Loading...

ଝଡ ତୋଫାନରେ ଛକ ଉପରେ ଠିଆ ହେଇ ଡ଼ିଉଟି କରିଲେ ଟ୍ରାଫିକ୍ ପୋଲିସ୍ , ବର୍ଷା ବି କିଛି କରିପାରିଲା ନାହିଁ ଏହି ଜବାନଙ୍କ ମନୋବଳ – ତାପରେ କହିଲେ ଏଭଳି କଥା ଯେ ସାରା ଦେଶ ଗର୍ବ କରିବ..

Loading...

ସାଧାଣତ ଆଜି ଆମେ ଜାଣିଛେ ପୁଲିସ ଆମ ମାନଙ୍କର ରକ୍ଷକ ଏବଂ ଆମ ମାନଙ୍କର ସୁରକ୍ଷା ସାଜିଥାନ୍ତି ।ତାଙ୍କର ପ୍ରତ୍ୟେକଟି କାର୍ଯ୍ୟ ଦେଶର ଜନସାଧାଣ ଙ୍କ ପାଇଁ ବିକାଶର ମାତ୍ରାଧିକ ହୋଇଥାଏ । କିନ୍ତୁ ତାଙ୍କର ସଫଳତା କୁ ନେଇ ଏବେ ସାରା ଭାରତ ବର୍ଷରେ ନିନ୍ଦା ର ବାର୍ତ୍ତା ରହିଛି । ପୁଲିସ ଙ୍କୁ ଆମେ ରକ୍ଷକ କହୁଛୁ ସତ କିନ୍ତୁ ସେହି ରକ୍ଷକ ଯଦି ଜୀବନର ପ୍ରତ୍ୟକ ମୁଡରେ ଶତ୍ରୁକୁ ସାମ୍ମନା କରେ

ତେବେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।
ପୁଲିସ ଙ୍କର ଡ୍ୟୁଉଟି ଏପରି କି ଝଡ ତୋଫାନ କୁ ସମ୍ମନା କରିଥାନ୍ତି । ଆଜି ସେହି ଭଳି ଆଜି ସୂଚନା ସାମ୍ମନାକୁ ଆସିଛି ।ଏବଂ କିପରି ପୁଲିସ ଝଡ ତୋଫାନରେ ଛକ ଉପରେ ଠିଆ ହେଇ ଡ଼ିଉଟି କରିଲେ ଟ୍ରାଫିକ୍ ପୋଲିସ୍ , ବର୍ଷା ବି କିଛି କରିପାରିଲା ନାହିଁ ଏହି ଜବାନଙ୍କ ପ୍ରକୃତ ରହସ୍ୟ ସମ୍ପର୍କରେ ଆସନ୍ତୁ ଜାଣିବା ।

Related image



ପ୍ରତ୍ୟେକ ଦିନ କିଛିନା କିଛି କଥଛା ପୁଲିସ ଙ୍କୁ ଆସୁଛି । ଆଜି ସେହି ଭଳି ଜଣେ ଟ୍ରାଫିକ ପୁଲିସ ଙ୍କର କାର୍ଯ୍ୟ ଦେଖି ଆଜି ସବୁଆଡେ ଚର୍ଚ୍ଚା ହୋଇଛି୍। ମିଥୁନ ଦାସ ଙ୍କର ଇମାନ ଦାରି ସହକାରେ ଯେଉଁ କାମ କରିଛିନ୍ତି ଝଡ ତୋଫାନରେ ଛକ ଉପରେ ଠିଆ ହେଇ ଡ଼ିଉଟି କରିଲେ ତାହା ଦେଖି ଆସାମ ପୋଲିସ୍ ଟ୍ୱିଟର୍ ରେ ଏହି ଭିଡିଓକୁ ସେୟାର୍ କରି ଲେଖିଥିଲେ କି ।

ଆମ ମାନଙ୍କର ଡ୍ୟୁଟି କରିବା ରେ ଅବହେଳା କରୁନାହିଁ ସଚୁଟ ପଣିଆରେ ଆମେ ଆମେ କାମରେ ସଫଳ ହୋଇଥାଉ ।ଆସାମର ଡିଜିପି କୁଲା ସଇକିୟା ସେ ମଧ୍ୟ କହିଥିଲେ କି ଆମ ମାନଙ୍କ ପାଇିଁ ଏହି ଝଡ ତୋଫାନରେ ଛକ ଉପରେ ଠିଆ ହେବା ସାଧାଣ କଥା ଏଥିରେ କୌୈଣସି ଦିମ୍ମତ ନାହିଁ ।କନେଷ୍ଟବଲ ମିଥୁନ ଦାସ ଙ୍କର ଏହି କାମ ଦେଖି ଆଜି ସାରା ପୁଲିସ ଡିପାଟମେଣ୍ଟ ଗୌରର୍ବ ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Loading...
Loading...