Loading...

ଜାଣନ୍ତୁ କେମିତି ଗୋଟିଏ ଦିନ ରେ ତିନି ଥର ରଙ୍ଗ ବଦଳେଇ ଥାଏ ଏହି ଶିବ ଲିଙ୍ଗ । ଜାଣନ୍ତୁ କେଉଁ ଠାରେ ରହିଛି । ଭଗବାନଙ୍କୁ ବିଶ୍ବାସ କରୁଥିଲେ ଭକ୍ତିରେ ସେୟାର କରିବେ

Loading...
0 202

ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ କି ଆମ ଭାରତ ରେ ହିନ୍ଦୁ ମାନଙ୍କ ସଂଖ୍ୟା କେତେ ପରିମାଣ ରେ ରହିଛି ତେବେ ଏଠାରେ ପ୍ରାୟତଃ ଲୋକ ମାନେ ଦେବା ଦେବୀ ଙ୍କ ଉପରେ ହିଁ ବିଶ୍ବାସ ଜନ୍ମେଇ ଥାନ୍ତି ,ଏମିତି ବେଳେ ଯଦି ଆମେ ଲୋକ ମାନଙ୍କ ଆରାଧ୍ୟ ଙ୍କ ନାମ କହିବା ତେବେ ନିଶ୍ଚିତ ଭାବେ ବହ୍ମା ବିଷ୍ଣ ଓ ମହେଶ୍ବର ଙ୍କୁ ଲୋକ ମାନନ୍ତିି । ଏମିତି ବହୁତ ଲୋକ ମାନେ ମହେଶ୍ବର ଙ୍କୁ ପୂଜା କରିବାରେ ଦେଖିବା ପାଇଂ ମିଳି ଥାଏ

ଏମିତି ରେ ଆମେ ମାନେ ଆଜି ସେହି ମହାଦେବ ଙ୍କ ବିଷୟ ରେ କଥା ହେବା ଆସିଛେ । ଏମିତି ରେ ଲୋକ ମାନେ ସବୁ ବେଳେ ତାଙ୍କର ଲିଙ୍ଗ ଙ୍କୁ ହିଁ ପୂଜନ କରୁ ଥିବା ବେଳେ ଆମେ ଆଜି ଏପରି ଗୋଟିଏ ଶିବ ଲିଙ୍ଗ ବିଷୟ ରେ କହିବା ପାଇଁ ଚାହିଁବୁ ଯେଉଁ ଶିବ ଲିଙ୍ଗ ବର୍ତମାନ ସମୟ ରେ ଦିନ ରେ ତିନି ଥ ରଙ୍ଗ ବଦଳାଉ ଥିବା ଜଣା ପଡ଼ିଛି । ତେବେ ଆମେ ଯେଉଁ ବିଷୟ ରେ କହିବା ପାଇଁ ଚାହୁଁଛୁ ତାହା ରାଜସ୍ଥାନ ର ଢୋଲ ପୁର ନିକଟସ୍ଥ ରେ ଥିବା ଚମ୍ବଲ ନନ୍ଦୀ ପାଖରେ ରହି ଥିବା ଏହି ମନ୍ଦିର ଟି ସତରେ ବହୁତ ଅଦ୍ଭୁତ ଅଟେ

Image result for Lingam

ଏମିତି ବେଳ କହିବା ପାଇଁ ଚାହିଁବୁ କି ଏହି ଶିବ ଲିଙ୍ଗ ସକାଳେ ଲାଲି ରଙ୍ଗ ର ହୋଇ ଜାଉ ଥିବା ବେଳେ ଦୁଇ ପହର କୁ ତାହା ର ରଙ୍ଗ କଷଡିଆ ରହି ଥିବା ବେଳେ ପୁଣି ରାତି ରେ ତାହା ଶ୍ୟମଳ ରଙ୍ଗ ର ହୋଇ ଜାଉ ଥିବା ଜଣା ପଡ଼ିଛି ଏମିତି ବେଳେ କହିବା ପାଇଁ ଚାହିଁବୁ କି ଆଜି ପର୍ଯ୍ୟନ୍ତ ଏହି ଲିଙ୍ଗ କୁ ଦେଖିବା ପାଇଁ ବହୁତ ବୈଜ୍ଞାନୀକ ମାନେ ବି ଆସି ସାରି ଥିବା ବେଳେ

ସେମାନେ ଆଜି ପର୍ଯ୍ୟନ୍ତ ଜାଣି ପାରିଲେ ନାହିଁ କି କେମିତି ଭାବରେ ଏହି ମନ୍ଦିରର ଥିବା ଶିବ ଲିଙ୍ଗ ର ରଙ୍ଗ ବଦଳି ବାରେ ଲାଗିଛି । ଏମିତି ବେଳେ ଏହି ଶିବ ଲିଙ୍ଗ ର ବି ଅନ୍ୟ ଚମତ୍କୀରୀ ଗୁଣ ମଧ୍ୟ ରହିଛି ତଥା କହିବା ପାଇଁ ଚାହିଁବୁ କି ଏହି ଶିବ ଲିଙ୍ଗ କୁ ପୂଜା କରିବା ପାଇଁ କେବଳ କୁଆଁରୀ ଓ କୁଆଁରା ମାନେ ହିଁ ଆସି ଥାନ୍ତି ଯେଉଁ ମାନଙ୍କ ବିବାହ ହୋଇ ନ ଥାଏ ତେବେ ଏଠାରେ ସେହି ଇଚ୍ଛା ପୂର୍ଣ୍ଣ ହୁଏ ।

Loading...
Loading...