Loading...

ଏଚଡିଏଫସି ବ୍ୟାଙ୍କ୍ ଲଞ୍ଚ୍ କଲା ନୂଆ କାର୍ଡ ! ପ୍ରତିବର୍ଷ ମାଗଣାରେ ମିଳିବ ୫୦ ଲିଟର ପେଟ୍ରୋଲ୍ / ଡିଜେଲ୍ , ଦାମ୍ ରହିଛି ୫୦୦ ଟଙ୍କା

Loading...

ବର୍ତ୍ତମାନ ସମୟରେ ପ୍ରେଟୋଲ ଏବଂ ଡିଜେଲ ଦର ପୁରା ଆକାଶ ଛୁଆଁ । ଦେଖିବାକୁ ଗଲେ ଡିଜେଲ ଅପେକ୍ଷା ପ୍ରେଟୋଲ ର ଅଧିକ ଦାମ ରହିଛି । ଯଦି ଆପଣ ମାନଙ୍କୁ ଏହି ଦୁଇଟି ଜିନିଷ ବିନା ମୂଲ୍ୟରେ ଦିଆଯାଏ ତେବେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ । ଆଜିକାଲି ଦୁନିଆରେ ମାଗଣା ମିଳୁଥିବା ଜିନିଷ ପ୍ରତି କିଏ ବା ଆକୃଷ୍ଟ ନୁହେଁ କାହାରିକୁ ମାଗଣା କୌଣସି ଜିନିଷ ମିଳିଲେ କଣ ସେ ଗ୍ରହଣ କରିବ ନାହିଁ ସେମିତି ବର୍ତ୍ତମାନ ର ସମୟ ନୁହେଁ । ବର୍ତ୍ତମାନ ପ୍ରେଟ୍ରୋଲ ଏବଂ ଡିଜେଲ ବିନା ମୂଲ୍ୟରେ ପୁଣି 50 ଲିଟର ମାଗଣା ମିଳିବା କୁ ଯାଉଛି ।

ତେବେ ଆପଣ ମାନେ ଆଜି ହିଁ ପ୍ରସ୍ତୁତ ହୋଇଯାଆନ୍ତୁ ଏହି ଜିନିଷର ଫାଇଦା ଉଠାଇବା ପାଇିଁ କାରଣ ଏଚଡିଏଫସି ବ୍ୟାଙ୍କ ଏହି ଅଫର ବର୍ତ୍ତମାନ ବାହାର କରିଛି । ଏଚଡିଏଫସି ବ୍ୟାଙ୍କ୍ ପକ୍ଷରୁ ଏମିତି ଏକ ଘୋଷଣା ଜାରି ହୋଇଛି । ସୁଚନା ମୁତାବିକ୍ ଏଚଡିଏଫସି ବ୍ୟାଙ୍କ୍ ଲଞ୍ଚ୍ କଲା ନୂଆ କାର୍ଡ ବର୍ତ୍ତମାନ ହୋଇଛି । ତେବେ ଏହି କାର୍ଡ ମାଧ୍ୟମରେ ଭିବିନ୍ନ ସୁବିଧା ମଧ୍ଯ ରହିଛି ।

ଏହି କାର୍ଡ ମାଧ୍ୟମରେ ଆପଣ INDIAN OILS CORPORATION ପ୍ରତ୍ୟେକ ୟୁଜର୍ସ ମାନଙ୍କ ପାଇିଁ ପ୍ରେଟ୍ରୋଲ ଏବଂ ଡିଜେଲ ମାଗଣା ପାଇିଁ ବାର୍ଷିକ ଲାଭ ଉଠାଇ ପାରିବେ । ଅର୍ଥାତ୍ ନୂଆ କ୍ରେଡିଟ୍ କାର୍ଡ ଲଞ୍ଚ୍ ହେବା ଦ୍ବାରା ଆପଣ ଙ୍କୁ ବର୍ଷ ମଥାରେ ମାଗଣାରେ ମିଳିବ 5୦ ଲିଟର ପେଟ୍ରୋଲ୍ ଡିଜେଲ ।

ତେବେ ଏହି କାର୍ଡ ବନିବା ପାଇିଁ ଆପଣ ଙ୍କୁ 500 ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏଚଡିଏଫସି ବ୍ୟାଙ୍କ୍ ଲଞ୍ଚ୍ କଲା ନୂଆ କାର୍ଡ ।ଏହି କାର୍ଡର ନାମ ରଖାଯାଇଛି ଇଣ୍ଡିଆନ୍ ଅଏଲ୍ ଏଚଡିଏଫସି ବ୍ୟାଙ୍କ୍ କ୍ରେଡିଟ୍ କାର୍ଡ । ଏହି କାର୍ଡ ବନିବା ପାଇିଁ ଆପଣ ଙ୍କୁ ଏହାର ଦାମ୍ ରଖାଯାଇଛି 500 ଟଙ୍କା ।ଏତିକି ପରିମାଣରେ ଟଙ୍କା ଖର୍ଚ୍ଚ କରି ଆପଣ ଫାଇଦା ପାଇ ପାରିବେ ।

କାର୍ଡର ଫିଚର

ଇଣ୍ଡିଆନ୍ ଅଏଲ୍ ଏଚଡିଏଫସି ବ୍ୟାଙ୍କ୍ କ୍ରେଡିଟ୍ କାର୍ଡ ମାଧ୍ୟମରେ ପ୍ରତିବର୍ଷ 27ହଜାରର ରୁ ଅଧିକ ୟୁଜର୍ସ ମାଗଣାରେ ପାଇପାରିବେ ପ୍ରେଟ୍ରୋଲ ଏବଂ ଡିଜେଲ । ଏହା ଛଡା ସେମାନଙ୍କୁ ଏହା ବ୍ୟତିତି ଅନ୍ୟ ଖର୍ଚ୍ଚ ଯେମିତି ଗ୍ରସରୀ ସପିଙ୍ଗ .ବିଲ ପେମେଣ୍ଟ ଇତ୍ୟାଦି ଖର୍ଚ୍ଚ ତୁଲାଇ ପାରିବେ ।

କିଭଳି କରିବେ କାର୍ଡ ପାଇଁ ଆପ୍ଲାଏ :

ଏହି କର୍ଡ ଆପଣ ମାନେ ନିକଟସ୍ଥ ସାଖା ବ୍ୟାଙ୍କରେ କରିପାରିବେ । ପରାଗ ରାଓଙ୍କ କହିବାନୁସାରେ ଏହି ଇଣ୍ଡିଆନ୍ ଅଏଲ୍ ଏଚଡିଏଫସି ବ୍ୟାଙ୍କ୍ କ୍ରେଡିଟ୍ କାର୍ଡ ର ସୁବିଧା ଗାଁ ଗାଁ ରେ କେମିତି ପହଞ୍ଚି ପାରିବ ସେଥି ନିମନ୍ତେ ଚେଷ୍ଟା ରହିଛି ।ଅନେକ ଇଣ୍ଟରନେଟ୍ ସୁବିଧା ମଧ୍ୟ ରହିଛି ଇଣ୍ଡିଆନ୍ ଅଏଲ୍ ଏଚଡିଏଫସି ବ୍ୟାଙ୍କ୍ କ୍ରେଡିଟ୍ କାର୍ଡ ମାଧ୍ୟମରେ ତାହା ସହିତ ଟଙ୍କା ୟାତାୟତ ର ମଧ୍ୟ ସୁବିଧା ରହିଛି ।

Credit goes To – Kanaknews

ଯଦି ଆମେ ଦେଇଥିବା ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Loading...
Loading...