Loading...

Register Now – ଜିଓ ପ୍ରଭାବ: ଏୟାରଟେଲ୍‌ ବ୍ୟବହାରକାରୀଙ୍କୁ ଦେଉଛି ୧୦୦୦ଜିବି ଏକ୍ସଟ୍ରା ଡାଟା

Loading...

ଆପଣ ମାନଙ୍କ ପାଇିଁ ଗୋଟିଏ ଖୁସିର ଖବର ଜିଓ ଏବେ ଏୟାରଟେଲ୍‌ ବ୍ୟବହାରକାରୀଙ୍କୁ ଦେବାକୁ ଯାଉଛି 1000 ଜିଭି ର ଏକଷ୍ଟ୍ରା ଡାଟା । ରିଲାଏନ୍ସ ଜିଓ ଫାଇବରର ପ୍ରସ୍ତୁତ ଘୋଷଣା ହୋଇସାରିଛି ଏବେ ଭାରତର ବଡ ବଡ ଟେଲିକମ୍ କମ୍ପାନୀ ନିଜ ବ୍ରାଣ୍ଡର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ରିଲାଏନ୍ସ ଜିଓ ଫାଇବରର ଦ୍ବାରା ଏବେ ଗ୍ରାହକ ମାନଙ୍କୁ 1000 ଜିବି ଏକଷ୍ଟ୍ରା ଡାଟା ମିଳିବ । ତେବେ ଗ୍ରାହକ ମାନଙ୍କ ପାଇିଁ ଏହା ଗୋଟିଏ ଆଶ୍ଚର୍ଯ୍ୟ ଜନକ ହେବା ସହିତ ଖୁସିଖବର ମଧ୍ୟ ।

ବର୍ତ୍ତମାନ ଏହି ସୂଚନା ସୋସିଆଲ ଭାଇରାଲ ହୋଇ ଚାଲିଛି । କାରଣ ଏୟାରଟେଲ ସର୍ବୋପରି ପାଖା ପାଖି ଚାରୋଟି ବ୍ରାଣ୍ଡ ପ୍ଲାନ ରହିଛି ଯେଉଁ ପ୍ଲାନ ଅୟାରମ୍ଭ 799 ରୁ ହୋଉଛି । ସେହି ପରେ ଆଉ ତିନୋଟି ମାସକିଆ ରିଚାର୍ଜ ରହିଛି ସେ ଗୁଡିକ 1099 .1599.1999 ଇତ୍ୟାଦି ରହିଛି ।ଯଦି କୌଣସି ଗ୍ରାହକ ଏହି ପ୍ଲାନ ମଧ୍ୟରୁ ଗୋଟିକୁ ରିଚାର୍ଜ କରନ୍ତି ତେବେ ସେ ପାଇବେ ପର୍ଯ୍ୟାପ୍ତ ପରିମାଣର ଡାଟା ଏବଂ ଭଏସ କଲ ର ସୁବିଧା ।

ଯଦି କେହି 1999 ମାସିକ ଶୁଳ୍କ ନିଚାର୍ଜ କରନ୍ତି ତେବେ ସେ ପାଇବେ ଅସୀମିତ ଡାଟା ର ସୁବିଧା । କିନ୍ତୁ ଏହା ବ୍ୟତିତ ତିନୋଟି ପ୍ଲାନ ରିଚାର୍ଜ କଲେ ଅସମିତ ଡାଟା ପାଇବେ ନାହିଁ ଏହା ଏଫ୍‌ୟୁପି ରହିଛି . । ବିଶେଷ ସୂଚନା କି ଏହି ମାସିକ ପ୍ଲାନର ରିଚାର୍ଜ କଲେ ଆପଣ ମାନଙ୍କୁ ଟେଲିକମ୍ କମ୍ପୀନୀ ଆଡିସନାଲ ଡାଟା ର ସୁବିଧା ଯୋଗେଇ ଦେବ । ଏୟାର ଟେଲ ସବୁଦିନ ଆଗରେ ଥିଲା ଏବେ ମଧ୍ଯ ରହିଛି ସ୍ମାଟ ନେଟୱାର୍କ ରେ ମଧ୍ୟ ବେଶ ସୁବିଧା ରହିଥାଏ ।

