ହଜିଯାଇଥିବା ଭଉଣୀକୁ ବେଶ୍ୟାଳୟରେ ଦେଖି ଭାଇ ର ପାଦ ତଳୁ ମାଟି ଖସି ଗଲା , ତା ପର ର ଘଟଣା …..

ଆପଣ ମାନଙ୍କୁ ଜଣାଥିବ ବର୍ତ୍ତମାନ ସମୟରେ ଚାକିରୀ କିମ୍ବା କାମ ଦେବା ନା ରେ ପ୍ରଲୋଭନ ଦେଖାଯାଉଛି ଏବଂ କ୍ଷେତ୍ର ସ୍ଥାନରେ ପହଞ୍ଚିବା ପରେ ସେଇଠି ଆଉ କିଛି ଦେଖିବାକୁ ମିଳୁଛି । ଆମ ଭାରତରେ ଅନେକ ଯୁବତୀ ମାନେ ଏମିତି ପ୍ରଲୋଭନରେ ଶିକାର ହୋଇ ଦୀର୍ଘ ଦୀାର୍ଘ ବର୍ଷ ଧରି ମଜବୁର ହେଉଛନ୍ତି ଅନୈତି୍କ କାର୍ଯ୍ୟରେ ସାମିଲ ହେବା ପାଇିଁ ।

ଆଜି ଆମେ ଆପଣ ମାନଙ୍କୁ 4 ବର୍ଷ ତଳେ ନିଖୋଜ୍ ହୋଇଥିବା ଏମିତି ଜଣେ ଯୁବତୀ ଙ୍କ ବିଷୟରେ ଆଲୋଚନା କରିବୁ ଯାହାଙ୍କର ବିଷୟରେ ଜାଣିବା ପରେ ଆପଣଙ୍କ ଆଖରୁ ମଧ୍ୟ ଲୁହ ଆସିଯିବ ।

ଆପଣ ମାନେ ଜାଣିଥିବେ ଆମ ଭାରତ କିମ୍ବା ଅନ୍ୟ ଦେଶରେ ମଧ୍ୟ ଦେହ ବେପାର କାରବାର ଚାଲିଛି ।

ପ୍ରତିଦିନ ରାଜ୍ୟରୁ ଏବଂ ରାଜ୍ୟବାହାରୁ ଶହ ଶହ କମବୟଷ୍କା ଯୁବତୀ ମାନଙ୍କୁ ଦେହ ବ୍ୟାପର ରେ ନିୟୋଜିତ କରାଯାଉଛିୁ , କେହି କେହି ନିଜ ଇଛାରେ ଏହି କାର୍ଯ୍ୟରେ ଲିପ୍ତ ରହୁଛି ତ ଆଉ କାହାକୁ ବାଧ୍ୟତାମୂଳକ ଭାବରେ ଏମିତି କାର୍ଯ୍ୟ କରିବା ପାଇିଁ ବାଧ୍ୟ କରାଯାଇଛି । ତେବେ ସେମିତି ଏକ ଘଟଣା ଆଜକୁ ଚାରିବର୍ଷ ତଳେ ହୋଇଥିଲା ଯାହାର ଫର୍ଦାଫାସ୍ ଏବେ ଦେଖିବାକୁ ମିଳୁଛି ।

ସେହି ଚାରିବର୍ଷ ତଳେ ନିଖୋଜ୍ ଥିବା ଝିଅ ଟି ରେଡ୍ ଲାଇଟ୍ ରେ କାମ କରୁଥିଲା , ଦିନେ ତାର ଭଉଣୀର ସାଙ୍ଗ ଉକ୍ତ ବେ ଶ୍ୟାଳୟକୁ ମସ୍ତି କରିବା ପାଇିଁ ଆସିଥିଲ ଏବଂ ଦେଖିବାକୁ ପାଇଲା କି ତାର ସାଙ୍ଗର ଭଉଣୀ ଯିଏ 4 ବର୍ଷ ତଳେ ନିଖୋଜ୍ ବୋଲି ସାବସ୍ତ ହୋଇଥିଲା ।

ଦେଖିବା ପରେ ସେ ତାଙ୍କ ସହିତ କଥାବାର୍ତ୍ତା ହେଲେ ଏବଂ ତାପରେ ସେହି ଝିଅକୁ ରେଡ୍ ଲାଇଟ୍ ଏରିଆରୁ ମୁକୁଳାଇଦେଲା । ପୁଲିସ ସହାୟତାରେ ଏଠାରେ ଝିଅକୁ ଉଦ୍ଧାର କରାଯାଇଥିଲା , ପୁଲିସ ଯୁବତା ଙ୍କୁ ତାଙ୍କର ଅତୀତ କଥା ବିଷୟରେ ପଚାରିଥିଲେ ।

ଯୁବତୀ ଜଣଙ୍କ କହିଥିଲେ କି ତାଙ୍କୁ 4 ବର୍ଷ ତଳେ ହରିଆଣାର ଜଣେ ମହି୍ଳା ତାଙ୍କୁ ବିବାହର ପ୍ରଲୋଭନ ଦେଇଥିଲେ ପରେ କାମ ଦେବା ନା ରେ କିଶୋରଗଞ୍ଜ ଚକଳାଘରରେ ବିକ୍ରି କରିଦେଲା , ପରେ ଅଶୋକ ଖଲିପା ଏଠାରେ ବିକ୍ରି କରାଯାଇଥିଲା ,ଏବଂ ତାଙ୍କୁ ଏହି ବେ’ଶ୍ୟାଳୟକୁ ବାଧ୍ୟତା ଅନୁସାରେ ଅଣା ଯାଇଥିଲା ଏବଂ ବାଧ୍ୟତାମୂଳକ ଭାବରେ କାମ କରିବାକୁ କୁହାଯାଇଥିଲା ଯାହା କରିବା ପାଇିଁ ନିରିହ ଝିଅଟି ବାଧ୍ୟ ହେଲା ।

ସେ ମଧ୍ୟ କହିଥିଲା କି ମୋ ପରି 10 ବର୍ଷ ଧରି ଝାଡଖଣ୍ଡର ଜଣେ ଯୁବତୀ ଫସି ରହିଛି ଯାହାର ବାହାରିବା ବାଟ ବନ୍ଧ ହୋଇରହିଛି । ବର୍ତ୍ତମାନ ସେହି ଝିଅଟି ଗୋଟିଏ ପାପ ସନ୍ତାନ କୁ ଜନ୍ମ ଦେଇଛି ,ପୁଲିସ 4ବର୍ଷୀୟ ନିଖୋଜ୍ ଙ୍କ ମୁହଁରୁ ସମସ୍ତ କଥା ଶୁଣିବା ପରେ ତାଙ୍କ ସହିତ ଆଉ ଜଣଙ୍କୁ ମଧ୍ୟ ଖୋଲାସ୍ କରିଥିଲେ ବେ’ଶ୍ୟାଳୟ ରୁ ।

ଏହି କୋଠାର ନାମ ଅଶୋକ ଖଲିପା ଓ ନସିମା ଖାତୁନ୍ ଯେଉଁ ଥିରୁ ପୁଲିସ ଦିନ 11 ସମୟରେ ଯୁବତୀ ଙ୍କୁ ରେଡ୍ କରି ଉଦ୍ଧାର କରିଥିଲା ଏବଂ ଏହି କୋଠାର ମାଲିକ ଙ୍କୁ ମଧ୍ୟ ଗିରଫ କରିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।