Loading...

ଯଦି ଆପଣ ସୋସିଆଲ୍ ମିଡିଆରେ ଏହି ଯୋଡିଙ୍କର ମଜାକ୍ କରିଛନ୍ତି ତେବେ ତାଙ୍କର ସତ କଥା ଜାଣି ଆପଣ ଲଜ୍ଜିତ ହେଇଯିବେ – ଜାଣନ୍ତୁ କିଏ ଏ ଦିଜଣ

Loading...

ଏମିତି ରେ ବହୁତ ସମୟ ରୁ ଏମିତି କଳା ଓ ଗୋରା କୁ ନେଇ ବହୁତ ଭେଦ ଭାଗ ଲାରି ରହିଛି ତେବେ ଏମିତି ବେଳେ ବର୍ତ୍ତମାନ ସମୟ ରେ ବି ଲୋକ ମାନେ ଏହି ଗୋରା ଓ କଳା କୁ ନେଇ ନିଜର ମତ ଅଲଗା ଅଲଗା ରଖନ୍ତି ତେବେ ଏମିତି ବେଳେ କେତେ ସ୍ଥାନ ରେ ଏମିତି ଦେଖିବା ପାଇଁ ମିଳିଛି ଯେଉଁ ଠାରେ କି ଏମିତି ଶ୍ୟାମଳ ଓ ଗୋରା ରଙ୍ଗ କୁ ନେଇ ବହୁତ ଭେଦ ଭାବ ଦେଖିବା ପାଇଁ ମିଳିଛି । ତେବେ ଏମିତି ବେଳେ ଆମେ ଆଜି ଏହି କଳା ଓ ଗୋରା କୁ ନେଇ ଗୋଟିଏ ଏମିତି ସତ୍ୟତା ସାମ୍ନା କୁ ଆଣିବା ପାଇଁ ଚାହିଁବୁ ଜାହାକି ଆପଣ ମାନଙ୍କୁ ଆଶ୍ଚର୍ଯ୍ଯ ଚକିତ କରି ଦେବ ।

ତେବେ ଆସନ୍ତୁ ଆମେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଏମିତି ରେ ବର୍ତ୍ତମାନ ସମୟ ରେ ଲୋକ ମାନେ ଯେଉଁ ଠାରେ ବି ସ୍ତ୍ରୀଙ୍କୁ ବହୁତ ସୁନ୍ଦର ଓ ସ୍ୱାମୀ ଦେଖିବାକୁ ଟିକେ ଶ୍ୟାମଳ ଅଟନ୍ତି । ତାଙ୍କର ମଜାକ୍ ବନାଇ ଦେଉଛନ୍ତି । ତେବେ ଆମେ ଆଜି ଯେଉଁ ଜୋଡି ଙ୍କ ବିଷୟ ରେ କହିବା ପାଇଁ ଜାଉଛୁ ସେମାନେ ପ୍ରସିଦ୍ଧ ଫିଲ୍ମ ର କଳାକାର ଅଟନ୍ତି । ଏମାନଙ୍କ ସଂମ୍ପର୍ଣ୍ଣ ନାମ ଟି ହେଉଛି ଅରୁଣ କୁମାର ଓ ତାଙ୍କ ସ୍ତ୍ରୀଙ୍କୁ ଏଟଲି କୁମାର ବର୍ତ୍ତମାନ ସମୟ

ରେ ଅରୁଣ କୁମାର ନିର୍ଦ୍ଦେଶକ , ଓ ସ୍କ୍ରିନ୍ ପ୍ଲେ ରାଇଟର୍ ଭାବେ କାମ କରୁଛନ୍ତି । ଏମିତି ବେଳେ ଏହି ନିକଟ ରେ କରି ଥିବା ରାଜା ରାଣୀ ନାମକ ଗୋଟିଏ ଫିଲ୍ମ ଟି ବହୁତ ହିଟ୍ ହୋଇ ସାରିଛି ବୋଲି ଜଣା ପଡ଼ିଛି ଏମିତି ବେଳେ ଆମେ ଯଦି ଆପଣ ମାନଙ୍କୁ ତାଙ୍କ ପତ୍ନୀ ଙଅକ ନାମ ଅସଲି କହିବା ତେବେ କୃଷ୍ଣ ପ୍ରିୟା ବୋଲି ଜାଣନ୍ତି ଏମିତି ବେଳେ ଲୋକ ମାନେ ତାଙ୍କ ଯୋଡି କୁ ସବୁ ବେଳେ ଦେଖିବା ପରେ ହସିବାରେ ଲାଗନ୍ତି କିନ୍ତୁ ଲୋକ ମାନେ

ଏହା କେବେ ବି ଭାବନ୍ତି ନାହିଁ କି ସେମାନଙ୍କ ପାଖରେ କେତେ ପରିମାଣ ରେ ଟେଲେଣ୍ଟ ଲୁଚି କରି ରହିଛି ବୋଲି ତେବେ ଏମିତି ବେଳେ ସେମାନଙ୍କ ଭାବିବା କଥା ଏହା କି କେବେ ବିବାହ ରଙ୍ଗ କୁ ନେଇ ହୋଇ ନଥାଏ ବରଂ ମନ ସହିତ ମନର ମିଳନ କୁ ହିଁ ଆମେ ସ୍ବକାର ଦେଇ ଥାଉ ଓ ପରେ ଆମେ ମାନେ ତାହାକୁ ବିବାହ ରୂପରେ ପରିଣତ କରିବାରେ ଲାଗି ଥାଉ ।

ଏମିତି ରେ ବର୍ତ୍ତମାନ ସମୟ ରେ ଏହି ନେଇ ବହୁତ ଚର୍ଚ୍ଚା ରେ ରହିଛନ୍ତି ଏହି ଦ୍ବୟ କଳା କାର ମାନେ ଏମିତି ବେଳେ ଆପଣ କଳା ଓ ଗୋରା କୁ ନେଇ କଣ ରାୟ ରଖନ୍ତୁ ଆମ ସାମ୍ନା ରେ ପ୍ରକାଶ ନିଶ୍ଚିତ କରନ୍ତୁ ।

Loading...
Loading...