Loading...

Dulhan ka Viral Video: ଷ୍ଟେଜ ଉପରେ ବର କୁ ଦେଖି ଜାଣନ୍ତୁ କଣ ପାଇଁ ଫୁଲମାଳା ଫିଙ୍ଗ ଦେଲେ

Loading...
0 988

ଯେତେବେଳେ ଝିଅର ବିବାହ ବୟଷ ଆସିଥାଏ ତ ତାହାର ବିବାହ କରିବା ପାଇିଁ ଘରଲୋକ ଚିନ୍ତିତ ରହିଥାନ୍ତି । କିନ୍ତୁ ଝିଅର ବାହାଘର କରୁବା ପୂର୍ବରୁ ତାର ମତାମତ ନେବା ଉଚିତ କାରଣ ସେ ସେତେବେଳେ ସାବାଳାକ ଅବସ୍ଥାରେ ରହିଥାଏ ତାହାର ନିଜସ୍ବ ଅଧିକାର ବୋଲି ମନଭାବ ରହିଥାଏ । ତାହାର ବିନା ମରାମର୍ଶ ନେଇ କୈଣସି ବି ପରିବାର ବାହାଘର ଆୟୋଜନ କରିଥାନ୍ତି ତେବେ ତାହାର ପରିନାମ ଭୟଙ୍କର ହୋଇଥାଏ । ସମାଜରେ ଅନେକ ଝିଅ ପୁଅଙ୍କର ବିବାହ ହୋଇଛି ଏବଂ ବିବାହକୁ ନେଇ ଅନେକ ଭିଡିଓ ମଧ୍ୟ ସେୟାର କରାଯାଇଛି ।

ଏବଂ ସୋସିଆଲ ମିଡିଆର ଅନେକ ଦୁହ୍ଲା ଦୁଲହନ ଙ୍କର ବିବାହ ଭିଡିଓ ସୋସିଆଲ ମିଡିଓଆରେ ଭାଇରାଲ ମଧ୍ୟ ହୋଇଛି । କିନ୍ତୁ ଆଜି ଏମିତି ଏକ ବିବାହର ଭିଡିଓ ସାମ୍ମାନକୁ ଆସିଛିୁ ଯାହା ବାହାଘର ମଣ୍ଡପରେ ବର କନିଆଁକୁ ବରମାଲ ପିନ୍ଧିବା ପରେ କନିଆଁ ମଣ୍ଡପରେ ବିବାହକରିବ ନାହିଁ ବୋଲି ଦୁଲାକୁ କହିଛି । ଆସନ୍ତୁ ଜାଣିବା ଏ ଝିଅଟିଏ କାହିଁକି ମଣ୍ଡପରୁ ଉଠିଆସିଛି ଏବଂ ଏହାର ପ୍ରକୃତ ରହସ୍ୟ କଣ ଥିଲା ସେ ସମ୍ପର୍କରେ ଜାଣିବା ।

Image result for Dulhan ka Viral Video: स्टेज पर दूल्हे को देख दुल्हन ने फेंक दी जयमाला, बोली- ‘नहीं करूंगी इससे शादी’

ଆଜ୍ଞା ଘଟଣା ଟି ଏବେ ନୁହେଁ କିଛିଦିନର ଘଟଣା । ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲା ଅନ୍ତର୍ଗତ ସରାୟସ୍ତମ ଗାଁ ରେ ରହୁଥିବା ରାମକରଣ ର ଝିଅ ଉଷାକରଣ ଙ୍କସହ ଏପରି ଗଟଣା । ବାସ୍ତବିକ କହିବାକୁ ଗଲେ ଝିଅକୁ ଅନେକ କ୍ଷେତ୍ରରେ ମିଛ ଆଶାଦେଇ ବାହାଘର କରିଦେଉଛନ୍ତି । ଯାହା ଇଷାଙ୍କ ସହ ହୋଇଥିଲା । ଇଷାଙ୍କ ବାହାଘର ଅରବିନ୍ଦ ନାମକ ଏକ ପୁଅ ସାଙ୍ଗରେ ବିବାହ ହେବାକୁ ଥିଲା ।

ଇଷାର ଯେଉଁ ପୁଅ ସାଙ୍ଗରେ ବିବାହ ହେବ ସେ 30 ବର୍ଷ ବୟଷର ପୁଅ ଏଟେ ଏହା ତାଙ୍କ ପରିବାର ଲୋକ କହିଥିଲେ । କିନ୍ତି ଝିଅର ବାହାଘର ଦିନ ଏସବୁ ମିଛ ରିସ୍ତା ଧରାପଡିଗଲା ।ଝିଅ ଇଷା ବରଦେଖିବା ପରେ ମନାକରିଛି ବାହହେବ ନାହିଁ କାରଣ ତାଙ୍କୁ କୁହାଯାଇଥିଲା କି ପୁଅ 30 ବର୍ଷ ବୟଷର ଅଟେ ଏବଂ ଦେଖିବା ପାଇିଁ ବହୁତ ହ୍ଯାଣ୍ଡସମ ଅଟେ କିନ୍ତୁ ଝିଅ ଦେଖିଲା ପରେ ବହୁତ କଳା ଏବଂ ବୟଷର ମଧ୍ୟ ଅଧିକ ବୃଦ୍ଦ ଭଳି ଦେଖାଯାଉଛି୍ ।

Image result for Dulhan ka Viral Video: स्टेज पर दूल्हे को देख दुल्हन ने फेंक दी जयमाला, बोली- ‘नहीं करूंगी इससे शादी’

ତେଣୁ ଝିଅ ଇଷା କହିଛନ୍ତି କି ମୋ ସହିୁତ ବଢ ଧୋକା ହୋଇଛିୁ ମୁଁ ଏ ବାହଘ ମଣ୍ଡପରେ ବାହାହୋଇପାରବି ନାହିଁ ।ଏହି ଭିଡିଓ 2017 ଜୁନ ମାସ 6 ତାରିଖ କା ଘଟଣା କିନ୍ତୁ ଏବେବି ଏ ହାର ଭିଡିଓ ଭାଇରାଲ ହେବାକୁ ଲାଗିଛି ।ପୁଅର ବାପା ହରିଶଙ୍କର ଏହି ବାବଦରେ କହିଛନ୍ତି କି ମୋର ପୁଅ ଦିଲ୍ଲୀରେ ବିଜନେସ କରୁଅଛି । ବୟଷ 30 ବର୍ଷ ଅଟେ ।କିନ୍ତୁ ଝି୍ଅ ଏହି ବଯଷକୁ ନେଇ ମିଛ ଆରୋପ ଆଣିଛି । 10 ବର୍ଷ ବିବାହ ମଧ୍ୟରେ ଚାଲୁଅଛି । ମୁଁ କୌଣସି ବି ଝିଅ କୁ ବଦନାମ କରିବି ନାହିଁ ।ଯଦି ଝିଅ ବିବାହ କରିବାର ମନାକରିଦିଏତ ଆମେ ତାଙ୍କର ସାଥ ଦେବୁ ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...