Loading...

କଣ ଆପଣ ଜାଣିଛନ୍ତି Indian Scientist ମାନେ ବାହାର କଲେ – କଣ ଆପଣ ଜାଣିଛନ୍ତି ଅଣ୍ତା ଶାକାହାରୀ ଅଟେ କି ମାଂସାହାରୀ ?

Loading...

ହୋଲେ ପ୍ରେଣ୍ଡସ ଆପଣ ମାନଙ୍କୁ ଆମର ଏହି ୱେବସାଇଟ୍ କୁ ସ୍ବାଗତମ୍ । ଆମର ଏହି ୱେବସାଇଟ୍ ଆପଣ ମାନଙ୍କୁ ଦେଶ ବିଦେଶର ବହୁ ଗୁରୁତ୍ବପ୍ବର୍ଣ୍ଣ ଘଟଣା ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଆସିଛି । ସବୁଦିନ ଭଳି ଆଜି ଆମେ ଆପଣ ମାନଙ୍କ ପାଇିଁ ନେଇ ଆସିଛୁ ଏମିତି ଏକ ସୂଚନା ସମ୍ପର୍କରେ ଯାହାକୁ ଜାଣିବା ପରେ ଆପଣ ମଧ୍ୟ ସନ୍ଦେହଃ ଘେରା ମଧ୍ୟରେ ରହିବେ ।

ଦୋସ୍ତଂ ଦୁନିଆରେ ବୈଜ୍ଞାନିକ ମାନଙ୍କୁ ଆମ କଳିଯୁଗରେ ଦେବତା ମାନାଯାଏ । ସେମାନେ ନିଜର ଜ୍ଞାତ ମାଧ୍ୟମରେ ରିସର୍ଚ କରି କୌଣସି ସମସ୍ୟା କୁ ସମାଧାନ କରିପାରନ୍ତି । ଏବେ ସେହି ବୈଜ୍ଞାନିକ ମାନଙକ ଦ୍ବାରା ରିସର୍ଚ କରାଯା୍ଥିବା ଏକ ପ୍ରଶ୍ନ ଯାହା ବର୍ତ୍ତମାନ ପ୍ରତ୍ୟେକ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି

Image result for chicks

ସେମାନେ ଏହି ପ୍ରଶ୍ନର ଉତ୍ତର ପାଇବା ପାଇିଁ ବ୍ୟାକୁଳ ହୋଇ ପଡୁଛନ୍ତି କାରଣ ପ୍ରଶ୍ନ ଟି ଏମିତି ରହସ୍ୟଭରା ଯାହାକୁ ଦେଖି ଆପଣ ମଧ୍ଯ ଜାଣିପାରିବେ ନାହିଁ କେଉଁ ଟା ଭୁଲ କେଉଁ ଟା ଠିକ୍ । ତେବେ ପ୍ରଶ୍ନ ହେଉଛି ଅଣ୍ଡା କୁ ନେଇ । ବାସ୍ତବରେ ଆପଣ ମାନେ ପ୍ରତିଦିନ ଅଣ୍ଡା ବ୍ୟବାହର କରୁଥିବେ ତେବେ ଆପଣ ମାନେ କେବେ କଳ୍ପନା କରିଛନ୍ତି କି ପ୍ରକୃତରେ ଅଣ୍ଡା ଟା ଅଣ୍ତା ଶାକାହାରୀ ଅଟେ କି ମାଂସାହାରୀ ?

Image result for chicks

ନିଶ୍ଚିତ ଭାବେ ଏହା ଶୁଣି ସନ୍ଦେହ ମଧ୍ୟରେ ରହିଥିବେ କାରଣ ଏହା ଆପଣ ମାନଙ୍କୁ ସଠିକ୍ ଭାବେ ଜଣାନାହିଁ । ତେଣୁ ଆମେ ଆପଣ ମାନଙ୍କୁ ଜାଣାଇଦେବୁ କି ପ୍ରକୃତ ରେ ଅଣ୍ଡା ଟି ଶାକାହାରୀ ନା ଆମିଷ । ଆମ ସମାଜରେ ଅନେକ ଲୋକ ଅଣ୍ଡା କୁ ମାଂସାହାରୀ ବୋଲି ମାନି ଆସିଛନ୍ତି ସେହି ପରି କିଛି ଲୋକ ଏହାକୁ ଶାକାହୀରୀ ବୋଲି ଯୁକ୍ତି ବାଡିଥାନ୍ତି ।

Image result for veg non veg

ତେବେ ଏହି ଦୁଇଟି ମଧ୍ୟରୁ କେଉଁଟା ତାହା ଠିକ୍ ଭାବେ ଜଣା ନଥିଲା । ଯଦି କୌଣସି ବ୍ୟକ୍ତି ଅଣ୍ଡାକୁ ନନ୍ ଭେଜ ବୋଲି କହୁଛନ୍ତି ତେବେ ତାଙ୍କ ମତରେ କୁକୁଡା ମଧ୍ୟ ନନ୍ ଭେଜ ହେବ କାରଣ ତାହା ଅଣ୍ଡାରୁ ଆସିଥାଏ । କିନ୍ତୁ ଅଣ୍ଡାରେ ତିନୋଟି ଅଂଶ ଭରି ରହିଥାଏ ପ୍ରଥମେ ଅଣ୍ଡାର ଖୋଳ ଏବଂ ଦ୍ବିତୀୟ ରେ ତାହାର ଉପର ଭାଗ ଓ ପରିଶେଷରେ ଅଣ୍ଡାର କେଶୁର ଯେଉଁ ଥିରେ ଭିନ୍ନ ଭିନ୍ନ ରୁପ ରହିଥାଏ ।

Image result for egg

ତେଣୁ ବୈଜ୍ଞାନିକ ମାନଙ୍କର ରିସର୍ଚ ମୁତାବିକ୍ ଜଣାପଡିଛି ଯେ ଅଣ୍ଡାର ଧଳା ଅଂଶରେ ଅଧିକ ପ୍ରୋଟିନ ରହିଥାଏ ତେଣୁ ଏହା କୌଣସି ପଶୁମାନଙ୍କର ଅଂଶ ନଥାଏ । ଯଦି ଆପଣ ଭାବୁଥାନ୍ତି କି ଅଣ୍ଡାର ଧଳା ଭାଗ ଟି ଶାକାହାରୀ ହୋଇଥାଏ ତେବେ ସେଥିରେ ଥିବା କେଶୁର ଟି ମାଂସାହାରୀ କରିଦେଇଥାଏ କାରଣ ତାହା ଅଧିକ ପ୍ରୋଟିନ ଏବଂ କୋଲେଷ୍ଟ୍ରୋଲ୍ , ଫ୍ୟାଟ୍ ପର୍ଯ୍ୟାପ୍ତ ପରିମାଣରେ ଥାଏ ତେଣୁ ଏହା ମାଂସାହାରୀ ।

Loading...
Loading...