Loading...

ପାକିସ୍ତାନ ଆକ୍ଟରକୁ ବଲିଉଡ ବ୍ୟାନ କଲା ପରେ, ଏବେ କାନ୍ଦି କାନ୍ଦି ଏହି ବଡ ବୟାନ ଦେଲେ ପାକିସ୍ତାନ ଅଭିନେତ୍ରୀ – କହିଲେ ଭାରତକୁ ଛାଡି ମୁଁ ବଞ୍ଚି ପାରିବିନି

Loading...

ପୁଲୱାମା ଆକ୍ରମଣ ଆଜକୁ ପାଞ୍ଚଦିନ ହୋଇଗଲା ହେଲେ ଭାରତୀୟବାସୀଙ୍କ ହୃଦୟରୁ ଲିଭିନାହିଁ କ୍ରୋଧର ନିଆଁ । ଭାରତ ଆଜିବି ହରାଇଥିବା ସୈନ୍ୟପୁଅଙ୍କର ସହୀଦରେ ଦୁଖିତଏବଂ ପ୍ରତିଶୋଧ ନିମନ୍ତେ ସେନାଙ୍କୁ ଦେଉଛନ୍ତି ସନ୍ଧେଶ । ଏପରି ଜଳନ୍ତାନିଆଁ ରେ କଣ ପାକିସ୍ଥାନ ଜଳିପୁଡି ଛାରକାର ହୋଇଯିବ କେବେ ମଳିବ ପାକିସ୍ଥାନଙ୍କୁ ତାହାର ଯବାବ । ପୁଲବାମା ଆତଙ୍କ ଆକ୍ରମମ କୁ ନେଇ ସାରା ଭାରତବାସୀ ରାଗରେ ଅଛନ୍ତି ଏବଂ ତାହାର ପ୍ରତିଶୋଧ ନିମନ୍ତେ ସମସ୍ତ ଦେଶବାସୀ ଯବାବକୁ ଅପେକ୍ଷା କରିଛନ୍ତି

କହାର ଭାଇ ପୁଣି କାହାର ସ୍ବମୀ ଓ କହାର ପୁଅ ତେବେ ତାଙ୍କର ଘରଲୋକଙ୍କୁ ଏପରି ସମସୟରେ କିଏ ସାହାରା ଦେବ ଅନ୍ଧାରରୁ ଆଲୋକିତ କରିମାର୍ଗ ଦେଖାଇବ । ଆଜି ସାରା ଭାରତ ପାକିସ୍ଥାନ ର ଆକ୍ରମଣ ହାମଲର ଯବାାବ ମାଗୁଛି ସମସ୍ତଙ୍କ ମନରେ ଭରିଦେଇଛି କ୍ରୋଧ ରାଜନୈତିକ ଠାରୁ ଆରମ୍ଭ କରି ବ୍ୟବସାୟ ତଥା ଫିଲ୍ମଜଗତ ପର୍ଯ୍ୟନ୍ତ ବଡ ଚିନ୍ତାରେ ପକାଇଛି ପ୍ରାକ୍ ଉପରେ ଭାରତ ।
ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମାରାନ ଖାଁ ଏବେ ବୈଦେଶିକ କୂୁଟନୀତି ପଡିବା ଦ୍ବାରା ସଂପୂର୍ଣ୍ଣ ରାଜନୀତି ଉପରେ ପଡିଛି ଚାପ ବୋଲି ସେ

ତାଙ୍କ ସେନାଙ୍କୁ ପାକିସ୍ଥାନର ସମସ୍ତ ଅନୈତିକ କାର୍ଯ୍ୟ ତଥା ଆତଙ୍କର ସବୁଦିନ ପାଇିଁ ଭାରତ ଉପରେ ହାମଲାକୁ ଶେଷ କରିବା ପାଇିଁ ସେ ଅନ୍ତରାଷ୍ଟ୍ରୀୟ ଦେଶ ସହ ମିଶି ପାକିସ୍ଥାନକୁ ବଡ ସଂଙ୍କଟ ରେ ପକାଇଛି । ଏବେ ପାକିସ୍ଥାନ ର ଜଣେ ଫିଲ୍ମ କ୍ୟାରେକ୍ଟର ଭାରତବର୍ଷରେ ନିଜର ଫିଲ୍ମ କ୍ୟାରିୟର ବନାଇଥିଲେ କିନ୍ତୁ ଭାରତ ପାକିସ୍ଥାନ ପ୍ରତିଶୋଧ ନିମନ୍ତେ ସେ ପାକିସ୍ଥାନ ଆକ୍ଟରଙ୍କୁ କଲେ ବ୍ୟାନ । ତେବେ ଆସନ୍ତୁ ଜାଣିବା ସେ ଫିଲ୍ମ ଅଭିନେତ୍ରୀ ଜଣଙ୍କ କିଏ ଏବଂ ତାଙ୍କର ଏଭଳି ବ୍ୟାନକୁ ନେଇ ସେ ଜନସାଧାରଣଙ୍କ ଆଗରେ କଣ ପ୍ରକାଶ କରିଛନ୍ତି ।

