର ହାତର ରେଖାକୁ ନେଇ କରି ଆସିଥାଏ । ଚାଳନ୍ତୁ ଜାଣିବା ଯଦି ଆମ ହାତରେ ଅଧା ଚନ୍ଦ୍ରମା ହୋଇଥାଏ ଏହାର ଅର୍ଥ କଣ ହୋଇଥାଏ । ଆପଣ ଦେଖି ଥିବେ ସମସ୍ତଙ୍କ ହାତର ରେଖା ଅଲଗା ଅଲଗା ହୋଇଥାଏ । ସେମିତି କିଛି ମାନେ ନାହିଁ କି ସମସ୍ତଙ୍କ ହାତରେ ଅଧା ଚନ୍ଦ୍ରମା ଥିବ ।

ସାଧରାଣତଃ ତିନି ପ୍ରକାରର ରେଖା ବନି ଥାଏ । ଗୋଟିଏ ହେଲା ଅଧା ଚନ୍ଦ୍ରମା, ଆଉ ଗୋଟିଏ ହେଲା ଏହି ଦୁଇ ହାତର ରେଖା ଯୋଡି ହୋଇ ନଥାଏ । ତୃତୀୟ ଟି ହେଲା ଏହି ଦୁଇ ରେଖା ଯୋଡିଲେ ସିଧା ହୋଇଥାଏ ।

ଆମ ଦୁଇ ହାତରେ ହୃଦୟ ରେଖା ଥାଏ । ଦୁଇ ହାତର ହୃଦୟ ରେଖା ଯୋଡିଲେ ଏହା ଦ୍ଵାରା ଏକ ପାଟର୍ନ ହୋଇ ପାରିବ । ଏହା ତିନି ପ୍ରକାରର ହୋଇଥାଏ ଯାହା ଉପରେ କୁହାଯାଇଛି । ତିନି ପ୍ରକାରର ପାଟର୍ନର କଣ ମୋଟିଭି ଅଛି ଆଜି ଆମେ ଆପଣ ମାନଙ୍କୁ କହିବୁ ।

ପ୍ରଥମ ପାଟର୍ନ ହେଲା ଅଧା ଚାନ୍ଦ –

ଅଧିକାଂଶ ଲୋକଙ୍କର ଅଧା ଚାନ୍ଦ ବନିଥାଏ । ଯେଉଁ ମାନଙ୍କର ହୃଦୟ ରେଖା କୁ ଯୋଡିବା ଦ୍ଵାରା ଅଧା ଚାନ୍ଦ ବନିଥାଏ ଏହି ବ୍ୟକ୍ତି ମାନେ କାଫି ଆଟ୍ରାକଟିଭ ହୋଇଥାନ୍ତି । ଏହି ଲୋକମାନେ ନିଜର ପିଲା ବେଳର ସାଙ୍ଗ କିମ୍ବା ଏମିତି କୌଣସି ବ୍ୟକ୍ତି ସହ ସେଟେଲ ହୋଇଥାନ୍ତି ଯେ କି ବିଦେଶରେ ରହିଥାଏ ।

ଏମିତି ଲୋକ ତାଙ୍କର ପ୍ରେମକୁ ପାଇବା ପାଇଁ ବହୁତ ଇଚ୍ଛୁକ ହୋଇଥାନ୍ତି । କିନ୍ତୁ କାହାକୁ ଦେଖାନ୍ତି ନାହିଁ । ଏମାନଙ୍କର ବୁଦ୍ଧି ବହୁତ ପ୍ରଖର ହୋଇଥାଏ । କୌଣସି କଠିନ ପରିସ୍ଥିତି ଏମାନଙ୍କ ପାଇଁ ବଡ ହୋଇ ନଥାଏ ଏହି ଭଳି ବ୍ୟକ୍ତି କୌଣସି କାମକୁ କରିବା ପାଇଁ ଡରନ୍ତି ନାହିଁ ।

ଦ୍ଵିତୀୟ ଯେଉଁ ବ୍ୟକ୍ତିମାନଙ୍କ ହୃଦୟ ରେଖା ସିଧା ଥାଏ –

ଯଦି ଆପଣ ଏହି ଶ୍ରେଣୀରେ ଆସୁଛିନ୍ତି ତେବେ ଆପଣ ବହୁତ ଶାନ୍ତ ସ୍ଵଭାବର ଦୟାଳୁ ମଣିଷ ଅଟନ୍ତି । ଏମିତି ବ୍ୟକ୍ତି ବହୁତ କମ ହୋଇଥାନ୍ତି । ଓ ଏମାନେ ବହୁତ ଭାଗ୍ୟ ଶାଳି ହୋଇଥାନ୍ତି । ଆପଣଙ୍କୁ ସବୁ କାମ କରିବା ପାଇଁ ବହୁତ ଭଲଲାଗିଥାଏ ।

ତୃତୀୟରେ ଜାଣିବା ଯେଉଁ ଲୋକଙ୍କର ହୃଦୟ ରେଖା ମିଶି ନଥାଏ –

ଏମିତି ଲୋକ ବହୁତ ପରିଶ୍ରମୀ ହୋଇଥାନ୍ତି । ଏହି ଲୋକମନଙ୍କଊ ବିଲକୁଲ ବି ଫରକ ପଡି ନାଥାଏ କି ଲୋକମାନେ ତାଙ୍କ ପଛରେ କଣ କହୁଛନ୍ତି । ଏମାନେ ନିଜ ସାଥିର ବହୁତ ଧ୍ୟାନ ରଖି ଥାନ୍ତି । ଏମାନେ ବହୁତ ଜୋସ ଭରା ସ୍ଵଭାବର ହୋଇଥାନ୍ତି । କୌଣସି କାମକୁ ଅତି ଶୀଘ୍ର ଶେଷ କରିବା ପାଇଁ ପସନ୍ଦ ଆସିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.