Loading...

ବିପଦରେ କୋଣାର୍କର ଜଗମୋହନ । ଭିତରେ ଚରିଗଲାଣି ଶିଉଳି, ବିଷ ଭଳି କାମ କରୁଛି ଭିତରେ ଥିବା ବାଲି । ଜାଣନ୍ତୁ କଣ କହିଲେ ବିଶେଷଜ୍ଞ

Loading...

କଥା ରେ ରହିଛି ଏହି ସଂସାର ରେ ଯେଉଁ ଜିନିଷ ର ଥରେ ଜନ୍ମ ହୋିଛି ମାନେ ସେହି ଜିନିଷ ର ଦିନେ ନା ଦିନେ ମୃତ୍ୟୁ ହେବା ସୁନିଶ୍ଚିତ ଅଟେ ତେବେ ଏମିତି ବେଳେ ଆମେ ଆଜି ଯେଉଁ ସୂଚନା ଆପଣ ମାନଙ୍କୁ ଦେବା ପାଇଁ ଜାଉଛି ତହା ଆପଣ ମାନେ ଶୁଣିଲେ ହୁଏତ ବହୁତ ଆଶ୍ଚର୍ଯ୍ଯ ହୋି ପଡ଼ିବେ । ଘଟଣା ଅନୁସାରେ। ଏମିତି ବେଳେ ବର୍ତମାନ ସମୟ ରେ ଏହି ଘଟଣା କୁ ଲୋକ ମାନେ ସୁଣଇଲାପରେ ବହୁତ ଆଶ୍ଚର୍ଯ୍ଯ ହେବାରେ ଲାଗଛନ୍ତି । ଏହି ଘଟଣା ଜଣା ପଡ଼ିଛି କି ଆଉ ମାତ୍ର କିଛି ବର୍ଷ ଭିତରେ ଏହି କୋଣାର୍କ ଜାହାକୁ କୁହାଯାଏ ବା ଜଗମୋହନ ବୋଲି ବି ଲୋକ ମାନେ ଏହି ମନ୍ଦିର କୁ କୁହନ୍ତି ।

ମାତ୍ର କିଛି ବର୍ଷ ଭିତରେ ଏହି ମନ୍ଦିର ର ଶିଳ୍ପ ଚାତୁରିର ଗୁଡ଼ିକ ଲିଭଇ ଲିଭଇ ଜାଉଛି । ତେବେ ଏମିତି ବେଳେ ଏବେ ଜଣା ପଡ଼ିଛି କି ଏହି ମନ୍ଦିର ପ୍ରତି ଏବେ ଠାରୁ ସତର୍କ ନ ହେଲେ ହୁଏତ ଏହି କଥା ସତ୍ୟ କିଛି ଦିନ ମଧ୍ୟ ରେ ହୋଇ ଯିବ ବୋଲି ଲାଗୁଛି ତେବେ ଆସନ୍ତୁ ଏହି ଖବର କୁ ଆମେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା 

https://www.facebook.com/KanakNews/videos/1764900553639184/

ଘଟଣା ଅନୁସାରେ । କୋଣାର୍କ ମନ୍ଦିର ମଧ୍ୟ ରେ ଗୁଳ୍ମଜାତୀୟ ବୃକ୍ଷରାଜି ଓ ଶିଉଳି ଦେଖା ଦେବା ରେ ଲାଗିଛି କିଛି ଲୋକ ମାନଙ୍କ ମତ ରେ ଏହା ଗୋଟିଏ ସ୍ଲ ପୋୟଜନ ଭଳି କାର୍ଯ କରିବ ଯେଉଁ ଥିରେ ମନ୍ଦିର ସ୍ଥିତି ବିଗିଡି ।ଯିବ ଏହି ସତର୍କ ବଣୀ ବିଶେଷଜ୍ଞ ମାନେ ଏବେ ଦେବାରେ ଲାଗିଛନ୍ତି । ଏଣିତି ରେ ବରି୍ତମାନ ସମୟ ରେ ଏହି ପ୍ରସଂଙ୍ଗ କୁ ନେଇ ରାଜ୍ୟ ସରକାର ଏବେ ନିଘୋଡ ନିନ୍ଦ ରେ ସୁଇ ଛନ୍ତି । ଏବେ ମନ୍ଦିର ର ସବୁ ପଥର ଉପରେ ଚେର ମାନ ମାଡି ଜାଉ ଥିବାରୁ ସବୁ ପଥର ମାନ ଗୁଣ୍ଡ ହେବା ରେ ଲାଗିଛି ।

ଏହା ସହିତ ସବୁ ପଥର ଗୁଡ଼ିକ ଦୁର୍ବଳ ହେବା ରେ ଲାଗିଛି । ଏହି ନେଇ ୟୁନେସ୍କୋ ବାରମ୍ବାର ହସ୍ତେକ୍ଷେପ କରିଛି ତଥାପି ସରକାର ଙ୍କ ଏବେ ପର୍ଯ୍ଯନ୍ତ ନିନ୍ଦ ଭାଙ୍ଗି ନାହିଁ । ଏହାର ଆଉ ଏକ ଉଦାହଣ ହେଉଛି କି 1982 ମସିହା କାନ୍ଥ ରେ ଗୋଟିଏ ଫାଟ ସୃଷ୍ଟି ହୋଇ ଥିଲା ଆପଣ ମାନେ ଜାଣି ଥିବେ । ତେବେ ବର୍ତମାନ ସମୟ ରେ ଏହା ବହୁତ ଫେଲିବା ରେ ଲାଗିଛି । ଏମିତି ବେଳେ ଅ୍ୟ ସ୍ଥାନ ରେ ଥିବା ଫାଟ ରେ ଛୋଟ ଛୋଟ ପଥର ଲଗାଇ ଦେଇ ସରକାର ସେମିତି ବସିଛନ୍ତି । କିନ୍ତୁ ଅନ୍ୟ ପକ୍ଷ ରେ ଏବେ 62 ଫୁଟ ର ଏହି ଫାଟ କୁ ନେଇ ଚିନ୍ତା ରେ ରହିଛନ୍ତି ବିଶେଷଜ୍ଞ ମାନେ । ତେବେ ଏମିତି ରେ ସେଠାରେ ଗୋଟିଏ ଲାଲି ଫଇତା ବାନ୍ଦି ସରକାର ବସିବାର କାରଣ କଣ ଏବେ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ ।

Loading...
Loading...