Take a fresh look at your lifestyle.

ପ୍ରେମ ରେ ଭିକାରି ସାଜି ମୁହୁର୍ତ୍ତକ ପାଇଁ ସମଲେଶ୍ବେରୀ ମନ୍ଦିର ଆଗରେ ମାଗିଲେ ଭିକ ।

0 92

ଦିନ ଥିଲା କି ଯେତେବେଳେ ଲୋକ ମାନେ ପ୍ରେମ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥିଲେ । ଏପରି କି ଆପଣ ମାନେ ଜାଣିିଥିବେ କି ସାହାଜାନ ବି ତାଙ୍କର ମମତାଜ ଙ୍କ ପାଇଁ ନିଜର ପ୍ରେମ ର ପ୍ରତିକ ଭାବେ ତଜମହ ଗଢିଥିଲେ ।

ହେଲେ ଏପରି କ୍ଷେତ୍ରରେ ଆଜିର ଯୁବ ପିଢୀ ମାନେ ତ ପ୍ରେମ କରିବା ଯାଣିଛନ୍ତି କିନ୍ତୁ ଏହାକୁ କିପରି ନିଭାଇବା ପାଇଁ ପଡିଥାଏ ତାହା ଭଲ ଭାବରେ ଜାଣିନଥାନ୍ତି । ଆଜି କାଲିର ପିଲା ମାନେ ତ ସେ ପ୍ରେମିକ ହଉୁ ବା ପ୍ରେମିକା ହେଉୁ ଯେତେବେଳ ଯାଏଁ ତାଙ୍କୁ ଫାଇଦା ମିଳୁଥାଏ ତ ସେତେବେଳ ଯାଏଁ ସେମାନେ ଅନ୍ୟ ଙ୍କ ସହ ପ୍ରେମ ସଂମ୍ପର୍କରେ ଯୋଡି ହୋଇ ରହିଥାନ୍ତି ।

ଓ ନିଜ ନିଜର କାମ ସାରି ପୁଣି ଏକ ନୂଆ ପ୍ରେମିକ ବା ପ୍ରେମିକା ଖୋଜିବାରେ ଲାଗିପଡନ୍ତି । ହେଲେ ଆଜ୍ଞା ଆଜିର ଜୀବନ ଚର୍ଯ୍ଯ ରେ କିଛି ଏପରି ବି ଲୋକ ରହିଛନ୍ତି । ଯେଉଁମାନେ ପ୍ରେମ ର ପରିଭାସା କୁ ବହୁତ ଭଲ ଭାବରେ ଜାଣିଛନ୍ତି । ନିଭାଇବା ବି । ତେବେ ଏହି ପ୍ରେମ କୁ ନେଇ ଏକ ଏପରି ଘଟଣା ଘଟିଛି ସମ୍ବଲେଶ୍ବରୀ ମନ୍ଦିର ଆଗରେ ।

ଏହି ଦିନ ରେ ଗୋଟିଏ ଅଦ୍ଭୁତ ଘଟଣା ଘଟିଛି । ଗତ ରବିବାର ଦିନ ର ଘଟଣା ରେ ହୋଇଥିଲା କିଛି ଏପରି । ଗୋଟିଏ ଯୁବକ ପ୍ରେମ ରେ ଭିକାରୀ ସାଜି ସମ୍ବଲେଶ୍ବରୀ ମନ୍ଦିର ଆଗରେ ଭିକ ମାଗୁଥିବା ଦେଖା ଦେଇଥିଲେ । ତେବେ କଣ ଥିଲା ଘଟଣା ଏପରି କଣ ପରିସ୍ଥିତି ପଡିଲା ଯେଉଁଥି ପାଇଁ ତାଙ୍କୁ ଭିକ ମାଗିବା ପାଇଁ ପଡିଥିଲା ।

ତେବେ ସେ ଦିନ ଗୋଟିଏ ଯୁବକ ତାଙ୍କ ପ୍ରେମିକ ଙ୍କୁ ନେଇ ମନ୍ଦିର ବୁଲିଯିବା ବାଟରେ ଗୋଟିଏ ରେସ୍ଟରୁଆଣ୍ଟ ରେ ଖାଇବା ପାଇଁ ପସିଥିଲେ । ହେଲେ ଯେହେତୁ ପ୍ରେମିକ ଟି ଘରୁ ପ୍ରେମିକାଙ୍କୁ ନେଇ ଯାଇଥିଲା ସେଥି ପାଇଁ ସେ ହି ତାର ସବୁ ଖର୍ଚ୍ଚ ବହନ କରିବା ପାଇଁ ଚାହୁଁଥିଲା । ତେଣୁ ସେ ସେହି ସହିଯାଗାରେ ଖାଇବା ପାଇଁ ବସିଥିଲା ।କିନ୍ତୁ ଭାଗ୍ୟ କୁ ତାର ପକେଟ ମାର ତାଙ୍କର ସବୁ ପଇସା ନେଇ ପଳାଇଥିଲା ।

ଏପରି କ୍ଷେତ୍ରରେ ସେ ନିଜର ପ୍ରେମ ର ସଂମ୍ପର୍କ କୁ ବଞ୍ଚାଇବା ପାଇଁ ଜାଇ ସେ ରେସ୍ଟୁରାଣ୍ଟ ବାଲା ଙ୍କୁ ପଇସା ଦଦେବା ପାଇଁ ନିଜ ପ୍ରେମିକା ଙ୍କୁ ବସାଇ କିଛି ସମୟ ରେ ଆସିଯିବେ ବୋଲି କହି ସେ ଜାଇ ସେଠାରେ ଥିବା ସମ୍ବଲଶ୍ବରୀ ମନ୍ଦିର ଆଗରେ ଭିକ ମାଗିଥିଲେ । ଓ ନିଜର ପ୍ରେମ ସଂମ୍ପର୍କ କୁ ବଞ୍ଚାଇ ଥିଲେ । ତେବେ ଆପଣ ଏହି ପରି ପ୍ରେମିକ ଙ୍କୁ କଣ କହି ଧନ୍ୟବାଦ ଦେବେ । ଆମକୁ କମେଣ୍ଟ କରନ୍ତୁ ।

Leave A Reply

Your email address will not be published.