Take a fresh look at your lifestyle.

ଝିଅର ଆଉ ଏକ ପ୍ରେମିଙ୍କ ସହ ଭିଡିଓ ଦେଖି । ପ୍ରେମ ରେ ଝିଅ ଧୋକାବାଜ ନା ପୁଅ । ଜାଣନ୍ତୁ କଣ ପାଇଁ ଆତ୍ମ ହତ୍ୟା କଲେ ବାଲେଶ୍ବର ର ବଳବନ୍ତ

0 1,622

ଆଜିକାଲି ଦୁନିଆରେ ପ୍ରତ୍ୟେକ ପୁଅ ଝିଅ ଭଲପାଇବା ଗୋଟେ କିଛି ବଡ କଥା ନୁହେଁ । ଭଲପାଇବା କିଛି ପାପ ନୁହେଁ କିନ୍ତୁ ସେହି ଭଲପାଇବା କୁ ଯଦି ଆମେ ପାଦରେ ଆଡେଇ ଚାଲିଯିବା ତାହାଦ୍ବାରା ନିଶ୍ଚିତ ରୂପେ ଆମର ହିଁ କ୍ଷ୍ୟତି ହେବ ।ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଆମକୁ ସେହି ପ୍ରେମର ଅନୁତାପ କରିବାକୁ ପଡିବ । ଏସମାଜରେ କେହି ପୁଅ ଝିଅ ନିଜକୁ ପ୍ରେମରେ ନିୟୋଜିତ ଅଛନ୍ତି ।

କିନ୍ତୁ ତାଙ୍କ ମଧ୍ୟରେ କେହି କେହି ପ୍ରେମକୁ ନେଇ ବାଲି ଘର ପରି ଭାଙ୍ଗିଦେଉଛନ୍ତି ତ ଆଉ କିଏ ସର୍ଚ୍ଚା ପ୍ରେମ କରି ଜୀବନର ଅନ୍ତିମ ପର୍ଯ୍ୟାୟ ସହ ସାଥ ଦେବାର ପ୍ରତିଶୃତି ଦେଉଛିୁ । କିନ୍ତୁ ଝିଅମାନେ ପୁଅଙ୍କର ସେହି ସର୍ଚ୍ଚା ଭଲପାଇବା କୁ ବୁଝିପାରନ୍ତି ନାହିଁ ଏବଂ ସବୁବେଳେ ନିଜ ଶରୀରର ଡ୍ରେସ ବଦଲାଇଲା ଭଳି ସେମାନେ ନିଜର ପ୍ରେମର ପ୍ରତୀକକୁ ବଦାଳାଉଛନ୍ତି ଯାହାଦ୍ବାରା ସେମାନେ ଏସର୍ଚ୍ଚା ପ୍ରେମିକର ଜୀବନ ସହ ଖେଳୁଛନ୍ତି ।

ଭିଡିଓ ଟି ଦେଖନ୍ତୁ ଓ ଜାମନ୍ତୁ କଣ କରିଥିଲା ପ୍ରତାରଣା ର ଧମକ


ଆଜି ଆମେ ଆପଣଙ୍କ ପାଖକୁ ଠିକ ସେହି ପ୍ରେମକୁ ନେଇ ଆଲେଚନା କରିବୁ ଯାହା ଆପଣ ଜାଣିଲେ ମଧ୍ୟ କେବେବି ଝିଅ ମାନଙ୍କୁ ଭଲପାଇବା ତ ଦୂର କଥା କେବେ ତାଙ୍କ ଆଡକୁ ଆକୃଷ୍ଟ ହେବାର ମନ ହେବ ନାହିଁ । ତା ଆଜି ସେହି ପ୍ରେମରେ ଜଣେ ଯୁବକ ଧକା ଖାଇ କିପରି ନିଜର ପ୍ରାଣ ହରାଇଛନ୍ତି ଆସନ୍ତୁ ଜାଣିବା

