Loading...

ଡିସିପି ବାପାର ଝିଅ ଅଟେ ଏସିପି – ଡିୟୁଟି ସମୟରେ ବାପା ମାରିଲେ ଝିଅ କୁ ସ୍ୟାଲୁଟ – ବାପା କହିଦେଲେ ଏପରି କଥା ଯେ ଆପଣ ତାଙ୍କ ପାଇଁ ଗର୍ବ କରିବେ ନିଶ୍ଚୟ ।

Loading...

ଏମିତି କଥା ରେ କୁହାଯାଏ କି ଯେଉଁ ମଣିଷ ପରିଶ୍ରମ କରୁ ଥାଏ ସେ କେବେ ହେଳେ ବିଫଳ ହୋଇ ନଥାଏ ଏହା ଆପଣ ମଧ୍ୟ ବହୁତ ଭଲ ଭାବେ ଜାଣି ଥିବେ ଏପରି ବେଳେ ଆପଣ ନିଶ୍ଚିତ ଭାବେ ଜଣି ଥିବେ କି ଯିଏ ଯେତେ ପରିମାଣ ରେ କଷ୍ଟ କରି ଥାଏ ,ସେ ସେତେ ମାତ୍ରା ରେ ଆଗକୁ ଯିବା ସହିତ ଉନ୍ନତୀ ର ମାର୍ଗ କୁ ଛୁଇଁ ଥାଏ ଏମିତି ବେଳେ ଆମେ ଆପଣ ମାନଙ୍କୁ ଆଜି ଗୋଟିଏ ବାପା ଓ ଝିଅ ର କାହାଣୀ ବିଷୟ ରେ କହିବା ପାଇଁ ଜାଉଛୁ ଯେଉଁ ଠାରେ ବାପା ର ପରିଶ୍ରମ ଠାରୁ ନିଜ ଝିଅ ର ପରିଶ୍ରମ ବହୁତ ଅଧିକ ଅଟେ ତେବେ ଏଭଳି ଗୋଟିଏ ସ୍ଥାନ ରେ ନିଜ ବାପ ତା

ନିଜ ଝିଅ କୁ ହିଁ ସେଲୋଟ ମାରୁଛି । ଆଜ୍ଞା ଏମିତି ରେ କେବଳ ପରିଶ୍ରମ ରେ ନୁହେଁ ତାଙ୍କର ବାପା ମାଁ ଙ୍କ ସାହାଯ୍ୟ ରେ ଏମିତି ଗୋଟିଏ ଝିଅ କୁ ନିଜ ବାପ ପଢେଇ ପାରି ଆଜି ତା ଠାରୁ ଅଧିକ ବଡ ପୋଜିସନ୍ ରେ ରଖିଛି ତାହାହିଁ ଧନ୍ୟବାଦ । ତେବେ ଏମିତି ବେଳେ ନିଜ ଝିଅ ଯେତେ ବେଳେ ବାପ ଠାରୁ ଅଧିକ ହୋଇ ଥାଏ ତେବେ ନିଶ୍ଚିତ ଭାବେ ବାପା ଓ ମାଁ ଙଅକ ଛାତି କୁଣ୍ଢେ ମୁଟ ହୋଇ ଥାଏ ଏମିତି ରେ

ଏହି ଘଟଣା ଟି ରବିବାର ଦିନ ହାଇଦ୍ରାବାଦ ରେ ଆୟୋଜିତ ତେଲେଙ୍ଗାନା ରାଷ୍ଟ୍ର ସମିତି ର ରାଲି ଥିଲା |ତେବେ ଏହି ରାଲେ ପାଇଁ ସାରା ରଜ୍ୟ ର ପୋଲିସ୍ ମାନଙ୍କ ଡିୟୁଟି ଥିବା ବେଳେ ସେହି ଦିନ ଡିସିପି ଏ.ଆର ଉମାମହେଶ୍ୱରା ଶର୍ମା ଙ୍କର ବି ସେଠାରେ ଉପସ୍ଥିତି ଥିଲେ ।ଏମିତି ବେଳେ ତାଙ୍କର ନିଜ ଝିଅ ଆଇପିଏସ୍‌ ସିନ୍ଧୁ ଶର୍ମା ମଧ୍ୟ

ଏଠାରେ ଉପସ୍ଥିତି ଯେପରି ଗୋଟିଏ ଅପୂର୍ବ ସଂଙ୍କେତ । ଏମିତି ବେଳେ ସେହି ଦିନ ସବୁ ପୋଲିସ୍ ମାନଙ୍କ ଭିତରେ ଏ.ଆର ଉମାମହେଶ୍ୱରା ଶର୍ମା ଙ୍କ ଉପସ୍ଥିତ ତ ଥିଲେ କିନ୍ତୁ ତାଙ୍କ ଝିଅ ଙଅକ ସହିତ ସାମ୍ନା ସାମ୍ନୀ ହୋଇ ନଥିଲା

ଏମିତି ରେ ଯେତେ ବେଳେ ଦୁହଁ ଆଗକୁ ଆସିଲେ ଓ ସାମ୍ନା ମାମ୍ନୀ ହୋଇ ଥିଲେତ ଡିଜିପି ବାପ ନିଜ ଝିଅ ଙ୍କୁ ସେଲୁଟ ମାରି ଥିଲା । ଏମିତି ବେଳେ ଏଙି ଖବର ବହୁତ ଚର୍ଚ୍ଚା ରେ ରହି ଥିବା ବେଳେ ଉମାମହେଶ୍ୱରା ଶର୍ମା କହିଛନ୍ତି କି ମୋର ଏହା ଭାଗ୍ୟ କି ମୁଁ ମୋର ନିଜ ଝିଅ କୁ ସେଲୁଟ କରିଛି ତଥା ସେ ଆଗରୁ କେବେ ଏମିତି ଭେଟି ନଥିଲେ । କିନ୍ତୁ ହଠାତ୍ ମାତ୍ରେ ଏପରି ଦେଖା ପାଇଁ ମୁଁ ସେଲୁଟ ମାରି ଥିଲି । ଏଥି ସହିତ ସେ ଏହା ବି କହିଛନ୍ତି କି ଆମେ ନିଜର କର୍ମ କରୁ ଓ ଏହାର ଚର୍ଚା କରି ନଥାଉ ,କିନ୍ତୁ ଘରେ ଆମେ ବାପା ଝିଅ ଭଳି ରହି ଥାଉ | ବୋଲି

Loading...
Loading...