Loading...

IAS ଇଣ୍ଟରଭିୟୁରେ ଝିଅଟିକୁ ପଚରାଗଲା – ଗୋଟିଏ ମଶାର ମୁହଁରେ କେତୋଟି ଦାନ୍ତ ରହଥାଏ ଓ ହାତୀର କେତୋଟି ଦାନ୍ତ ରହିଥାଏ ?

Loading...

ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ପ୍ରଶ୍ନ ଉତ୍ତର ନେଇ ଆସିଛୁ, ଯାହା ଆପଣଙ୍କୁ ବହୁତ ମଜ୍ଜା ଲାଗିବ । ତେବେ ଆସନ୍ତୁ ଜାଣିବା : ଶିକ୍ଷାର ମାନଦଣ୍ଡ ଯେତେ ସୁଦୃଡ ହୋଇଥାଉ ନା କାହିଁକି ଆମେ ବେଳେବେଳେ ସାଧାରଣ ପ୍ରଶ୍ନର ଉତ୍ତର ବାହାର କରିପାରୁନା । ଆମ ଦୈନିକ ଜୀବନରେ ଏମିତି କିଛି ପ୍ରଶ୍ନ ହୋଇଥାଏ ଯାହାର ଉତ୍ତର ସହଜ ହୋଇଥିଲେ ମଧ୍ୟ ଆମେ ତତକ୍ଷଣାତ୍ ସମାଧାନ କରିପରୁନା ।

ପ୍ରଶ୍ନ ର ଉତ୍ତର ବାହାର କରିବା ଅତ୍ୟନ୍ତ ସହଜ କିନ୍ତୁ ସେ ପ୍ରଶ୍ନର ଉତ୍ତର ପ୍ରାୟ 90 ପ୍ରତିଶତ ଲୋକଙ୍କ ଅଜ୍ଞାତ ଅବସ୍ଥାରେ ରହିଥାଏ ଯାହାଫଳରେ ଆମେ ସଠିକ୍ ସମୟରେ ଉତ୍ତର ବାହାର କରି ପାରୁନାହିଁ । ଆପଣ ମାନେ ଜାଣିଥିବେ କି IAS କିମ୍ବା UPSC INTERVIEW ରେ ଅନେକ ପ୍ରକାର କଠିନ ପ୍ରଶ୍ନ ପଚାରାଯାଏ ଯାହା ଆମେ ପ୍ରତିଦିନ ନ୍ୟୁଜ୍ ରେ ଦେଖି୍ବାକୁ ପାଉଛୁ ।

IAS NTERVIEW ରେ ପ୍ରଶ୍ନର ଉତ୍ତର ଦେବା ସେତେ ସହଜ ହୋଇନଥାଏ । ଅଫିସର ମାନେ ପିଲାର ବୁଦ୍ଦିପରିକ୍ଷଣ କରି ପ୍ରଶ୍ନ କରିଥାନ୍ତି . କେଉଁ ପ୍ରଶ୍ନ କଲେ ପିଲାଟି ଭାବନା ମଧ୍ୟରେ ଡଳିପଡିବ ତାହା ସେମାନେ ଚେଷ୍ଟା କରିଥାନ୍ତି । ନମସ୍କାର ଦର୍ଶକ ବନ୍ଧୁ ଆଜି ଆମେ ଏହି ଭିଡିଓ ରେ ନେଇଆସିଛୁ ଆପଣ ମାନଙ୍କ ପାଇିଁ କୋତେଟି ସାଧାରଣ ଓଡିଆ ଜି.କେ ।

Image result for ias interview

ଯାହାର ଉତ୍ତର ଯଦି ଆପଣ ମାନଙ୍କୁ ଜଣାଥାଏ ତେବେ କମେଣ୍ଟ ବକ୍ସରେ ମତାମତ ଦେବେ । ଏବଂ ଭିଡିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ପସନ୍ଦ ଆସିଲେ ଲାଇକ କରିବେ ଏବଂ subscribe କରିବାକୁ ଆଦୁ ଭୁଲିବେ ନାହିଁ । ତେବେ ଦର୍ଶକ ବନ୍ଧୁ ଡେରି କାହିିଁକି ଆସନ୍ତୁ ଜାଣିବା ଭିଡିଓ ମାଧ୍ୟମରେ ପ୍ରସ୍ତୁତ ହୋଇଥିବା କିଛି ପ୍ରଶ୍ନ ସହିତ ତାହାର ଉତ୍ତର ସମ୍ପର୍କରେ । ସେତେ ପର୍ଯ୍ୟନ୍ତ ଭିଡ଼ିଓ ଟିକୁ ଦେଖିଚାଲନ୍ତୁ ।

