Loading...

ହାର୍ଦ୍ଧିକ୍ ପାଣ୍ଡିଆ ଏହି ବଲିଉଡ ହସିନା ଉପରେ ହୋଇଛନ୍ତି ପ୍ରେମ ରେ ପାଗଳ । ଦେଖନ୍ତୁ ଏହି ଅଭିନେତ୍ରୀ ଙ୍କ କିଛି ଫୋଟ ।

0 261

ଭାରତୀୟ କ୍ରିକେଟର ଭିତରୁ ଏବେକା ସମୟ ରେ ବହୁତ ଆଗକୁ ଯିବାରେ ଲାଗିବା ବେଳେ ବହୁତ ଖେଳାଳି ମାନଙ୍କ ର ଭିତରର କଥା ଏବେ ବାହାରକୁ ଆସିବା ରେ ଲାଗିଛି । ଆପଣ ତ ଆମ ଭାରତୀୟ ଦଳ ଏକ ବଡ ହିଟର ହାର୍ଦ୍ଧିକ୍ ପାଣ୍ଡିଆ ଙ୍କୁ ତ ବହୁତ ଭଲ ଭାବେ ଜଣିଥିବେ ।

ଆଜି ଆମେ ଆପଣଙ୍କୁ ଏକ କଥା ଜଣାଇବା ପାଇଁ ଜାଉଛୁ ଜାହାକୁ ଆପଣ ସୁଣି ବହୁତ ଭାବେ ଆଶ୍ଚର୍ଯ୍ଯ ହୋଇଯିବେ । ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ ସମୟ ରେ ହାର୍ଦ୍ଧିକ୍ ପାଣ୍ଡିଆ ଙ୍କ ହୃଦୟ ରେ ଗୋଟିଏ ବଲିଉଡ ର ସେକ୍ସି ହିରୋଇନ ରାଜ କରୁଛନ୍ତି ।

ସୂତ୍ର ଅନୁସାରେ ଜଣାଯାଏ ର ସତରେ ହାର୍ଦ୍ଧିକ୍ ପାଣ୍ଡିଆ ତାଙ୍କ ସହିତ ମିଳା ମିଶା କରିବା ପାଇଁ ଚାହୁଁଛନ୍ତି । ଏପରି ଭାବେ ସେ ଗୋଟିଏ ପ୍ରସ୍ କୋନଫ୍ରେସ ରେ କହିଥିଲେ ।

ଏପରି ବି କହିଛନ୍ତି କି ସେ ଏହି ଅଭିନେତ୍ରୀ ଙ୍କ ଉପରେ ବହୁତ ଫିଦା ଓ ସତ ରେ ସେ ତାଙ୍କୁ ପସନ୍ଦ ବି କରିଥାନ୍ତି । ଏହି ଅଭିନେତ୍ରୀ ଙ୍କୁ ସେ IPl ରେ ବହୁତ ଥର ଦେଖି ଥିଲେ ଓ ଏପରି କି ବେଳେ ସେ ଏୟାରପୋର୍ଟ ରେ ବି ଦେଖି ଥିଲେ ।

ଖବର ଅନୁସାରେ ଯେଉଁ ହଟ ହିରୋଇନ୍ ହାର୍ଦ୍ଧିକ୍ ପାଣ୍ଡିଆ ଙ୍କ ହୃଦୟ ରେ ବସିଛି ସେ ଆଉ କେହି ନୁହନ୍ତି । ତାଙ୍କ ନାମ ହେଲା ଉର୍ବଶ୍ରୀ ରାଉତେଲା ଅଟନ୍ତି । କଣ ଆପଣ ଟିକିଏ ଆଶ୍ଚର୍ଯ୍ଯ ହେଲେ କି ।

ଏହା ପୂର୍ବରୁ ବହୁତ ଥର ହାର୍ଦ୍ଧିକ୍ ପାଣ୍ଡିଆ ଓ ଉର୍ବଶ୍ରୀ ଙ୍କୁ ଦେଖାଯାଇଛି ଏକା ସଙ୍ଗେ । ତେବେ ଏପରି ବେଳେ ଏହି ଦିନରେ ସେ ଜଣା ସୁଣା ବିଜନେସ ମ୍ୟାନ ଙ୍କ ପାର୍ଟି ରେ ବି ଦେଖା ଦେଇଥିଲେ ।

ଏହା ଭିତରେ ଏକ ବହୁତ ବଡ ଖବର ବି ଜଣା ପଡିଛି କି ହାର୍ଦ୍ଧିକ୍ ପାଣ୍ଡିଆ ଓ ଉର୍ବଶ୍ରୀ ଏହି କିଛି ଦିନ ତଳେ ଡେଟ କରୁଥିବାର ବି ଦେଖା ଦେଇଥିଲେ । ତେବେ ବର୍ତ୍ତମାନ ସମୟ ରେ ବାସ ଏହି କଥା ଜାଣିବା କଥା କି ଏମାନ ଙ୍କ ପ୍ରେମ ର ଗାଡି ଆଗକୁ ଆଗକୁ ବଢିବ ବ ନାହିଁ ବାସ ଦେଖିବାର ରହିଛି । ଏପରି ବେଳେ ବହୁତ ଝିଅ ମାନେ ବା ସେଲିବ୍ରେଟି ମାନେ ହାର୍ଦ୍ଧିକ୍ ପାଣ୍ଡିଆ ଙ୍କ ପଛ ରେ ବହୁତ ପାଗଳ ଙ୍କ ପରି ପଡିଛନ୍ତି ।

ତେଣୁ ଏମାନଙ୍କ ପ୍ରେମ ର ଗାଡି ଆଗକୁ ବଢିବ ବ ନାହିଁ ସେ କଥା ଜଣା ପଡିବ । କିନ୍ତୁ ଏହି ଦିନ ରେ ଯେମିତି ସେମାନେ ନିଜ ନିଜକୁ କମେମ୍ଟ କରିବା ରେ ଲାଗିଛନ୍ତି ସେଇଥିରୁ ତ ଜଣା ପଡୁଛି । କି ଏମାନଙ୍କ ପ୍ରେମ ବହୁତ ଆଗକୁ ଜାଇ ସାରିଲାଣି । ବୋଲି ।

Loading...
Loading...