Take a fresh look at your lifestyle.

କାହିଁକି ହୁଏ ପାରାଲିସିସ୍ ? ଜାଣନ୍ତୁ କାରଣ ଏବଂ ନିରାକରଣ ..ପାରାଲିସିସ୍ ହେଲେ ସଙ୍ଗେ ସଙ୍ଗେ କରନ୍ତୁ ଏଇ ଗୋଟିଏ କାମ

0 3,864

ପାରାଲିସ ଗୋଟିଏ ବହୁତ ବଡ ଧରଣର ସମସ୍ୟା ।ଏହି ପାରାଲିସ ଦେଶର ପ୍ରାୟ 75 ପ୍ରତିଶତ ଲେକଙ୍କୁ ହୋଇଥାଏ ।ଏହି ରୋଗରେ ପିଡିତ ହୋଇ ଅନେକ ଲୋକ ମୃତ୍ୟୁବରଣ ମଧ୍ୟ କଲେନି । ବହୁତ ପରିବାରରେ ଦେଖିବା ମିଳିଛି କେହି ନା କିହି ଜମେ ପାରାଲିସରେ ପିଡିତ ଥିବେ ।ଏହି ସମସ୍ୟା ରୁ ମୁକ୍ତ ପାଇବା ପାଇିଁ ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି ପରିବାର ଲୋକେ କିନ୍ତୁ କେହି କେହି ଏହି ରୋଗରୁ ଆଉ ଉଠି ପାରନ୍ତି ନାହିଁ ।

ଏହି ପାରାଲିସ କାହିଁକି ଲୋକଙ୍କୁ ହୋଇଥାଏ ।ଏହା କେଉଁ କାରଣ କିମ୍ବା ପତିକରକୁ ଅବଲମ୍ବନ ଏହା ଏମିତି ଏକ ଭୟଙ୍କର ରୋଗ ଯାହା ଲୋକଙ୍କର ଅଙ୍ଗକୁ ସପୂର୍ଣ୍ଣ ଅଚଳ କରିଥାଏ ।ଏପରି କି ଏହାର ପ୍ରଭାବରେ ଅଙ୍ଗର ଚଳ ଚଞ୍ଚଳ ବନ୍ଧ ହେବା ସହ ସେ କଥା ମଧ୍ୟ କହି ପାରେ ନାହିଁ ଠିକ୍ ସେ ଖାଇପାରେ ନାହିଁ ।

Image result for indian paralysis patient

ଏହା ଏକ ବାୟୁଜନିତ ଶାରୀରିକ ରୋଗ ।ଯଦି କେହି ବ୍ୟକ୍ତିଙ୍କୁ ପାରାଲିସ ହୋଇଥାଏ ତେହେ ତାହାକୁ ତୁରନ୍ତ ତାଙ୍କୁ ମହୁ ଏବଂ ରସୁଣ ଖାଇବା କୁ ଦିଅନ୍ତୁ ।ଏପରି କାରଣ କରିବା ଦ୍ବାରା ତାଙ୍କର ଅଚଞ୍ଚଳ ଅଙ୍ଗ ଗୁଡିକ ଏବଂ ତାଙ୍କ ସ୍ନାୟୁ ର କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଦି ପାଇଥାଏ ଯାହାଫଳରେ ସେ ସୁସ୍ଥ ହୋଇନଥିଲେ ମଧ୍ୟ କିଛି ମାତ୍ରାରେ ଆଫଣ ତାଙ୍କୁ ସୁରକ୍ଷା ଦେଇପାରିବେ ।

ଏପରି କି ଗୋଟିଏ ସପ୍ତାହ କରିବା ଦ୍ବାରା ତାଙ୍କର ରୋଦ ଧିରେ ଧିରେ ଭଲ ହୋଇଯିବ ତା ପରେ ସେ ପରବର୍ତ୍ତୀ ପରି ସପୂର୍ଣ୍ଣ ସ୍ବାସ୍ଥବାନ ହୋଇଯିବେ ।ପାରାଲିସିସ ବା ପକ୍ଷାଘାତ କୁ ଦେଖି ଆଦୁ ଭୟଭିତ ହେବେ ନାହିଁ ଏପରି କି ରୋଗୀଙ୍କୁ ସ୍ବାନ୍ତନା ଦେବେ । ତାଙ୍କୁ ରସୁଣ ଏବଂ ମହୁ ଖାଇବାକୁ ଦେବା ସହ ତାଙ୍କ ଅଙ୍ଗରେ ବିଶେଷ କରି ପାଦରେ ତେଲ ମାଲିସ କରନ୍ତୁ ।

Related image

ଧନ୍ୟବାଦ ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.