1. ପ୍ରଶ୍ନ

କେଉଁ ମାଛର ବିଷ ଅଧିକ ରହିଥାଏ ?ଆମେ ଆପଣ ମାନଙ୍କୁ ପୁଣି ଥରେ କହିରଖୁଛୁ କି କେଉଁ ମାଛର ବିଷ ଅଧିକ ମାତ୍ରାରେ ରହିଥାଏ।
ଉତ୍ତର .. ଷ୍ଚୋନ୍ ଫିସ ।

2. ପ୍ରଶ୍ନ

କେଉଁ ପ୍ରାଣୀ ପୁରୁଷ ରୁ ମହିଳା ବନିପାରେ ?
ଉତ୍ତର .. ଅଷ୍ଟୋପସ୍

3. ପ୍ରଶ୍ନ

କେଉଁ ଗୁଡୁଆଣୀ ଉଡିପାରେ ?
ଉତ୍ତର .. ptychozoon

4. ପ୍ରଶ୍ନ

କେଉଁ ପଦାର୍ଥ ପାଣିରେ ଜଳିଥାଏ ?
ଉତ୍ତର ..ସୋଡିୟମ

Image result for ias interview

5. ପ୍ରଶ୍ନ

କେଉଁ ବେଙ୍ଗ ଉଡିପାରେ ?
ଉତ୍ତର .. Rhacophorus nigropalmatus

6. ପ୍ରଶ୍ନ

କେଉଁ ଫଳରେ ସବୁ ଭିଟିମିନ ରହିଥାଏ ?
ଉତ୍ତର .. ପାଚିଲା ଅମୃତଭଣ୍ଡା ।

7. ପ୍ରଶ୍ନ

କେଉଁ ପକ୍ଷୀ ଉଡିପାରେ ହେଲେ ଚାଲି ପାରେ ନାହିଁ ?
ଉତ୍ତର ..ହମିଙ୍ଗ ପକ୍ଷୀ ।

8. ପ୍ରଶ୍ନ

କେଉଁ ଗଛରେ ଗୋଟେବି ପତ୍ର ନଥାଏ ?
ଉତ୍ତର .. ଟଟେବ ।

9. ପ୍ରଶ୍ନ

ହାତୀର କେତୋଟି ଦାନ୍ତ ରହିଥାଏ ?
ଉତ୍ତର .. 26 ଟି ଦାନ୍ତ ରହିଥାଏ ।

Image result for ias interview

10. ପ୍ରଶ୍ନ

କେଉଁ ଗଛ ଫଳ ଦିଏ ନାହିଁ କିନ୍ତୁ ଖାଲି ମଞ୍ଜି ଦେଇଥାଏ ?
ଉତ୍ତର .. ସାଇକସ୍ ।

11. ପ୍ରଶ୍ନ

କେଉଁ ଜୀବ ଧୁଧ ଏବଂ ଅଣ୍ଡା ଦେଇଥାଏ ?
ଉତ୍ତର .. Platypus

12. ପ୍ରଶ୍ନ

ଗୋଟିଏ ମଶାର ମୁହଁରେ କେତୋଟି ଦାନ୍ତ ରହଥାଏ ?

ଶେଷରେ ପଚରା ଯାଇଥିବା ଏହି ପ୍ରଶ୍ନ ଉତ୍ତର ଆପଣ ମାନେ ନିଜେ ବାହାର କରନ୍ତୁ ଏବଂ ଚାଲାକର ସହିତ କମେଣ୍ଟ ବକ୍ସରେ ମତାମତ ଲେଖନ୍ତୁ । ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...