Take a fresh look at your lifestyle.

ଦେଖନ୍ତୁ ଭିଡିଓ । 5000 ବର୍ଷ ପୁରୁଣା ମନ୍ଦିରରେ କେମିତି ହନୁମାନଜି ଖାଆନ୍ତି ଲଡୁ, ଭକ୍ତ ମାନଙ୍କର ମନୋକାମନା କରନ୍ତି ପୁରଣ ..

0 520

ଏବେବି ଐକ୍ୟ ଏବଂ କଳା ସ୍ଥାପତ୍ୟ ର ରହସ୍ୟ ଗୁଡିକୁ ସୋସିଆଲ ମିଡିଆରେ ଚର୍ଚ୍ଚିତ ହେଉଛି ।ଏବେ ରାମୟଣରେ ଭଗବାନ ଶ୍ରୀରାମ ଙ୍କର ବୀର ତଥା ତାଙ୍କର ପରମ ମିତ୍ର ବୀହ ହନୁମାନ ଙ୍କର ଭୁମିକା ଦେଖିବାକୁ ମିଳିଥାଏ I ମାତା ସୀତାଙ୍କୁ ଲଙ୍କାପତି ରାବଣ ହରଣ କରିବା ମୟରେ ହନୁମାନ ପ୍ରଭୃ ଶ୍ରୀରାମଙ୍କର ଯେଥେଷ୍ଟ ଭୂମିକା ରହିଛି ମାତାଙ୍କୁ ରାବଣ କବଳରୁ ମୁକଳାଇବା ପାଇିଁ । ପବନ ପୁତ୍ର ହନୁମାନ ଙ୍କ ପାଖରେ ବୃଦ୍ଦି ରହିବା ସହିତ ସେ ବହୁତ ଶକ୍ତିଶାଳୀ ମଧ୍ୟ ।ହନୁମାନ ଆଜି ବି ଏ କଳିଯୁଗରେ ଜୀବିତ ହୋଇ ରହିଛନ୍ତି . ।

ଲୋକେ ତାଙ୍କର ମାନସିକ ପୂରଣ କରିବା ପାଇିଁ ହନୁମାନଙ୍କର ପୂଜା ଆରଧନା ବା ବ୍ରତ ରଖିଥାନ୍ତି । ଯେଉଁ ବ୍ୟକ୍ତିଙ୍କ ଉପରେ ପ୍ରଭୃ ହନୁମାନଙ୍କର ଆର୍ଶିବାଦ ରହିବ ସେହି ବ୍ୟକ୍ତିଙ୍କର ଭାଗ୍ୟ ନିଶ୍ଚିତ ପରିବର୍ତ୍ତନ ହୋଇଯିବ । ହନୁମାନଙ୍କ କୃପା ବିଷୟରେ ବହୁତ ଲୋକ ବିଶ୍ବାସ କରିଥାନ୍ତି ଏବଂ ତାଙ୍କ ମନ୍ଦିରକୁ ପ୍ରତିଦିନ ଦର୍ଶନ ପାଇିଁ ଜାତାୟତ କରନ୍ତି ।ଆଜି ଆମେ ତାଙ୍କର ପୁରୁଣା 5000 ବର୍ଷର ମନ୍ଦିର ର ରହସ୍ୟ ସମ୍ପର୍କରେ କହିବାକୁ ଯାଉଛୁ ।ଯେଉଁ ମନ୍ଦିରରେ ହନୁମାନ ଆଜି ପର୍ଯ୍ୟନ୍ତ ଖାଉଛନ୍ତି ଲଡୁ ।

Image result for hanuman eat ladu

ଆମେ ତାଙ୍କର ଯେଉଁ ମନ୍ଦିର ରହସ୍ୟ ବିଷୟରେ କହିବାକୁ ଯାଉଛୁ ତାହା ଉତ୍ତର ପ୍ରଦେଶର ର ଇଟାବା ଜିଲ୍ଲା ରେ ଅବସ୍ଥିତ ବିହଡ଼ ରେ ରହି ।ହନୁମାନଙ୍କର ଏହି ରହସ୍ୟମୟ ମନ୍ଦିର ଆଜକୁ ପ୍ରାୟ 5000 ହଜାର ବର୍ଷର ଅଟେ । କାରଣ ଏହା ରାଜା ରାଜୁଡା ଙ୍କ ସମୟର ମନ୍ଦିର ଅଟେ ଏହି ମନ୍ଦିର ନିର୍ମାଣର ପ୍ରଥମ ରାଜା ଥିଲେ ରାଜା ହୁକୁମ ତେଜ ପ୍ରତାପ ।ସେ ସ୍ବପ୍ନ ମାଧ୍ୟମରେ ହନୁମାନଙ୍କର ଶୋଇଥିବା ପ୍ରତିମୃର୍ତ୍ତି ସମ୍ପର୍କରେ ଦେଖିଥିଲେ ।

Image result for hanuman eat ladu

ଯାହା ଫଳରେ ସେ ରାଜା ଯେଉଁ ସ୍ଥାନର ସ୍ବପ୍ନ ଦେଖିଥିଲେ ସେ ସେହି ସ୍ଥାନକୁ ଗଲେ ଏବଂ ଯିବା ସମୟରେ ଜାଣିବାକୁ ପାଇଲେ କି ସେଠାରେ ହନୁମାନ ଙ୍କରଏ ହି ଦୃଶ୍ୟ ତାଙ୍କୁ ମିଳିଲା । ସେ ଆଶ୍ଚର୍ଯ୍ୟ ହୋଇ ତୁରନ୍ତ ମନ୍ଦିର କରିବାର ନେତୃତ ନେଲେ ଏବଂ ନିର୍ମାଣ ପାଇିଁ ସହାୟକ କରିଲେ ।ବାସ୍ତବରେ କହିବାକୁ ଗଲେ ହନୁମାନ ସେହି ମନ୍ଦିରରେ ସ୍ବୟଂ ବିରଜମାନ ହୁଅନ୍ତି । ଏବଂ ମନ୍ଦିରରେ ଲାଗିଥିବା ଲଡୁ ଖାଇବା ପାଇିଁ ଆସନ୍ତି ।

ଏବଂ ରାତିରେ ପ୍ରଭୃ ରାମ ଙ୍କର ଗୁଣଗାନ ମଧ୍ୟ ଶୁଭାଯାଏ ଯାହା ସପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ଅଟେ ।ଏହି କାରଣ ରୁ ଜଣା ଯାଇଛି କି ଏବେବି ହ ହନୁମାନଏହି ମନ୍ଦିରକୁ ପ୍ରତିଦିନ ଲଡୁ ଖାଇବା ପାଇିଁ ଆସନ୍ତି ।ଏହି ମହାବୀର ହନୁମାନଙ୍କର ରହସ୍ୟ ସମ୍ପର୍କରେ ଜାଣିବା ପାଇିଁ ବହୁତ ଜ୍ୟୋର୍ତିବିଦ ଏବଂ ବୈଜ୍ଞାନିକ ଜାଣିବା ପାଇିଁ ଚେଷ୍ଚା କରୁଛନ୍ତି କିନ୍ତୁ ସେମାନେ ଏତେ ପର୍ଯ୍ୟନ୍ତ କୌଣସି ସୁରାଖ ପାଇନାହାଁନ୍ତି ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.