Take a fresh look at your lifestyle.

ଦେଖନ୍ତୁ ଭିଡିଓ । ସାମ୍ନାକୁ ଆସିଲା ଆତଙ୍କୀ ଆକ୍ରମଣ ପର ର ଭିଡିଓ । ଯବାନ ମାନେ କ୍ୟାମରା ରେ କଏଦ କରିଥିଲେ । କିଭଳି ବିଷ୍ପୋରକ ଭାବେ ହୋଇଥିଲା ଆକ୍ରମଣ

0 2,043

ପୁଲୱାମା ଆତଙ୍କ ବିସ୍ଫୋରଣ କୁ ନେଇ ଭାରତ ଆଜିପ୍ରଯ୍ୟନ୍ତ ପାକିସ୍ଥାନ ଉପରେ ପ୍ରତିଶୋଧ ପାଇିଁ କରିଚାଲିଛି ପ୍ରାୟସ । 14 ଫେବୃଆରୀ ଦିନ ଆମ ସେନା ଶ୍ରୀନଗର ଯାଉଥିବା ସ୍ଥଳେ ଆତଙ୍କହାମଲା ହୋଇଥିଲା ଯେଉଁ ଥିରେ ଆମର 40ଯବାନ କଲେ ବଳିଦାନ । ଯେଉଁ ଘଟଣାକୁ ସାରା ବିଶ୍ବ ନିନ୍ଧାକରିଛି କେବେଳ ଦେଶଦ୍ରୋହୀ ପାକିସ୍ଥାନ ବ୍ୟତିତ । ଭାରତ ସରକାର ଏହାର କଡା ଯବାବ ଦେବେବୋଲି ଜନସାଧାରଣ ଙ୍କୁ ପ୍ରତିଶୁତି ଦେଇଛନ୍ତି ।

ତଳେ ଥିବା ଭୟଙ୍କର ଭିଡିଓ ଦେଖନ୍ତୁ ।କହିବେ କଣ ସତରେ ଏତେ ଭୟଙ୍କର ଥିଲା

ଏତିକି ଦୁଖଃର ବିଷୟ ଯେ ଆମର CR PF ଯବାନ ଙ୍କ ପ୍ରାଣ ଆମ ପାଇିଁ ବହୁତ ମୂଲ୍ୟବାନ ଥିଲା ଭାରତକୁ ପ୍ରତ୍ୟେକ ବାହ୍ୟ ଶତ୍ରୁ ଆକ୍ରମଣରୁ ସୁରକ୍ଷିତ ଦେଇଆସୁଥିଲେ ଆଜି ତାଙ୍କର ଏପରି ଅବସ୍ଥା ଆମକୁ ବ୍ୟତିଥ କରିଛି । ଭାରତୀୟ ସେନା ଆକ୍ରମଣ ହେବା ସମୟରେ କିଛି ଭିଡିଓ ରେକର୍ଡ କରିଥିଲେ ଆଜି ତାହା ଜନସାଧାରଣ ଙ୍କ ସାମ୍ମନାକୁ ଆସିଛି ତେବେ କଣ ଥିଲା ସେ ଭିଡିଓ ଆସନ୍ତୁ ଜାଣବା ସେ ଭିଡିଓ ଫଛରେ ଥିବା ପ୍ରକୃତ କାହାଣୀ ।

ପୁଲବାମା ଆକ୍ରମଣ ର କିଛି ସମୟ ପର ର ଏକ ଭିଡିଓ ବର୍ତମାନ ସୋସିଆଲ ମିଡିଆ ସାମ୍ନାକୁ ଆସିଛି I ଏବଂ ଭିଡିଓ ରେ ଆପଣ ଦେଖିପାରିଥବେ କିପରି ଯବାନ ମାନେ ପୋଜିସନ ନେଇ ଅଛନ୍ତି ଏବଂ ସେଠାକାର ଆତ୍ମଘାତୀ ଆକ୍ରମଣ ଖୁବ ଭୟାବହ ଥିଲା I ଭିଡିଓ କୁ ଉନ୍ମୋଚନା କଲେ ଜଣାଯାଉଛିକି ସେନା ଦେଶର ଅଖଣ୍ଡତାକୁ ବଜାଇ ରଖିବା ପାଇିଁ କିପରି ଆତଙ୍କବାଦୀ କୁ ବିଦା କରିବା ନିମନ୍ତେ ପ୍ରୟାସ କରିଚାଲିଛନ୍ତି ତାହା ଏହି ଭିଡିଓ ରୁ ଦେଖାଯାଇଛି ।

କିନ୍ତୁ ଈଶ୍ବରଙ୍କର ଖେଳ ଯେ ଆମ ଯବାନ ଦେଶକୁ ସୁରକ୍ଷିତ କରିବା ପାଇିଁ ନିଜକୁ ଏମାଟିରେ ସବୁଦିନ ପାଇିଁ ଦେଲେ ବଳିଦାନ ଯାହା କେବେ ଚିନ୍ତା କରାଯାଇନଥିଲା ସେନାଙ୍କର ଏ ବଳିଦାନ କେବଳ ଆତ୍ମଘାତୀ ବଳିଦାନ ଥିଲା । ଆପଣ ମାନେ ଏ ଭିଡିଓକୁ ଦେଖି ନିଶ୍ଚିତ ରୂପେ ଆଖିରେ ଆକ୍ରୋଶ ଭରିଦେବ । ଜୈଶ ଆତଙ୍କବାଦୀ ଆଦିଲ ଅହମ୍ମଦ ବୋମାବସ୍ଫରୋଣରେ ଭାରତୀୟ ସେନା ୪୦ ଜଣ ସିଆରପିଏଫ୍‌ ଯବାନଙ୍କ ଜୀବନ ସେଥିରେ ଯାଇଛି।

ସେ ଏକ ବିସ୍ଫୋରଣ ଭରା ଗାଡ଼ିକୁ ସିଆରପିଏଫ୍‌ ଯବାନମାନେ ଯାଉଥିବା ବସ୍‌ରେ ଧକ୍କା କରିଦେବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା। ସାରା ଦେଶ ର ଲୋକେ ବର୍ତମାନ ଏହା କୁ ନେଇ ପାକିସ୍ତାନ ମୁର୍ଦାବାଦ ନାରା ଦେଇଛନ୍ତି I ତେବେ ବର୍ତମାନ ପୁଲବାମା ଆକ୍ରମଣ ପରେ ଏକ ଭିଡିଓ ସେମାଙ୍କୁ ଆସିଛି । ତେଣୁ ଏହି ବଡିଓ କୁ ଦେଖନ୍ତୁ ଏବଂ ପାକିସ୍ଥାନ କୁ ତାହାର ଯବାବ ଦେବାପାଇିଁ ସରକାରଙ୍କୁ ସମର୍ଥନ କରିଚାଲନ୍ତୁ ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.