Loading...

ଲେଜ ବାନ୍ଧିବା ବାହାନା ରେ ଗୋଡ ଧରିଲେ ଏହି ପାକିସ୍ତାନ ଖେଳାଳି – ସେୟାର କର !

0 177

ଇଂଣ୍ଡିଆ ଓ ପାକିସ୍ତାନ ଖେଳ ଗୋଟିଏ ଏପରି ଖେଳ ଯେଉଠି ଯେକେହି ବି ହୁଅନ୍ତୁ ନା କାହିଁକି ସେ ଦେଖିବା ପାଇଁ ଇଚ୍ଛା କରିଥାଏ । ଏପରି ବି ହୋଇଥାଏ ଏହି ଖେଳ ର ମଜା ଉଠାଇବା ପାଇଁ ଲୋକ ବାହାରକୁ ବାହାରନ୍ତି ନାହିଁ ।

ଏଇଥିରେ ହିଁ ମଜି ରୁହନ୍ତି । କିନ୍ତୁ କିଛି କ୍ଷେତ୍ରରେ ଏପରି କି ବି ହୋଇଥାଏ କି ଖେଳ ର ମଜା ଉଠାଇବା ସହିତ ସେମାନେ ନିଜ ନିଜ ଦେଶ ର ଫାଇଦା ପାଇଁ ଏପରି କିଛି ଫୋଟ ର ବି ଫାଇଦା ଉଠାଇଥାନ୍ତି କି ଯେପରି ଭାବରେ ଦେଶ ର କିଛି କ୍ଷେତି ହୋଇପାରିବ । ଏପରି ଗୋଟିଏ ଘଟଣା ବର୍ତ୍ତମାନ ଇଂଣ୍ଟର ନେଟ ରେ ଘୁରି ବୁଲୁଛି ।

ଆପଣ ଏହି ଫୋଟ କୁ ବହୁତ ଭଲ ଭାବରେ ଦେଖି ପାରୁଥିବେ କି । କୈଣସି ଏକ ପାକିସ୍ତାନ ର ଖେଳାଳି ଭାରତୀୟ ଖେଳାଳିଙ୍କ ଲେଜ ବାନ୍ଧୁଥିବାର । ତେବେ ଏହି ପ୍ରକାରର ଫୋଟ କୁ ବର୍ତ୍ତମାନ ଚାରିଆଡେ ଘୁରିବୁଲୁଛି । ତେବେ ଅସଲ ରେ କଥା କଣ କି ଏବେ ଚାଲିଥିବା ଏସିଆ କପ ର ମେଚ ରେ ହାର୍ଦ୍ଧିକ ପାଣ୍ଡିଆ କୈଣସି ଏକ ପାକିସ୍ତାନ ଖେଳାଳି ଙ୍କ ଲେଜ ବାନ୍ଧୁଥିବା ଦେଖାଦେଇଥିଲେ ।

ଏହାବି ଏବେ ବହୁତ ପରିମାଣ ରେ ଚର୍ଚ୍ଚା ର ବିଷୟ ହୋଇ ରହିଛି ଓ ଏହି ଖବର କୁ ପାକିସ୍ତାନୀ ମାନେ କହୁଥିଲେ କି ଦେଖନ୍ତୁ କିପରି ଭାବେ ଭାରତୀୟ ମାନେ ପାକିସ୍ତାନୀ ଖେଳାଳି ଙ୍କ ଗୋଡ ଧରିଛନ୍ତି । ତେବେ ବର୍ତ୍ତମାନ ଏପରି ଏକ ଫୋଟ ସୋସିଆଲ ମିଡିଆ ରେ ଘୁରି ବୁଲୁଛି ଯେଉଁଥିରେ ।

ଗୋଟିଏ ପାକିସ୍ତାନ ଖେଳାଳି ଭାରତୀୟ ଖେଳାଳିଙ୍କ ଗୋଡ ଧରିଛନ୍ତି । ଏବଂ ଏହା ସହିତ ବି କହୁଛନ୍ତି । ଏହା ହେଉଛି ସେହି ଫୋଟ ର ପ୍ରତିସୋଦ ବୋଲି । ତେବେ ଆପଣ କୁହନ୍ତୁ କି କଣ ଏପରି କରି ଭାରତୀୟ ମାନେ ଠିକ କରିଛନ୍ତି ନା ଭୁଲ । ତେବେ ଏପରି କ୍ଷେତ୍ରରେ ବହୁତ ଭାରତୀୟ ଲୋକ ବହୁତ ପଜେଟିଭ ଉତ୍ତର ଦେଇଥିବା ବେଳେ । ବହୁତ ଲୋକ କହିଛନ୍ତି ।

ଏପରି ଭାବେ ଦୁଇଟି ମେଚ ରେ ହାରିବା ପରେ ବି ସେମାନଙ୍କ ଅହଙ୍କାର ବି ଏବେ ପର୍ଯ୍ଯନ୍ତ ସୁଧୁରି ନାହିଁ ବୋଲି । ତେବେ କୁକୁର ଲାଙ୍ଗୁଲ ସବୁବେଳେ ବଙ୍କା ବୋଲି ବି କହିଛନ୍ତି । ଏପରି ଏହା ପଛରେ କାସ୍ମୀର ବିଷୟ ବସ୍ତୁ ଉପରେ କିଛି ଲୁଚି ରହିଥିବା କଥା ପାଇଁ ବି ଏପରି କରାଯାଇଛି ବୋଲି କହିଥିବାର ବିଷେସ ସୂତ୍ରରୁ ଜଣା ପଡିଛି ।

Loading...
Loading...