Loading...

ରାତି ଅଧ ରେ ଖାଇଲା କୁଟ । ଟୋକା ନ ଜାଣି କିନ୍ନର ସହିତ ବାନ୍ଧିଲା ପ୍ରେମ ସଂମ୍ପର୍କ

0 1,912

ଆଜିକା ସମୟ ରେ ବହୁତ କିଛି ହେବାରେ ଲାଗିଲାଣି ଜାହାର ଆମେ କଳ୍ପନା ବି କରି ନାହୁଁ ତାହାର ପ୍ରମାଣ ଆମେ ଆଜି ଆପଣଙ୍କୁ ଦେବୁ । ଏପରି ଗୋଟିଏ ଘଟଣା ଘଟିଛି ଓଡିଶା ର ବୈଦ୍ଧ ରେ ସୂଚନା ମୁତାବକ ଜଣା ପଡିଛି କି ସେଠାକାର ଗୋଟିଏ ଲୋକାଲ ଟୋକା କୁ କିଛି ଦିନ ହେଲା ପ୍ରେମ ହୋଇଥିବାର ସେ ପୁଣି କିନ୍ର ମାନଙ୍କ ସହିତ । ଆପଣ କେବେ ବିସ୍ବାସ ବି କରିବେ ନାହିଁ କି ଏପରି ବି କିି ହୋଇ ପାରେ ବୋଲି ।

ତେବେ ଆସନ୍ତୁ ଜାଣିବା ସଂମ୍ପୂର୍ଣ୍ଣ କଥା ଟି କଣ । ବୈଦ୍ଧ ଷ୍ଟେସନ ରେ ରହୁଥିବା ଗୋଟିଏ କିନ୍ନର ଜିଏ କି ବହୁତ ସୁନ୍ଦର ଅଟେ । ବୈଦ୍ଧ ର ସେହି ଏରିଆର ଗୋଟିଏ ଲୋକାଲ ଟୋକା ସହିତ ପ୍ରେମ ହୋଇଥିଲା ।

ଏପରି ସ୍ଥଳେ ଟୋକାଟି ଜାଣି ନଥିଲା କି ସେ ଗୋଟିଏ କିନ୍ନର ବୋଲି । ତେବେ ଏପରି ବି ଅନ୍ଧ ରହିଛନ୍ତି ପ୍ରମ ରେ ଯେଉଁ ମାନେ କି ମଣିଷ ଚିହ୍ନିବାରେ ବି ବହୁତ ଭୁଲ କରିଥାନ୍ତି । ଏପରି ପ୍ରେମ ସଂମ୍ପର୍କ ବହୁତ ଦିନ ଯାଏଁ ବଢି ଚାଲିବା ପରେ ।

Image result for kinnar fighting

କିନ୍ନର ଜଣଙ୍କ ଜାଣି ପାରିଥିଲା କି ଟୋକାଟି କେବଳ ଦେହ ସୁଖ ପାଇଁ ଏପରି ପ୍ରେମ ର ନାଟକ କରୁଛି ବୋଲି । ହେଲେ କିନ୍ନର ଜଣଙ୍କ କେବେ ବି କହି ନଥିଲା କି ସେ ଗୋଟିଏ କିନ୍ନର ବୋଲି । ତେବେ ଏହି କିଛି ଦିନ ହେଲା ଟୋକା ପ୍ରେମ ସଂମ୍ପର୍କ ଶେଷ ପର୍ଯ୍ଯାୟ ରେ ଯାହା ହୁଏ ତାହା କରିବା ପାଇଁ କହିବାରୁ । କିନ୍ନର ବହୁତ ଭଲ କୁଟ ଦେଇଛି ବୋଲି ଜଣା ପଡିଛି ।

ତେବେ ଏହି ଘଟଣା ବୁଧବାରର ରାତିର । ଯେତେବେଳେ ଟୋକା ଟି ଦେହ ସଂମ୍ପର୍କ ର କଥା କହି ଆସିଥିଲା ସେତେବେଳେ ହିଁ ଜାଣି ପାରିଥିଲା କି ,ସେ ଗୋଟିଏ କିନ୍ନର ବୋଲି ।

ତେବେ ଜବରଦସ୍ତି କିନ୍ନଟି ଟୋକାକୁ ଦେହ ସଂମ୍ପର୍କ କରିବା ପାଇଁ ବାଧ୍ଯ କରିଥିଲା ।ଓ ଏହା ପରେ ନିଜର କିନ୍ନର ସାଥୀ ଙ୍କୁ ଡାକି ବହୁତ ପିଟିଥିଲା । ଓ ଏପରି କି ସେହି ଟୋକା କୁ ଟ୍ରେନ ଲାଇନ ରେ ବାନ୍ଧି ଦେଇଥିଲେ । କିନ୍ତୁ ଏପରି ପରିସ୍ଥିତି ରେ ସେଠାକାର ଲୋକାଲ ରେ ଥିବା କିଛି ଲୋକ ମାନେ ଜାଣିବା ପାଇଁ ପାଇଥିଲେ ଓ ଏପରି ସ୍ଥଳ ରେ ସେମାନେ ଜାଇ ସେହି ଯୁବକ ଙ୍କୁ ବଞ୍ଚାଇ ଥିବାର ଜଣା ପଡିଥିଲା । ଏହା ପରେ ସେ ଏପରି ଚିହ୍ନିବାରେ ଭୁଲ କରିବ ନାହିଁ ବୋଲି କହିଥିଲା ।  ତେବେ ଆପଣ ମାନେ କେବେ ବି ଏପରି ଚିହ୍ନିବାରେ ଭୁଲ କରନ୍ତୁ ନାହିଁ । ନଚେତ ହୋଇ ପାରେ ଆପଣଙ୍କ ସହିତ ଏପରି ।

Loading...
Loading...