Loading...

ହୋଇଯିବେ କୋଟିପତି ଯଦି କରନ୍ତି ଭଗବାନ ଶ୍ରୀକୃଷ୍ଣ ଙ୍କ ଏହି ମନ୍ତ୍ର ଜପ – ଏବେ ହିଁ ଜାଣି ନିଅନ୍ତୁ

Loading...
0 1,139

ସମାଜରେ ଆସବାସ କରୁଥିବା ସମସ୍ତ ମନୁଷ୍ୟ ଜୀବନରେ ସୁଖ ସହିତ ଦୁଖଃ ମଧ୍ୟ ରହିଥାଏ । ସମସ୍ତ ଙ୍କ କପାଳ ଲିଖନରେ ଧନୀ ହେବା ରହସ୍ୟ ଲେଖାନଥାଏ । କିନ୍ତୁ ସମସ୍ତେ ଅଭାବ କୁ ଦୂର କରିବା ପାଇିିଁ ସବୁବେଳେ ବ୍ୟସ୍ତ ବିର୍ବତ ହୋଇଥାନ୍ତି । ଆମକୁ ଆମର ଭାଗ୍ୟ ଅନୁସାରେ ଫଳ ମିିଳିଥାଏ । କିନ୍ତୁ କେବେ ବି ଏହା ଭାବି ଇଶ୍ବର ବିଶ୍ବାସୀ ହରାଇବା ଉଚିତ୍ ନୁହେଁ । କାରଣ ଏ ମାନବ ଜାତୀ ପାଇିଁ ଭାଗବାନ ସୃଷ୍ଟି କାର୍ତ୍ତା . ପାଳନ କର୍ତ୍ତା . ଏବଂ ସଂଘାର କର୍ତ୍ତା ।

ଯଦି ଆମ ମନରେ ଇଶ୍ବର ବିଶ୍ବାସୀ ରହିଥିବ ତଥା ଭଗବାନ ଙ୍କ ର ମନ୍ତ୍ରଜପ କରି ତାଙ୍କ ପାଦ ପାଦ୍ମରେ ଭକ୍ତି ଉଜାଡି ଦେଲେ ଭଗବାନ ଖୁବ ଶିଘ୍ର ଆମ ମନ କଥା ନିଶ୍ଚିତ ଜାଣିପାରିବେ । ଆମ ହିନ୍ଦୁ ଧର୍ମରେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଯଦି ଭକ୍ତି ପୂତ ଭାବେ ଡାକିବ ତେବେ ନିଶ୍ଚିତ ଆପଣ ଙ୍କ ର ଲକ୍ ଫେରିବ । ତେବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣ ଙ୍କର ମନ୍ତ୍ରଜପ କଲେ ଆପଣ ହୋଇପାରନ୍ତି ରାତାରାତି କୋରଡ ପତି ।

Image result for sri krishna graphics art

“ଗୋକୁଲ ନାଥୟ ନମଃ”

ପ୍ରଥମେ ଆମେ ଆପଣ ମାନଙ୍କୁ କହିରଖଛୁ କି ଭଗବାନ ଙ୍କୁ କେହି ଯେଉଁ ନାମରେ ଡାକିଲେ ସେ ନିଶ୍ଚିତ ଶୁଣିବେ । କିନ୍ତୁ ମନରେ ହିଂସା କିମ୍ବା ଗର୍ଭ ଭାବ ନଥିବ କାରଣ ଭଗବାନ କେବେ କାହାର ଅନ୍ୟାୟ ଏବଂ ହିଂସା କୁ ପ୍ରତିବାଦ କରନ୍ତି ନାହିଁ । ତେଣୁ ଆପଣ ମାନେ ଭଗବାନ ଶ୍ରୀକୃଷ୍ଣ ଙ୍କର ଏହି ଗୋକୁଲ ନାଥୟ ନମଃ” ମନ୍ତ୍ର ଜପ କରି ଇଶ୍ବର ଧାମୀ ହୁଅ ।

Related image

ଠିକ୍ ଏହି ପରି ଆଉ କିଛି ମନ୍ତ୍ର ମଧ୍ୟ ଅଛି ଯାହା ଆପଣ ଏହି ମନ୍ତ୍ର ଜପ କଲେ ଭଗବାନ ଙ୍କ ପାଇିଁ ତେବ ଆପଣ ହୋଇପାରନ୍ତି କୋଟି ପତି । ତାହା ହେଉଛି

“ଓଁ ଶ୍ରୀ ହଂ କ୍ଲି ଶ୍ରୀ କୃଷ୍ନାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲାହବାୟ ଶ୍ରୀ ଶ୍ରୀ ଶ୍ରୀ ”

। ଆପଣ ଜାଣନ୍ତି ଏହି ମନ୍ତ୍ର ଜପ କଲେ ସମସ୍ତ ଦୁଖଦୁର୍ଦ୍ଦଶା ଦୂର ହୋଇଥାଏ ।

“କ୍ଲି ଗ୍ଲୋ କ୍ଲି ଶ୍ୟାମ ମଙ୍ଗଳୟ” 

ଏହି ମନ୍ତ୍ର ବହୁତ ଗୁରୁତ୍ବ ପୂର୍ଣ୍ଣ ହୋଇଥାଏ କାରଣ ଏଥିରେ ଲୋକଙ୍କର ପରମାୟୁ ଉପରେ କୌଣସି ଅସର ପଡେ ନାହିଁ ।

Image result for sri krishna graphics art

“ଓଁ ଶ୍ରୀ ନମଃ ଶ୍ରୀ କୃଷ୍ଣାୟ ପରିପୂର୍ଣତମୟ ସ୍ୱାହା”

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Image result for sri krishna graphics art

Loading...
Loading...