ଘଟଣା ଟି ନୀଳଗିରି ସ୍ଥିତ ବାଉଁଶବଣିଆ ଗ୍ରାମର ଅଟେ । ଯୁବକ ଜଣଙ୍କ ବଲାଙ୍ଗି କଲେଜର ଉଭିଦ୍ଦ ବିଜ୍ଞାନ ର ଛାତ୍ର ଅଟନ୍ତି । ଯୁବକ ଜଣଙ୍କ ପାଟପଢା ସହ ସେ ଗୋଟିଏ ଝିଅକୁ ଭଲ ପାଇବସିଥିଲେ ।ତାଙ୍କର ଦୁହିଁଙ୍କର ପ୍ରେମ ପାଖାପାଖି ଗୋଟିଏ ବର୍ଷର ଅଟେ ।ହଠାତ ତାଙ୍କ ଭଲପାଇବା ମଧ୍ୟରେ ଆସିଲା ଝଡ । ଝିଅଟିଏ ଏହିଯୁବଙ୍କ ବ୍ୟତିତ ଆଉଜଣେ ଯୁବକଙ୍କ ସହ ମିଳାମିଶା ହେବାର ଦେଖାଯାଉଥିଲା ।
କିନ୍ତୁ ଯେତେବେଳେ ସେ ଜାଣିପାରିଲେ ଏବଂ ଝିଅଟିକୁ ଏହି ପୁଅ ସହ କଣ ସମ୍ପର୍କଅଛି ବୋଲି ପଚାରିବାରୁ ଝିଅଟି ପୁଅ ବହୁତ ଗାଳିଗୁଳଜ କରିଥିଲେ ଏବଂ ତାଙ୍କ ସହ କୌଣସି ସମ୍ପର୍କ ନାହିଁ ବୋଲି କହିଥିଲେ ଯାହା ତାଙ୍କ ହୃଦୟକୁ ବହୁତ ବାଧିଥିଲା ।ପୁଅଟି ସେହି ଝିଅକୁ ସର୍ଚ୍ଚା ପ୍ରେମ କରିଆସୁଥିଲେ ତାଙ୍କର ଏହି ସ୍ରର୍ଚ୍ଚା ପ୍ରେମର ଧକା ତାଙ୍କ ପାଇିଁ ପାଲଟିଥିଲା ଦୁଖଃ ।

ଯୁବକ ଜଣଙ୍କ ଏହି ଧକା ଖାଇସାରିବା ପରେ ନିଜର ଜୀବନକୁ ମୂଲ୍ୟହିନ ମନେ କରି ବଲାଙ୍ଗି କଲେଜ ହଷ୍ଟେଲ ରେ ଆଜି ଦୈଡିଦେଇ ସବୁଦିନ ପାଇିଁ ହରାଇଚନ୍ତି ପ୍ରାଣ । ତ ଏହି ଯୁବକଙ୍କ ସହ ଯେଉଁ ପ୍ରତାରଣା କରିଲେ ଝିଅଟି ତ ଏହି ପ୍ରତାରଣା ଆଜି ଗୋଟିଏ”ମା”ର କୂଳ କରିଦେଲା ଖାଲି ।ଝିଅଟି ଏପରି ଧକା ଦେଇ ମାର ତ କୂଳ ଖାଲିକରିବା ସହ ସେ ଏ ନାରୀସମାଜ ପାଇିଁ ପାଲିଟିଛି କଳଙ୍କ ।

ଆଜି କାଲିକା ଝିଅ ମାନଙ୍କ ପାଇଁ ପୁଅମାନେ ଗୋଟେ ଗୋଟେ ଖେଳନା ପାଲଟିଛି,ଇଛା ହେଲେ ତାକୁ ଭଲପାଇବେ ଆଉ ଇଛା ନହେଲେ ତାକୁ ଛାଡି ଆଉ କହା ହାତ ଧରିନେବ ।।ତମ ଭଳି ଝିଅ ମାନଙ୍କ ପାଇଁ ପ୍ରେମ ଆଜି କଳକିଂତ । ତ ଆପଣ ମଧ୍ୟ ଏହି ନାରୀ ମାନଙ୍କୁ କେବେ ସର୍ଚ୍ଚା ମନ ପ୍ରାଣ ଦେଇ ଭଲ ପାଇବା ପୂର୍ବରୁ ଥରେ ଏ ଚିନ୍ତା କରିବେ ଏବଂ ଏହି ଜିଅ ମାନଙ୍କୁ କହିରଖୁଛୁ କି କେତେଦିନ ତମେ ଏ ପ୍ରେମକୁ ପତରଣା କରି ପୁଅଙ୍କ ଖେଳଛୁ ବନ୍ଦ କରିଦିଅ ତୁମର ଏହି ଚିନ୍ତାଧାରା କାରଣ ଖାସ ତମ ମାନଙ୍କ ପାଇିଁ ଆଜି ଗୋଟିଏ ମା ତା ପୁଅର ଭିକ୍ଷା ମାଗୁଛି ।

ଯଦିଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂଓସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.