Take a fresh look at your lifestyle.

ବାୟୁ ସେନା ଦିବସ ରେ ପ୍ରଧାନ ମନ୍ତ୍ରୀଙ୍କ ଉପହାର Mig -35 ଫାଇଟର ଜେଟ୍ । ଅଧିକ ଜାଣନ୍ତୁ ଓ ସେୟାର କରନ୍ତୁ

0 92

ଦେଶର କିଛି ଏମିତି କାର୍ଯ୍ଯକର୍ତା ରହିଛନ୍ତି । ଯେଉଁମାନଙ୍କୁ ଆଜି ଆମ ଭାରତ ସବୁ ବେଳେ ଝୁରୁଛି । ଆପଣ ନିଶ୍ଚିତ ଭାବେ ଭାବୁଥିବେ କି ଏପରି କିଏ ରହିଛି କି ଆମ ଦେଶରେ ଜାହାକୁ ଆମ ଭାରତ ସବୁ ବେଳେ ଝୁରୁଛି । ଏହି କଥା ଉତ୍ତର ତ ସେହି ମାନେ ହିଁ ଦେଇ ପାରିବେ ଯିଏ ଆମ ଦେଶ ପାଇଁ ଜୀବନ ଦେଉଛନ୍ତି । ଓ ସେମାନେ ବି ଦେଇ ପାରିବେ ଯେଉଁମାନେ କି ଆମ ଦେଶ କୁ ଆଗକୁ ବଢାଇବା ପାଇଁ ବହୁତ କିଛି କରିବା ରେ ଲାଗି ପଡିଛନ୍ତି ।

ଏହା ସହିତ ଭାରତକୁ ପ୍ରଧାନ ମନ୍ତ୍ରୀ ଏକ ବଡ ଉପହାର ଦେଇଛନ୍ତି ଜାହାର ନାମ ହେଲା ମିଗ୍ 35 ଓ ବିଶେଷ ସୂତ୍ରରୁ ଜଣାକି ଏହି ଅସ୍ତ୍ର ଟି ଆସନ୍ତା 6 ମାସ ଭିତରେ ବାୟୁ ସେନା ରେ ଯୋଗ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଓ ଏହା ସହିତ ଏହି ଅସ୍ତ୍ର ଟି ଚତୁର୍ଥ ଜେନେରେସନ ର ବୋଲି ଜଣା ପଡିଛି ।

ତେବେ ଆପଣ ଜାଣି ଥିବେ କି ଆମ ଦେଶ ରେ ଏପରି ଜଣେ ଥିଲେ ଅବଦୁଲ କଲାମ ଯେକି କି ଆମ ଦେଶ କୁ ଟିକିଏ ଆଗକୁ ନେବା ପାଇଁ ବହୁତ କିଛି କଷ୍ଟ କରି ପରମାଣୁ ର ଆବିସ୍କାର କରିଥିଲେ । ଓ ଆମ ଦେଶ କୁ ବହୁତ ଆଗକୁ ନେବାରେ ଲାଗି ପଡିଥିଲେ । ଏବେକା ସମୟରେ ଆମେ ଆମର ସେନା ବାହୀନି ଙ୍କୁ ବି ବହୁତ ସମ୍ମାନ ଦେବା ଦରକାର ।

କାରଣ ସେମାନେ ଆମ ଜୀବନ କୁ ବଞ୍ଚାଇବା କୁ ଜାଇ ନିଜ ଜୀବନ କୁ ବାଜି ଲଗାଇଥାନ୍ତି । ତେବେ ଏହି ପରି କ୍ଷେତ୍ରରେ ଆଜି ହେଉଛି ଆମ ଭାରତ ରେ ବାୟୁସେନା ଦିବସ । ଓ ଏମିତି ରେ ଆଜି ହେଉଛି ଭାରତ ର 86 ତମ ବାୟୁ ସେନା ଦିବ ।  ଏହି ଦିବସ ରେ ବହୁତ କିଛି ଭାରତ ପକ୍ଷରୁ ଆକର୍ଶଣିୟ କରାଯିବା ସହିତ ବାୟୁ ସେନା ର ନୂଆ ଟେକ୍ନଲୋଜି କୁ ବି ଏଟାରେ ପରିବେଶଣ କରାଯିବା ସହିତ ଏଠାରେ ଆଜି ପ୍ରଧାନ ମନ୍ତ୍ରୀ ମୂଖ୍ୟ ଅତିଥୀ ରହିଥିଲେ ।

ଏହା ସହିତ ଆଜି S-400 ଓ ଅଗ୍ନି -2 ର ବି କିଛି ଜଲ୍ବା ଦେଖିବା ପାଇଁ ମିଳିଥିଲା ଯେଉଁଟା କି ଲୋକଙଅକୁ ବହୁତ ମାତ୍ରା ରେ ଆକର୍ଶଣିୟ କରାଇଛି । ଏହା ସହିତ ଆଜି ଆମ ଭାରତ ର ପ୍ରଧାନ ମନ୍ତ୍ରୀ ବହୁତ ଖୁସି ର ସହିତ ବଧାଇ ଜଣାଇ ଛନ୍ତି । ସେ ତାଙ୍କ ର ଟୁଇଟର ରେ ଟୁଇଟ କରି କହିଛନ୍ତି କି ।

ଆମ ଭାରତ ର ପ୍ରତ୍ୟେକ ସଫଳତା ପଛରେ ଆମ ବାୟୁ ସେନା ର ହାତ ରହିଛି ବୋଲି ସେ କହିଛନ୍ତି । ଓ ଏପରି ବି ସେ କହିଛନ୍ତି କି 1932 ମସିହା ରେ 19 ଜଣ ବାୟୁ ସେନା ର ସୈନିକ ଙ୍କ ସହିତ ବଢିଥିବା ବେଳେ ଆଜି ଏହି ସଦି ର ସବୁଠୁ ସକ୍ତି ଶାଳୀ ବାୟୁ ସେନା ହୋଇ ପାରିଛି । ଏହା ସହିତ ସେ କହିଥିଲେ କି ବାୟୁ ସେନା ଯେପରି 1947 ରେ ବି ଏହି ବାୟୁ ସେନା ଶ୍ରୀ ନଗର କୁ ବଞ୍ଚାଇ ଥିଲା ।

1965 ରେ ବି ବାଙ୍ଗାଲାଦେଶ କୁ ଏପରି ଜବାବ ଦେବାରେ ସଫଳ ହୋଇଥିଲା । ଏହା ସହିତ 1999 ରେ କାର୍ଗିଲ ଯୁଦ୍ଧ ରେ ବି ଏହି ପରି ବହୁତ ସାହାସ ଦେଖାଇ ଥିଲା । ଆମ ଭାରତୀୟ ସେନା ବୋଲି କହିଛନ୍ତି ।

Leave A Reply

Your email address will not be published.