Loading...

ଆଉ ହେବନି ଡିଜେ ଡାନ୍ସ ? ଡିଜେ ଉପରେ ଲାଗିଲା କଟକଣା, ନିୟମ ଉଲ୍ଲଂଘନ କଲେ ୫ ବର୍ଷ ଜେଲ୍ ଦଣ୍ଡ ସହ ଦେବାକୁ ହେବ ୧ ଲକ୍ଷ ଟଙ୍କା ଜୋରିମାନା ।

Loading...

ବାହାଘର ଉତ୍ସବ ଠାରୁ ଆରମ୍ବ କରି ପୂଜା ପଦ୍ଧତି ଏମିତି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଲୋକ ମାନେ ଡିଜେ ବଜାନ୍ତି । ଡିଜେ ବାଜିବା ଦ୍ବାରା ଯୁବ ପିଢୀ ମାନଙ୍କ ମଧ୍ୟରେ ଏକ ଆତଙ୍କ ଖେଳିଦିଏ ସେମାନେ ଆନ୍ଦର ସହକାରେ ଡ୍ୟାନ୍ସ ମଧ୍ୟ କରିଥାନ୍ତି । କିନ୍ତୁ ଲୋକ ସବୁ ଜାଣି ମଧ୍ୟ ସବୁ ଅଜଣା ହୋଇ ପହିଥାନ୍ତି ଅର୍ଥାତ୍ ଏହି ଡିଜେ ବାଜିବା ଦ୍ବାରା ଆମ ପ୍ରତି କେତେ ମାତ୍ରାରେ ଲାଭଦାୟକ ଏବଂ କ୍ଷ୍ୟତିସଂପୂର୍ଣ୍ଣ ତହା ଜାଣିବା ନିତ୍ୟାନ୍ତ ଆବଶ୍ୟକ । ଏହି ଡିଜେ ବାଜିବା ଦ୍ବାରା ଯେଉଁ ଶଦ୍ଧ ପରିବେଶରେ ପ୍ରଙ୍କମ୍ପିତ ହୋଇଥାଏ ତାହା ଦ୍ବାରା ଆମ ପରିବେଶ କୁ ଶଦ୍ଧ ପୂଦଷଣ କୁ ବୃଦ୍ଧି କରାଏ ।

ବର୍ତ୍ତମାନ ପ୍ରତି ଗାଁ ଗହଳିରେ ଡିଜେ ବାଜିବା ଟା ଗୋଟିଏକମନ ହୋଇଗଲାନି । ଏପରି କି ଯଦି କେହି ବିବାହ କରିବାକୁ ଯାଉଛି ତେବେ ଡିଜେ ପ୍ରତି ଆଗ ଆକୃଷ୍ଟ ହେଉଛି କାରଣ ଡିଜେ ନ ବାଜିଲେ ବିବାହ ଅଧୁରା । ଏହି ଡିଜେ ବାଜିବା ଦ୍ୱାରା ଶବ୍ଦ ପୂଦଷଣ ଦୃତ ଗତିରେ ବଡିଚାଲିଛି । ପ୍ରତ୍ୟକ ଲୋକଙ୍କୁ ଏହି କଥା କର୍ଣ୍ଣପାତ କରିବା କଥା କି ଡିଜେ ବାଜିବା ଦ୍ବାରା ଯେଉଁ ପ୍ରତିଧ୍ବନୀ ବାହାରେ ତାହା ଦ୍ବାରା ଶଦ୍ଧ ପଦୂଷଣ ସହିତ ଆମ ଶରୀର କୁ ମଧ୍ୟ କ୍ଷ୍ୟତବିକ୍ଷତ କରିଦେଇଥାଏ

Related image

ଯାହା ଦ୍ବାରା ଆମେ ଅଳ୍ପ ବୟସରେ ଶୁଣିବା ହରାଇ ଥାଉ । ତେବେ ଏହି ଡିଜେ ବାଜିବାର ନଷ୍ଟତା କୁ ଦେଖି ଆଲ୍ଲାହାବାଦ ହାଇକୋର୍ଟ ଡିଜେ ବାଜିବା ଉପରେ କଟକଣା ଲଗାଇ ଛନ୍ତି । ଡିଜେ ବାଜିବ ନାହିଁ କିମ୍ବା ଡ୍ୟାନ୍ସ ହେବ ନାହିଁ ଏହା ଉପର ସୁପ୍ରିମ କୋର୍ଟ ରାୟ ପ୍ରଦାନ କରିଛି ।