ଭାରତୀୟ ସିନେମାରୁ ବ୍ୟାନ ହେବା ପରେ ପାକିସ୍ତାନି ଅଭିନେତ୍ର ମାଓଓରା ହୋକେନ, ସୋସିଆଲ ମିଡିଆରେ ନିଜର ଦୁଖଃପ୍ରକାଶକରି କହିଛନ୍ତି ଯେ ଭାରତ ଉପରେ ଏତେ ବଡ ଆକ୍ରମଣକୁ ନେଇ ମୁଁ ଦୁଖିତ ଏବଂ ପାକିସ୍ଥାନ କୁ ଏବାବଦରେ ନେଇ ସେ ଆହୁରି ମଧ୍ୟ କହିଛନ୍ତି କି , କେତେକ ଖଳ ପ୍ରକୃତିର ଲୋକଙ୍କ ପାଇଁ ପୁରା କାକିସ୍ତାନ ବଦନାମ ହେଉଛି । ସେ କହିଛନ୍ତି କି ଭାରତକୁ ଛାଡି ସେ କେବେବି ବଞ୍ଚି ପାରିବେନି, ପାକିସ୍ତାନରେ ସେ ଜନ୍ମ ହୋଇଛନ୍ତି ସତ , ହେଲେ ଭାରତକୁ ସେ ନିଜ ଦେଶ ବୋଲି ଭାବନ୍ତି ।

ପାକିସ୍ଥାନ କୁ ମୁଁ ଦୋଷି ବୋଲି ମାନୁଛି ଯାହା ଭାରତୀୟ ଙ୍କ ପାଇଁ ଏକ ଦୁଖର ବିଷୟ .ମାଓଓରା ଭାରତୟ ନହେଲେ ମଧ୍ୟ ସେ ଭାରତୀୟ ପରମ୍ପରା ସଂସ୍କୃତି ନୀତିନୀୟମ ଅନୁଯାୟୀ ଚଳିଆସୁଥିଲେ । ସେ ତାଙ୍କର ଫିଲ୍ମ କ୍ୟାରିୟର ବହୁଦିନ ଧରି କରିଆସୁଛନ୍ତି ଏବଂ ରିସେଣ୍ଟ ସେ ଏକ ରୋମାଣ୍ଟିକ ଅଭିନେତ୍ରୀ ଙ୍କୁ ବନ୍ୟା ହେବା ତାଙ୍କ ହୃଦୟକୁ ଆଘାତ ଦେଇଛି । ସେ ମଧ୍ୟ ନିଜେ ଆତ୍ମପ୍ରକାଶ କରିଛନ୍ତି କି ଭାରତ ମୋପାଇିଁ ପୂର୍ଣ୍ଣ ଅଟେ ମୁଁ ପାକିସ୍ଥାନରେ ଜନ୍ମଗ୍ରହଣ କରିଥିଲେ ମୁଁ ଭାରତକୁ ଛାଡି ବଞ୍ଚିପାରିବି ନାହିଁ ।ତାଙ୍କର ଏବିଷୟ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ହେବାକୁ ଲାଗିଛି କି ମାଓଓରା ଭାରତୀୟ ନହେଲେ ମଧ୍ୟ ତାଙ୍କର ଭଲପାଇବା ସବୁବେଳେ ରହିଆସିଛି ।

ବଲିଉଡର ଏହି ବଡ ନିଷ୍ପତି ପରେ ବିଭିନ୍ନ ପାକିସ୍ତାନି କଳାକାରଙ୍କର ଏବେ ଦୁଃଖର ଦିନ ଆରମ୍ଭ ହେବାକୁ ଯାଉଛି । ଯାହା କେବେ ସେମାନେ ଭାବି ନଥିଲେ କିନ୍ତୁ ତାହା ବାସ୍ତବିକ ଭାବେ ତାଙ୍କ ଆଗରେ ଦଣ୍ଡାୟମାନ । ତେବେ ଆପଣ ମଧ୍ୟ ଏହିି ରିପୋର୍ଟ କୁ ସେୟାର କରନ୍ତୁ ଏବଂ ହଁ ନାଁର ଉତ୍ତର ଦିଅନ୍ତୁ କାରଣ ଏହା ଆପଣଙ୍କର ଦେଶର ଭବିଷ୍ୟତ ନିସାନା ଓ ସୂଚନା ।
ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...