Take a fresh look at your lifestyle.

ଆଶ୍ଚର୍ଯ୍ୟ କର ବିବାହ: ଡକାଯାଇଥିଲା 700ବରଯାତ୍ରୀଙ୍କୁ କିନ୍ତୁ ପହଞ୍ଚିଲେ 1700 ବରଯାତ୍ରୀ, ହାତରେ ପତାକା ଧରି ଷ୍ଟେଜ ରେ ପହଞ୍ଚିଲେ ବ ର କନିଆଁ

0 1,432

ଇଶ୍ବରଙ୍କ ସୃଷ୍ଟି ଅନୂୁସାରେ ମନୁଷ୍ୟଶ୍ରେଷ୍ଟ ପ୍ରାଣୀ । ବିଚାରସଂପୂର୍ଣ୍ଣ ଜ୍ଞାନ ଥିବାରୁ ମନୁଷ୍ୟ ଇତରପ୍ରାଣୀଙ୍କ ଠାରୁ ଭିନ୍ନ ।ସାମାଜିକ ଓ ଗୋଷ୍ଟିଗତ ଜୀବନ ମଧ୍ୟରେ ବାସ କରେ ଓ ଜିବିକା ର୍ନିବାହ କରେ ।ମନୁଷ୍ୟ ତା ସମୟକାଳ ମଧ୍ୟରେ ଅନେକ ସମସ୍ଯା ଦେଖାଦିଏ ଏବଂ ପ୍ରତିବନ୍ଧକ ମଧ୍ୟ ସୃଷ୍ଟିି ହୋଇଥାଏ । ସମସ୍ଯାକୁ ସେ ସମଧାନର ବାଟ ନିଶ୍ଚିତ ତିଆରି କରିଥାଏ ।କିନ୍ତୁ ମନୁଷ୍ୟ ମଧ୍ୟରେ ଜାତିପ୍ରେମ . ଦେଶପ୍ରେମ . ଇତ୍ୟାଦି ରହିବା ଦରକାର

ସାମାଜୀକ ମଧ୍ୟରେ ସେ ଏକ ମନୋଭାବ ନେଇ ନିଜ ଜିବନର ପ୍ରତ୍ୟେକ ମୁହର୍ତ୍ତୂକୁ ଉପଲ୍ବଧି କରିବା ଉଚିତ ।ମନୁଷ୍ୟ ଜନ୍ମ ମାନେ ଏ ସଂସାର ମୟାରେ ଛନ୍ଦି ହୋଇ ରହିଥାଏ ଏବଂ ନିଜର ବୈବାହିକ ସମୟକୁ ନେଇ ସେ ଅଧିକ ସ୍ବପ୍ନ ଦେଖିଥାଏ ।ବାହାଘର କୁ ନେଇ ସମସ୍ତ ବ୍ଯକ୍ତି ଯେତେବେଳେ କାହାରି ବିବାହ ହେବାର ଥିବ ତ ତାଙ୍କ ର ଅନେକ ସ୍ବପ୍ନ ରହିଥାଏ I ନିଜ ର ବିବାହ କୁ ଏକ ସ୍ମରଣୀୟ ଦିନ ରକହିବାକୁ ପରିବାର ଲୋକେ ନାନା ପ୍ରକାର ର ଯୋଜନା ମଧ୍ୟ କରିଥାନ୍ତି। ତେବେ ବାହାଘର କଥା ଉଠିବା ପରେ ଉଭୟପକ୍ଷରୁ ଲୋକେ ଅତିଥି ଭାବେ ବାହାଘର ସଭାକୁ ଆସିଥାନ୍ତି ।

ସେହିପରି ଏକ ବାହାଘରକୁ ନେଇ ଆମେ ଆଲୋଚନା କରିବାକୁ ଯାଉଛେ ଯେଉଁ ଥିରେ 700 ବରଯାତ୍ରୀଙ୍କୁ ଆମତ୍ନଣ କରାଯାଇଥିଲା କିନ୍ତୁ ତା ପରିବର୍ତ୍ତେ ଆସିଲେ 1700 ଯାତ୍ରୀ ତେବେ ଆସନ୍ତୁ ଜାଣିବା ଏପରି ବାହାଘର ସଂପୂର୍ଣ୍ଣ କାହାଣୀ ସମ୍ପର୍କରେ । ଏହି ବିବାହ ବଡୋଦରା ରେ ମହେଶ ବିରର ଙ୍କନାମ ଜଣେ ଅଟରିକ୍ସାବାଲା ତଥା ବଡୋଦରା ସେଣ୍ଟ୍ରାଲ ଜେଲ ର ସୁପରଭାଇଜର ଙ୍କର ସହିତ ଏକ ଗରିବ ଝିଅ ଦୀପିକା ନାମ ଙ୍କ ଜଣେ ନିସଃହାୟ ଝିଅ ସହ ବିବାହ ଅନୁଷ୍ଟିତ ହେବାକୁ ଥିଲା ଏବଂ ବାହାଘରର ସମସ୍ତ ବ୍ୟବଧାନ କରାଯାଇଥିଲା ବାହାଘରର ସବୁ ଯୋଜନା ମଧ୍ୟ କରାଯାଇଥିଲା I

