Take a fresh look at your lifestyle.

ଦେଖନ୍ତୁ ଭିଡିଓ । ଘରେ ପୁଅ ନଥିବା ସମୟରେ 45 ବର୍ଷର ଶ୍ବଶୁର ନିଜ ବୋହୁ ସହିତ ରଖିଲେ ଶାରୀରିକ ସଂମ୍ପର୍କ । ପୁଅ ଭିଡିଓ କଏଦ କଲା cc tv ରେ

0 107

ଏହି ଘଟଣା କୁ ସେୟାର ନିଶ୍ଚିତ କରନ୍ତୁ । ଯେମିତି ଏମାନଙ୍କୁ ଦଣ୍ଡ ମିଳି ପାରିବ ।

ଆଜି କାଲି ର ଦୁନିଆଁ ରେ କଣ କେତେ ବେଳେ ହେଇ ଚାଲିଛି ତାହା ଜାଣିବା ବହୁତ କଷ୍ଟକର । ଏମିତି ଆପଣ ପଢୁଥିବା ବେଳେ ବି କାହାର ମୃତ୍ୟୁ ହେଉଥିବ ତ ଆଉ କାହାର ବିବାହ ତ ଆଉ କାହାର ବଳତ୍କାର । କଣ ଆଜ୍ଞା ଆଶ୍ଚର୍ଯ୍ଯ ହେଲେ କି ହଁ ଆଜ୍ଞା ଆମେ ଆଜି ଗୋଟିଏ ବହୁ ଓ ଶଶୁର ର ସଂମ୍ପର୍କ କୁ ନେଇ ଚର୍ଚ୍ଚା ଚାଲି ଥିବା ଏକ ଘଟଣା କୁ ଆପଣଙ୍କ ସାମ୍ନା କୁ ଆଣିବା ପାଇଁ ଜାଉଛୁ । ଏପରି ଘଟଣା କି ଆପଣ ନିଶ୍ଚିତ ଥରେ ଭାବିବେ କି ଏମିତି ମଣିଷ କାହିଁକି କରେ ବୋଲି ।

ଆଜ୍ଞା ଏହି ଘଟଣା ହେଉଛି ମୁମ୍ବାଇ ର ରାଜ ନାଥ ସିଂହ ଙ୍କ ଖବର ଏମିତି ହୋଇଛି କି ଏବେ ବହୁତ ମାତ୍ରା ରେ ଚର୍ଚ୍ଚା ଚାଲିଛି । ଘଟଣା ଅନୁଯାୟୀ ଗତ କିଛି ଦିନ ତଳେ ରାଜ ନାଥ ବାବୁ ଙ୍କ ପୁଅ ପ୍ରେମ ବିବାହ କରିଥିଲେ ପତ୍ନୀ ଅନୁସୟା ଙ୍କୁ କିନ୍ତୁ ଶାଶୁ ମାଁ ଙ୍କ ମୃତ୍ୟୁ ପରେ ରାଜ ନାଥ ବାବୁ ଏକା ବୋଲି ବହୁତ ତାଙ୍କର ବହୁତ ଯତ୍ନ ନେଉ ଥିଲା । ଏପରି କି ସେ ତାଙ୍କ ପତି ଙ୍କ ଠାରୁ ଅଦିକ ମାତ୍ରା ରେ ।ଯତ୍ନ ନେଉଥିଲା । କିନ୍ତୁ ପୁଅ ନିଜର ବ୍ୟବସାୟ କାର୍ଯ୍ଯ ଏମିତି ମାସ ମାସ ବାହରେ ରହିବା ରୁ ଘରେ ଶଶୁର ଓ ବହୁତ ଙ୍କୁ ଏକା ରହିବା କୁ ପଡିଥାଏ । ଏମିତି ବେଲେ ରାଜ ନାଥ ବାବୁ ଏହା ର ଫାଇଦା ଉଠାଇ ଥିଲେ ।

ଏପରି ବେଳେ ବହୁତ ଦେଖିବା ପାଇଁ ବହୁତ ସୁନ୍ଦର ହୋଇ ଥିବା ବେଳେ ସେ ଆଉ ତାଙ୍କ ଭିତରେ ଥିବା ଉତେଜମା କୁ ସହ୍ୟ ନକରି ପାରି । ସେ ଦିନେ ରାତି ରେ ବହୁଙ୍କ ଉପର କୁ ଖରାପ ମଜର ପକାଇବା କୁ ଲାଗିଲେ ଓ ପରେ ବହୁତ ଜାଣି ପାରି ଥିଲେ କି ଶୁଶୁର ତାଙ୍କ ଉପରେ ଖରାପ ନଜର ପଉଛନ୍ତି ବୋଲି ।

ତେବେ ବି ସେ ସ୍ବମୀ ଙ୍କୁ କିଛି ନ କହି ଛୁପ ରହିଥିଲେ କିନ୍ତୁ ଶୁଶୁର ଙ୍କ ମନ ନମାନି ବାରୁ ସେ ପର ଦିନ ରାତି ରେ ବହୁ ସହିତ ଜୋର ଜବରଦସ୍ତି କରି ସଂମ୍ପର୍କ ବନେଇ ଥିଲେ ଓ ଏମିତି ରେ ବହୁତ କହି ଥିଲେ କି ପୁଅ ସାମ୍ନା ରେ ମୁହଁ ନ ଖୋଲିବା ପାଇଁ କିନ୍ତୁ ଏମିତି ଦୁଇମାସ ପରେ ଜଣଆ ପଡିଲା କି ବହୁ ଏବେ ଗର୍ଭବତୀ ରହିଥିଲେ ଓ ଏପରି ବେଳେ ପୁଅ ବହୁତ ଆଶ୍ଚର୍ଯ୍ଯ ହୋଇ ଉଠିଲା ।

କଣ ରହିଛି କଥା ଏହା ଭିତରେ ଜାଣି ବା ପାଇଁ ଚେଷ୍ଟା କରି ଥିଲା ପରେ ଯେତେ ବେଳେ ଜାଣି ପାରିଲା କି ତାଙ୍କ ବାପା ହିଁ ଏମିତି କାର୍ଯ୍ଯ କରିଛନ୍ତି ବୋଲି । ସେ ଯେମିତି ମରିବା ସମାନ ହୋଇ ଗଲା ଓ ପରେ ସେ ଗତ 20 ଅକ୍ଟୋବର ଦିନ ଅତ୍ମହତ୍ୟା କରି ଥିବା ର ଜଣା ପଡିଛି । ତେବେ ବର୍ତ୍ତମାନ ଶଶୁର ଆମର ପୋଲିସ୍ କଷ୍ଟେଡି ରେ ରହିଛନ୍ତି । ଓ ବହୁ ଏବେ ସ୍ବମୀ ପାଇଁ କିନ୍ଧି କାନ୍ଦି ଫାଗଳ ହୋଇ ଗଲାଣୀ । ଏପରି ବେଳେ ଯଦି ଏହି ଘଟଣା କୁ ବହୁତ ମାତ୍ରା ରେ ସେୟାର କରନ୍ତୁ କରି ଜଣାନ୍ତୁ । ଯେପରି କୈଣସି ଶସୁର ବହୁ ଉପରେ ଖରାପ ନଜର ପକାଇବା ପାଇଁ ପ୍ରସ୍ତୁତ ନ ହୁଏ ଯେମିତି ।

Leave A Reply

Your email address will not be published.