ଏୟାରଟେଲ ଭି ଫାଇବର କିଛି ଦିନପରେ ଜିଓ ଏବଂ ରିଲାନ୍ସ କୁ ପଛରେ କକେଇ ଆଗେଇ ଯିବ ।ଲାଏନ୍ସ ଜିଓ ଫାଇବରକୁ ଏୟାରଟେଲ କମ୍ପାନୀ କିଛି ଦିନ ପରେ ଗ୍ରାହ ମାନଙ୍କୁ ଫାଇବର ଜରିଆରେ ଅର୍ଥାତ୍ 799 ଟଙ୍କାରେ 10 ଜିବି ଡାଟା ଦେବ ବୋଲି ଜଣା ପଡିଛି ।ଏହି ପ୍ଲାନ ଜରିଆରେ ଗ୍ରାହକ ମାନଙ୍କୁ 10 ଜିବି ର ଡାଟା ମିଳବ ଯାହାକୁ ନେଇ ଗ୍ରାହକ ମାନେ ଅଧିକ ରୋମାଣ୍ଟିକ ରହିବେ ।

୧,୯୯୯ଟଙ୍କାର ଭିଆଇପି ପ୍ଲାନ୍‌ ଜରିଆରେ ବ୍ୟବହାରକାରୀଙ୍କୁ ଅସୀମିତ ଡାଟା ମିଳିଥାଏ। ଏଥିପାଇଁ ଏହି ପ୍ଲାନ୍‌ରେ ଏହି ଅଫର ନାହିଁ। କିନ୍ତୁ ଏତଦ୍‌ ବ୍ୟତୀତ ତିନିଟି ପ୍ଲାନ୍‌ ରହିିଛି। ଏଥିରେ ଅସୀମିତ ଡାଟା ମିଳିବ ନାହିଁ ଓ ଏହା ଏଫ୍‌ୟୁପି ରହିଛି। ଏହି ପ୍ଲାନ୍‌ ସହିତ କମ୍ପାନି ଆଡିସ୍‌ନାଲ୍‌ ଡାଟା ବି ଦେଉଛି।

ଏୟାରଟେଲ ଭି ଫାଇବରକୁ ଆଗାମୀ ସମୟରେ ରିଲାଏନ୍ସ ଜିଓ ଫାଇବରକୁ କଡ଼ା ଟକ୍କର ଦେବ। କମ୍ପାନି ଏହି ଭି ଫାଇବର ଜରିଆରେ ବେସିକ୍‌ ପ୍ଲାନ୍‌ ୭୯୯ଟଙ୍କାରେ ମିଳୁଛି। ଏବଂ ଏହା ଜରିଆରେ ଗ୍ରାହକଙ୍କୁ ୧୦୦ଜିବି ଡାଟା ବି ମିଳିବ। ଏହି ଅଫର ଜରିଆରେ ଏଥିରେ ୨୦୦ଜିବି ଏକ୍ସଟ୍ରା ଡାଟା ମିଳିବ। ସେହିପରି ଏୟାରଟେଲ ଭି ଫାଇବରର ଦ୍ୱିତୀୟ ପ୍ଲାନ୍‌ର ମୂଲ୍ୟ ୧,୦୯୯ ଟଙ୍କା ରହିଛି। ଏହି ପ୍ଲାନ୍‌ରେ ବ୍ୟବହାରକାରୀ ୫୦୦ଜିବି ଅତିରିକ୍ତ ଡାଟା ମିଳିବ। ସେହିପରି ୧୫୦୦ଟଙ୍କା ପ୍ଲାନ୍‌ରେ ବ୍ୟବହାରକାରୀଙ୍କୁ ୧୦୦୦ଜିବି ଅତିରିକ୍ତ ଡାଟା ଦିଆଯିବ।

ଆଜିକା ସମୟ ରେ ଗ୍ରାହକ ମାନଙ୍କୁ ସ୍ବଳ୍ପ ଡାଟା କୌଣସି କାର୍ଯ୍ୟ କୁ ଆସୁ ନାହଁ ତେଣୁ ଏପରି ଏକ ଅଫର ସେମାନେ ହାତ ଛଡା କରିବେ ନାହିଁ । ଏହି ଅଫର ମାଧ୍ୟମରେ କମ୍ପନୀ ଗ୍ରାହକ ମାନଙ୍କୁ ଆହୁରି 200 ଜିବି ର ଡାଟା ଏକଷ୍ଟ୍ରା ମଧ୍ୟ ପ୍ରଦାନ କରିବ । ଦ୍ବିତୀୟ ପ୍ଲାନ ଅନୁସାରେ 1099 ରେ ଗ୍ରାହକ ମାନଙ୍କୁ 500 ଜିବି ର ଡାଟା ମିଳବ ।

ଏବେ 1500 କରୁଥିବା ଗ୍ରାହକ ମାନଙ୍କୁ 1000 ଜିବି ର ଅତିରିକ୍ତ ଡାଟା ମିଳିବ । ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...