କିନ୍ତୁ ଦୁଖ୍ଃର ବିଷୟ ତାଙ୍କ ବିବାହ ତାଙ୍କୁ ବ୍ଯଥିତ କରିଥିଲା କାହିଁକି ଜାଣନ୍ତି , ସେ ସମୟ ଏକ ଏମିତି ଥିଲା ଯେଉଁଥିରେ ସମସ୍ତ ଭାରତୀୟଙ୍କ ହୃଦୟରେ ସେନାଙ୍କ ର ଆତଙ୍କ ଆକ୍ରମଣରରେ ସହୀଦ ହୋଇଥିବା ସେନାଙ୍କ ଦୁଖ ଭରିଦେଇଥିଲା । ମହେଶ ଓ ଦୀପିକାଙ୍କ ବିବାହ ହେଲା କିନ୍ତୁ ସେବିବାହ ଥିଲା ସବୁଠୁ ଅଲଗା ଯାହା ଆଜିପର୍ଯ୍ୟନ୍ତ କେଉଁ ବିବାହରେ ଦେଖିବାକୁୱ ମିଳିନଥିବ । ଆସନ୍ତୁ ଜାଣିବା କେମିତି କଟିଲା ଏବିବାହ ଓ କେଉଁଥି ପାଇିଁ ଆସିଲେ ଅଧିକ ସଖ୍ୟାରେ ଯାତ୍ରୀ ।

ବିବାହରେ କିଛି ପରିବର୍ତ୍ତନ ଦେଖା ଦେଲା ସମସ୍ତେ ବାହାଘର ସମୟରେ ଆଧୁନିକ ସଂଗୀତ ତଥା ଫିଲ୍ମ ରକୌଣସି ଗୀତ ବଜାଇ ନିଜେ ଡ୍ୟାନ୍ସ କରିବାରେ ଲାଗିଥାନ୍ତି କିନ୍ତୁ ମହେଶ ଓ ଦୀପିକାଙ୍କ ବିବାହରେ ସେସବୁ ବାଦ ପଡିଥିଲା ଏବଂ ସେନାଙ୍କ ଦୁଖଃରେ ଜାତୀୟ ସଂଗୀତ ଗାନ କରିବା ସହ ମେରେ ରଙ୍ଗ ଦେ ବସନ୍ତୀ ଚୋଲା …. ଓ କର ଚାଲେ ହଁମ ଫିଦା ବର୍ତନ ସାଥିୟ ଆଦି ଗୀତ ରେ ଭାରତ ମାତା କି ଜୟ ସ୍ଲୋଗାନ ମଧ୍ୟ କରିଥିଲେ । । ତାଙ୍କ ର ବରଯାତ୍ରୀ ବାହାରିଥିଲା ତ କୌଣସି ଫିଲ୍ମ ଗୀତ ନୁହେଁ ଦେଶ ଭକ୍ତି ର ଗୀତ ଚାଲିଥିଲା I

ଏବଂ ବରଯାତ୍ରୀ ରେ ଆସିଥିବା ସବୁ ଲୋକେ ହାତ ରେ ତ୍ରିରଙ୍ଗା ଧରି ଆସିଥିଲେ I ବରଯାତ୍ରୀ ରେ 600 ଲୋକେ ଉପସ୍ଥିତ ଥିଲେ I ରାସ୍ତା ରେ ଲୋକେ ଏପରି ବରଯାତ୍ରୀ ଦେଖି ସେମାନେ ମଧ୍ୟ ତ୍ରିରଙ୍ଗା ଧରିଥିଲେ ଏବଂ ଷ୍ଟେଜ ଉପରେ ଜୟମାଳା ପରିବର୍ତେ ଦୁଲହ ଦୁଲହନ ଙ୍କ ହାତ ରେ ତ୍ରିରଙ୍ଗା ଥିବା ର ଦେଖିବାକୁ ମିଳିଥିଲା ।ଯାହାଫଳରେ ସେଠାରେ ଏପରି ଦେଶଭକ୍ତିର ପ୍ରତୀକ ଦେଖି ଅନ୍ୟ ଜନସାଧାରଣ ସେ ବିବାହରେ ଆସି ଉପସ୍ଥିତ ହୋଇଥିଲେ ।


ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.