Take a fresh look at your lifestyle.

ଅଲଗା ହେଲେ ସବ୍ଯ ଏବଂ ଅର୍ଚ୍ଚିତା,ଜାଣନ୍ତୁ ଏମାନଙ୍କ ଭିତରେ ଥିବା ରହସ୍ଯ ।

0 91

ଓଲିଉଡ୍ ଧମାକା ରେ ଏବେ ହୋଇଛି ବଡ ଖୁଲାସା । ଏପରି ଏକ ଖୁଲାସା ଜାହାକୁ ସୁଣି ଆପଣ ହୁଏତ ଆଶ୍ଚର୍ଯ୍ଯ ହୋଇ ଉଠିବେ । ଆପଣ ମାନଙ୍କ ମନରେ ଦୁଇଟି ହିଟ୍ ଯୋଡି ଦେଖିବା ପାଇଁ ମିଳିଥାଏ । ଓ ଏମାନଙ୍କୁ ଆମ ଓଡିଶା ରେ ବହୁତ ପରିମାଣ ରେ ପସନ୍ଦ କରନ୍ତି । ଏପରି କ୍ଷେତ୍ରରେ ଏମାନଙ୍କ ଯୋଡି ଙ୍କୁ ଆମେ ବହୁତ ପସନ୍ଦ କରିବା ସହିତ ନୂଆ ନୂଆ ରିଲିଜ ହେଉଥିବା ଫିଲ୍ମ ଗୁଡିକକୁ ମଧ୍ଯ ବହୁତ ପସନ୍ଦ କରିଥାଉ ।

ସବ୍ଯ ଏବଂ ଅର୍ଚ୍ଚିତା ପ୍ରଥମ ଫିଲ୍ମ ହେଲା ମୋ ସପନର ସୈଦାଗର ଏହି ଫିଲ୍ମ ପରେ ସେମାନଙ୍କୁ ବହୁତ ପରିମାଣ ରେ ଆଗକୁ ବଢିବା ପାଇଁ ରାହ ମିଳିଥିଲା ଏପରିକି ସେବେଠୁ ଏମାନଙ୍କର ପ୍ରତ୍ୟେକ ବର୍ଷ କିଛି ନା କିଛି ଫିଲ୍ମ ଆସିଥାଏ । ଓ ପରଦାରେ ବହୁତ ଆଗକୁ ବି ଜାଇଥାଏ . । ଏପରି କି ଗତ ବର୍ଷ ଏମାନଙ୍କର ତିନୋଟି ଫିଲ୍ମ ପରଦାକୁ ଆସିଥିଲା ଓ ଏଗୁଡିକ ହେଲା . ହେଲା ମତେ ପ୍ରେମ ଜ୍ବର , By by ଦୁବାଇ , ଓ ଚାତି ତଳେ ଡିଙ୍ଗ ଡଙ୍ଗ ଭଳି ହିଟ୍ ସିନେମା ଗୁଡିକୁ ପରଦା ଉପରକୁ ଆସିଥିଲା ।

ଏପରି କ୍ଷେତ୍ରରେ ଏମାନଙ୍କ ଯୋଡି ଭାଙ୍ଗି ନଥିଲା । କିନ୍ତିୁ ଅଜବ କଥା ଏହା କି ଏହି ଦୁଇଜଣ ଯୋଡି ଙ୍କୁ 2018 ମସି୍ହା ବିଲକୁଲ ଦେଖିବା ପାଇଁ ମିଳିନାହିଁ । ଏମାନଙ୍କ ର ଗୋଟିଏ ବି ଫିଲ୍ମ ବାହାରିବାର ଆମେ ଦେଖିନଥିବା ବେଳେ ଏହି ଦୁଇଜଣ ଙ୍କ ଯୋଡି ଙ୍କୁ ଭାଙ୍ଗୀବା ଦେଖି ଏମାନଙ୍କ ଫେନ୍ ମାନଙ୍କ ମନରେ ବହୁତ କିଛି ଭାବି ସାରିଲେଣି ସେମାନଙ୍କ ମତରେ କଣ ଏହି ଦୁଇଜଣଙ୍କ ଯୋଡି କଣ ଭାଙ୍ଗୀ ଜିବ ଓ କାରଣ ଏହି ବର୍ଷ ଅର୍ଚ୍ଚିତା ସିବା ନଟ ଆଉଟ ଫିଲ୍ମ ରେ ଦେଖାଯାିଛନ୍ତି ଅରବିନ୍ଦମ୍ ଙ୍କ ସହ ଓ ଜଷ୍ଟ ମହବତ ରେ ଆକାଶ ଙ୍କ ସହ ଦେଖିବା ପାଇଁ ମିଳିଥିବା ବେଳେ ତାଙ୍କର ନୁଆ ଓଡିଆ ଫିଲ୍ମ ଚମ୍ପିଆନ୍ ରେ ବି ସେ ନିଜେ ଦେଖିବା ପାଇଁ ମିଳିଛନ୍ତି । ତେବେେ ଏମାନଙ୍କ ଯୋଡିକୁ ନେଇ ଦର୍ଶକ ନୁଆ ନୁଆ କିଛି ବି ପାଇ ପାରୁଛନ୍ତି ନା ନାହିଁ ଆଗକୁ ଦେଖାଯିବ ।

ଆପଣଙ୍କ ମୂଲ୍ଯବାନ ସମୟ ଦେଇ ଥିବାରୁ ଧନ୍ଯବାଦ ଯଦି ଆପଣଙ୍କୁ ଆମର ଏହି ଆର୍ଟିକାଲ୍ ଟି ଭଲ ଲାଗିଲା ତେବେ ଆପଣଙ୍କ friend ଓ family ସହ ସେୟାର କରନ୍ତୁ

Leave A Reply

Your email address will not be published.