Loading...

ଇଂଣ୍ଡଆ ପାକିସ୍ତାନ ମେଚ୍ ପଛରେ ରହିଛି କିଛି ରୋଚକ ତଥ୍ୟ ଜାଣନ୍ତୁ ।

0 182

ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ କି ଇଂଣ୍ଡଆ ପାକିସ୍ତାନ କୁ ନେଇ ଯେବେ ବି କିଛି ମୁକାବିଲା ରହିଥାଏ ତ ଆମେ ବହୁ ଖୁସି ରହିଥାଉ । ଗୋଟିଏ ଆକର୍ଷିୟ ମେଚ ହେବା ପାଇଂ ଆମେ ଚାହିଁ ଥାଉ ଏହା ହେଉଛି ଗୋଟିଏ ଅଦ୍ଭୁତ ଖେଳ ଯାହାକୁ ସବୁବେଳେ ଭାରତୀୟ ମାନେ ବହୁତ ପସନ୍ଦ କରିଛଥାନ୍ତି ।

କଣ ଆପଣ ଜାଣିଛନ୍ତି କି ଜେତେବେଳେ ବି ଇଂଣ୍ଡଆ ପାକିସ୍ତାନ ର ମେଚ ହୋଇଥାଏ ତ ଏପରି ବହୁତ ସହର ରେ ଲୋକ ବାହାର କୁ ବାହାରି ନଥାନ୍ତି । ରାସ୍ତା ଘାଟ ପୂରା ସୁନସାନ ହୋଇଯାଇଥାଏ । ଓ ଏପରି ବି ହୋଇଥାଏ କି ଦୁଇ ବିରୋଧି ଙ୍କ ସହିତ ମୋଚ ର ଫାଇଦା ଉଠାଇବା ବହୁତ ଦେଶ ମାନେ ଯୁଆ ଖେଳନ୍ତି । ଏପରି ବି ହୋଇଥାଏ କି ସେମାନେ କୋଟି କୋଟି ଟଙ୍କାର ବାଜି ଲଗାଇଥାନ୍ତି ।

ଗତ ଦୁଇ ବର୍ଷ ହେଲା ଇଂଣ୍ଡଆ ପାକିସ୍ତାନ ଭିତରେ ଗୋଟିଏ ବି ମେଚ ହୋଇ ନଥିବାର କାରଣ ହେଉଛି ଭାରତ ସହିତ ପାକିସ୍ଥାନ ର ବିରୋଧ ତେବେ ଏପରି କ୍ଷେତ୍ରରେ ବିଗତ ଦୁଇ ବର୍ଷ ପରେ ପୁଣି ଥରେ ICC ର ଅନୁରୋଧ କ୍ରମେ ଏପରି ଗୋଟିଏ ମେଚ ର ଆୟଜନ କରାଜାଇଛି ।

ତେବେ ଏହି ମେଚ ହେବାର ଆଉ ଗୋଟିଏ କାରଣ ବି ରହିଛି ଯେଉଁଥି ପାଇଁ ଇଂଣ୍ଡଆ ପାକିସ୍ତାନ ର ବିରୋେଧ ସୃଷ୍ଟି ହେଇଛି ଓ ଏପରି କି ଗୋଟିଏ ମୁଲ୍କ ରୁ ଆଉ ଗୋଟିଏ ମୁଲ୍କ ର ଲୋକଙ୍କୁ ବେନ କରି ଦିଆ ଜାଇଛି ସେଥି ପାଇଁ ସେମାନଙ୍କ ଭିତରେ ଗୋଟିଏ ପ୍ରେମ ଜାଗ୍ରତ କରିବା ପାଇଂ ସେମାନେ ଏପରି ଗୋଟିଏ ପଦକ୍ଷପ ନେଇଛନ୍ତି ବୋଲି ଜଣା ପଡିଛି । ତେବେ ଏପରି କର୍ମେ ଆଜିର ମେଚ ଟି ଇଂଣ୍ଡଆ ପାକିସ୍ତାନ ଙଭିତରୁ କିଏ ଜିତିବ ଆମକୁ ଆପଣ କମେଣ୍ଟ ମାଧ୍ୟମ ରେ କୁହନ୍ତୁ ।

Loading...
Loading...