ଏହି ଡିଜେ ବାଜିବା ଦ୍ବାରା କେତେ ମାତ୍ରାରେ ଶଦ୍ଧ ପୂଦଷଣ ହୋଇଗଲାନି ତାହା ଆକଳନ କରିବା ବି ମୁସକିଲ । ଯଦି ଏହି ନିୟମ କୁ କେହି ବି ଉଂଲଘନ କରନ୍ତି ତେବେ ତାଙ୍କୁ ପାଞ୍ଚ ବର୍ଷ ଜେଲ ହେବା ସହିତ ଏକ ଲକ୍ଷ ଟଙ୍କା ର ଜୋରିମାନା ମଧ୍ଯ ହୋଇପାରେ । ତେବେ ଯଦି କୌଣସି ଗ୍ରାମରେ କିମ୍ବା ସହରରେ ଏହି ନିୟମ ଲାଗୁ ହେବା ପରେ ମଧ୍ୟ ଡିଜେ ବାଜୁଥିବାର ନଜର ଆସେ କିମ୍ବା କେହି ଜଣେ ବ୍ୟକ୍ତି ଅଭିଯୋଗ କରନ୍ତି ତେବେ ପ୍ରଥମେ ନିକଟସ୍ଥ ଥାନା ଅଧିକାରୀ ଙ୍କୁ କାରଣ ଦର୍ଶାଇବା ପାଇିଁ ନୋଟିସ ଜାରି ହୋଇଛି ।

Image result for dj dance indiaସୁପ୍ରିମ କୋର୍ଟ ଙ୍କ କହିବା ମୁତାବିକ୍ ଯଦି କୈଣସି ପୂଜା ପର୍ବପର୍ବାଣୀ ରେ ଡିଜେ ବଜିବା ପାଇିଁ ଇଛୁକ ତେବେ ପ୍ରଥମେ ଜିଲ୍ଲା ମୁଖ୍ୟ ଙ୍କର ପରାମର୍ଶ ଏବଂ ତାଙ୍କ ନିର୍ଦ୍ଦଶ କୁ ଗ୍ରହଣ କରି ଏକ ବୈଠକ ବସିବା ଦରକାର ।ଯଦି ଏହି କଥାକୁ ତଥା ନିୟମ କୁ କେହି ଅବମାନନା କରି ଡିଜେ ବଜାଏ ତେବେ ତାଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଟାନ ନିଆଯିବ ।

ସେ ପାଞ୍ଚ ବର୍ଷ ଜେଲର ଚାରିକାନ୍ଥ ମଧ୍ୟରେ ଜୀବନ କାଟିବା ସହିତ ଏକ ଲକ୍ଷ ଟଙ୍କା ଜୋରିମାନା ଭରିବେ । ଆଜିକା ଦୁନିଆରେ ଏହି ଡିଜେ ବାଜିବା ଦ୍ବାରା ଶଦ୍ଧ ପଦୂଷଣ ହେବା ସହିତ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପାଇଁ ଶବ୍ଦ ପ୍ରଦୂଷଣ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଟେ ଏପରି କି ଏହି ଡିଜେ ଦ୍ବାରା ଅନେକ ଛୋଟ ଛୋଟ ପିଲା ମାନଙ୍କ ମଧ୍ୟରେ ଅନେକ ରୋଗ ଦେଖାଯାଉଛି ସେମାନେ ପଙ୍ଗୁ ହୋଇଯାଉଛନ୍ତି ।

Image result for dj dance india

ତେଣୁ ଜିଡେ ବାଜିବ ନାହିଁ କିମ୍ବା ଆଇଟମ୍ ଡ୍ୟାନ୍, ହେବ ନାହିଁ ଯଦି କେହି ଏହାର ନିୟମ ଭାଙ୍ଗେ ତେବେ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅନୁଯାୟୀ, ଅପରାଧୀଙ୍କ ବିରୋଧରେ ମମଲା ରଜୁ କରାଯିବ । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...