ଅନ୍ତରୀକ୍ଷରୁ ପୃଥିବୀକୁ କ’ଣ ଫେରିଥାଏ, ରକେଟ ନା ସ୍ପେସ କ୍ରାଫ୍ଟ || କିପରି ଫେରିଥାଏ ସ୍ପେସ କ୍ରାଫ୍ଟ ?

0

ଆଜିର ଏହି ଅତ୍ୟାଧୁନିକ ଯୁଗରେ ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ର ଯଥେଷ୍ଟ ଉନ୍ନତି ଘଟିଛି। ସେଥିପାଇଁ ମଣିଷ ନିଜକୁ ସଭ୍ୟ ଶିକ୍ଷିତ ଓ ସଂସ୍କୃତି ସଂପନ୍ନ ମନେ କରୁଛି। ପୁନଶ୍ଚ ଗ୍ରହରୁ ଗ୍ରହାନ୍ତର ଯାତ୍ରା ର ସାଫଲ୍ୟତା ମନରେ ସୃଷ୍ଟି କରୁଚି ଦୂର୍ଲଘ୍ୟ ପ୍ରାଚୀର ସମ ଗର୍ବ ଓ ଅହଂକାର। ଯାହା ମଣିଷର ଉନ୍ନତ ଜ୍ଞାନ କୌଶଳ ଦ୍ବାରା ହିଁ ସମ୍ଭବ ପର। ତେବେ ବିଜ୍ଞାନର ଅଗ୍ରଗତି ପାଇଁ ମଣିଷ ମହାକାଶ ରେ ମଧ୍ୟ ପହଞ୍ଚିବା ପାଇଁ ସକ୍ଷମ ହେଲାଣି।ତେବେ ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିବ ଯେ କିଭଳି ଭାବରେ ମହାକାଶ କୁ ଯିବା ସମ୍ଭବ ହୋଇଥାଏ ଓ ଏଠାକୁ ଗଲେ ପୁଣି ପର୍ତ୍ୟାବର୍ତନ କରିବା ସମ୍ଭବ କୁ ନୁହେଁ।

ପ୍ରଥମତଃ ମହାକାଶ କୁ ରକେଟ୍ ଓ ସ୍ପେସ କ୍ରାଫ୍ଟ ଗୁଡ଼ିକ ଯାଇଥାଏ।ଏହି ଅନ୍ତରୀକ୍ଷ ଯାନ ଗୁଡ଼ିକ ଥରେ ସେଠାକୁ ଯିବା ପରେ ଆଉ ତଳକୁ ଫେରି ନଥାଏ। ରକେଟ୍ ର କାମ ହେଉଚି ତାହା ସ୍ପେସ କ୍ତାଫ୍ଟ୍ କୁ ପୃଥିବୀ ପୃଷ୍ଠ ରୁ ଉପରକୁ ନେବାରେ ସାହାଯ୍ୟ କରିଥାଏ। ପୃଥିବୀର ମାଧ୍ୟକର୍ଷଣ ଶକ୍ତି ଉପରକୁ ଯାଇ ଯଦି ଏହାକୁ ଉପରକୁ ନିଆଯିବ

ତେବେ ଏହା ମହାକାଶ ରେ ନିଜର ଗତି ମଧ୍ୟ ଦେଇ ପହଞ୍ଚି ପାରିବା ରେ ସକ୍ଷମ ହେବ।ତେବେ ଏହି ରକେଟ୍ କୁ ଉପରକୁ ଯିବା ପାଇଁ ଦୁଇଟି ସହାୟକ ବୋଷ୍ଟର ର ଆବଶ୍ୟକ ରହିଛି।ତେବେ ଏହି ବିଷ୍ଟର ଗୁଡ଼ିକ ରକେଟ୍ କୁ ଉପରକୁ ଉଠାଇବାରେ ସାହାଯ୍ୟ କରିଥାଏ।ଏହା ଆପଣଙ୍କୁ ଜାଣିବା ଦରକାର୍ ଯେ ଏହି ରକେଟ୍ ମହାକାଶ କୁ ଯାଇ ନଥାଏ।

ଦ୍ବିତୀୟତଃ ଆପଣ ଜାଣିବା ଦରକାର୍ ଯେ ଏହି ରକେଟ୍ ଟି ସ୍ପେସ କ୍ରାଫ୍ତ୍ କୁ ଉପରକୁ ଉଠାଇବାରେ ସାହାଯ୍ୟ କରେ ଏବଂ ଏହାର ଟ୍ୟାଙ୍କ ର ଫୁଏଲ ସରିଗଲେ ଏହା ତଳକୁ ଖସି ଆସିଥାଏ।ତେବେ ଏହି ସ୍ପେସ କ୍ରାଫ୍ଟ ଟି ମହାକାଶ କୁ ଗଲା ପରେ ଏଥିରେ ଥିବା ରବତ ଓ ସାଟେଲାୟିତ୍ ମହାକାଶ ରେ ରହି ସମସ୍ତ ତଥ୍ୟ ଦେଇଥାଏ।ତେବେ ସାଟେ ଲାଇଟ୍ ଟି ମହାକାଶ ର ସମସ୍ତ ପ୍ରକାର ତଥ୍ୟ କୁ ସେଠାରେ ରହି ପ୍ରଦାନ କରିଥାଏ।

ତେବେ ଏହାକୁ ନେଇ ବୈଜ୍ଞାନିକ ମାନେ ନାଭିଗେଶନ ସିଷ୍ଟମ୍ ଓ ଉନ୍ନତ ଜ୍ଞାନ କୌଶଳ ବ୍ୟବହାର ଦ୍ବାରା ଇଞ୍ଜିନ ମାଧ୍ୟମରେ ଏହାକୁ ସ୍ପେସ ଇଞ୍ଜିନ ରେ ସଂଯୋଗ କରିଥାନ୍ତି । ତେବେ ରକେଟ୍ ରେ ଲାଗୁଥିବା ହେଲ୍ପ ବୋଷ୍ଟର ରକେଟ୍ କୁ ଦ୍ରୁତ ଗତିରେ ନେବାରେ ସାହାଯ୍ୟ କରିଥାଏ ଓ ଏକ ନିର୍ଦ୍ଦିଷ୍ଟ ଉଚ୍ଚତା ଅତିକ୍ରମ କରିବା ପରେ ପୃଥିବୀର ମାଧ୍ୟାକର୍ଷଣ ସ୍ତରର ଉପରକୁ ଯାଇ ଏହା ଅନ୍ତରୀକ୍ଷ ଯାନ କୁ ମହାକାଶ ରେ ପହଞ୍ଚାଇବା ରେ ସାହାଯ୍ୟ କରିଥାଏ।

Credit – Knews

ରକେଟ୍ ଆଉ ଉପରକୁ ଯାଇ ନଥାଏ।ଏକ ନିର୍ଦ୍ଦିଷ୍ଟ ଗ୍ରହ ରେ ଏହା ପହଞ୍ଚିବା ପରେ ଶାଟେ ଲାଇଟ୍ ଯୋଗୁଁ ସମସ୍ତ ତଥ୍ୟ ମିଳିଥାଏ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.