Loading...

ଜୀବନ ପ୍ରତି ବିପଦ ସାଜୁଛି ସ୍ମାର୍ଟଫୋନ୍ ! ଶୁକ୍ରାଣୁ ହ୍ରାସ ସହ ହୋଇପାରେ ଅତି ଭୟଙ୍କର ରୋଗ । କେମିତି ଜାଣିବେ ଜାଣନ୍ତୁ

0 144

ଆଜି ଲାଲି ର ଦୁନିଆଁ ରେ ପ୍ରାୟତଃ ସମସ୍ତ ଙ୍କ ପାଖରେ ସ୍ମାଟ ଫୋନ ରହିଛି ଏମିତି ରେ ଆଜି କାଲି ଲୋକ ମାନେ କେବଳ କଥା ହେବା ପାଇଁ ହିଁ ସ୍ମାଟ ଫୋନ କୁ ବ୍ୟବହାର କରୁ ନାହାନ୍ତି ବରଂ ସେମାନେ ଏହି ସ୍ମାଟ ଫୋନ ରେ ଅନ୍ୟ ବି କିଛି କରି ଥାନ୍ତି ଯେପରି କି ଆଜି କାଲି ଇଣ୍ଟର ନେଟ ର ଜମାନା ରେ ସମାନେ ସୋସିଆଲ ମିଡିଆ ରେ ବହୁତ ମାତ୍ରା ରେ ଉପଲବ୍ଧ ରହିଥାନ୍ତି ।

ଏହା ସହିତ ସେମାନେ ବହୁତ ମାତ୍ରା ରେ ଭିଡ଼ିଓ ଗେମ୍ ମଧ୍ଯ ଖେଳିବା ପାଇଁ ଏହି ଜିନିଷ କୁ ବ୍ୟବହାର କରି ଥାନ୍ତି । ଏପରି ବେଳେ ଏହି ସ୍ମାଟ ଫୋନ କୁ ବ୍ୟବହାର କରିବା ବହୁତ ଭଲ ମଧ୍ଯ ଅନ୍ୟ ପଟେ ବହୁତ ଖରାପ ମଧ୍ଯ । କଣ ଆପଣ ଜାଣିଛନ୍ତି କି ବର୍ତ୍ତମାନ ସମୟ ରେ ସ୍ମାଟ ଫୋନ ଜୀବନ ପ୍ରତି ବିପଦ ସାଜୁଛି ଏହାବି ବହୁତ ସତ କଥା କି ସ୍ମାର୍ଟଫୋନ୍ୱ ଜରିଆରେ ଆମର ବହୁତ କାର୍ଯ୍ଯ ସହଜ ରେ ସଫଳ ହୋଇ ଥାଏ ।

କିନ୍ତୁ ବର୍ତ୍ତମାନ ସମୟ ରେ ଏହା ମଣିଷ ପ୍ରତି ବହୁତଚ ମାତ୍ରା ରେ ବିପଦ ସାଜୁଛି ବୋଲି ଜଣା ପଡିଛି । ତେବେ ଆସନ୍ତୁ ଆମେ ଆଜି ଜାଣିବା କି ସ୍ମାର୍ଟଫୋନ୍ ବ୍ୟବହାର ରେ ଆମ ଜୀବନ ପ୍ରତି ରହି ଥିବା ବିପଦ କଣଁ । କିଛି ବୈଜ୍ଞାନୀକ ଙ୍କ ମତ ରେ ବର୍ତମାନ ସମୟ ରେ ସ୍ମାର୍ଟ ଫୋନ୍ ମଣିଷ ପାଇଁ ସାଇଲେଂଟ କିଲର କାୈର୍ଯ୍ଯ କରୁଛି ।

ପ୍ରକୃତ ରେ କଥଆ ହେଲା ମୋବାଇଲ୍ ର ରେଡ଼ିଏସନକ ବହୁତ ମାତ୍ରା ରେ ମଣିଷ ପାଇଁ କ୍ଷେତି କାରକ ସାବ୍ୟସ୍ତ ହୋଇଥାଏ । ଓ ଏହା ହଠାତ୍ ମାତ୍ରେ ମଣିଷ ର ମସ୍ତିସ୍କରେ ବହୁତ ମାତ୍ରା ରେ ପ୍ରଭାବ ପକାଇ ଥାଏ । ବରା୍ତ୍ତମାନ ସମୟ ରେ ଏହି ରେଡ଼ିଏସନକ ରୁ ବଞିଚିତ ପାଇଁ ମାନକ ପ୍ରସ୍ତୁତ କରାଯାଉଛି ।

ଏମିତି ରେ ଗୋଟିଏ ମୋବାଇଲ୍ ରେ ରେଡ଼ିଏସନକ ର ମାତ୍ରା ସେତେ ବେଳେ ଅଧିକ ହୋଇ ଥାଏ ଯେତେ ବେଳେ ମୋବାଉଲ୍ ରେ ଚାର୍ଜ ର ମାତ୍ରା ବହୁତ କମ୍ ମାତ୍ରା ରେ ରହିଥାଏ । ଏମିତି ବେଳେ ମଣିଷ ର ମସ୍ତିସ୍କରେ ବହୁତ ମାତ୍ରା ରେ ପ୍ରଭାବ ପକାଇ ଥାଏ । ଆପଣଙ୍କୁ ଜାଣି ବହୁତ ଆଶ୍ଚର୍ଯ୍ଯ ହେବ କି ଜଣେ ମଣିଷ ସବୁ ବେଳେ ଏହି ସ୍ମାର୍ଟ ଫୋନ ର ବ୍ୟବହାର କରିବା ଦ୍ବାରା ଟ୍ୟୁମର, ଓ କ୍ୟାନ ସର ପରି ରୋଗ ଆରମ୍ଭ ହୋଇ ଥାଏ । ଏମିତି ବହୁତ ପରିମାଣ ରେ ହୋଇ ଥାଏ ଯେତେ ବେଳେ ଆପଣ ଟ୍ରେନ୍ ବା ବସ୍ ଜାଉଛନ୍ତି ଓ ମୋବାଇଲ୍ ର ବ୍ୟବହାର କରୁଛନ୍ତି ତେବେ ବହୁତ ମାତ୍ରା ରେ ଆପଣଙ୍କ ଉପରେ ଏହାର ପ୍ରଭାବ ପଡିଥାଏ । ମୋବାଇଲ୍ ର ରେଡ଼ିଏସନକ କୁ Specific Absorption Rate କୁହାଯାଏ ।

Loading...
Loading...